• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Video shows 5 five men celebrating killing of Punjabi singer Sidhu Moose Wala
ସିଦ୍ଧୁଙ୍କୁ ମର୍ଡର ପରେ କାର୍‌ ଭିତରେ ଖୁସି ମନାଇଥିଲେ ହତ୍ୟାକାରୀ, ସାମ୍ନାକୁ ଆସିଲା ଭିଡିଓ...

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ। ଏସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଛି।

Utkal Sangeet Mahavidyalaya girl student goes missing in Bhubaneswar
କୁଆଡ଼େ ଗଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ? ରେଜିଷ୍ଟ୍ରରରେ ମାମୁଙ୍କ ନାଁ...

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।

Mamita Meher Murder Case
ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେ ସମ୍ପୃକ୍ତ

ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସମ୍ପୃକ୍ତି ଥିଲା।  ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି।

Odisha Sees Over 15 Thousand Rape Cases In 3 Years
ଓଡ଼ିଶାରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା: ୩ ବର୍ଷରେ ୧୦,୦୦୦ କେସ୍‌

୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।

Sri Lanka Govt Faces Economic Crisis
ଘୋର ଆର୍ଥିକ ସଙ୍କଟ: ସ୍କୁଲ୍‌ ବନ୍ଦ ପାଇଁ ନିଷ୍ପତ୍ତି, ୱାର୍କ ଫର୍ମ ହୋମ୍‌ ପାଇଁ ପରାମର୍ଶ

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ବଦଳି ଯାଇଛନ୍ତି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍କୁଲ୍‌ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

Maha CM Eknath Shinde wins vote of confidence
ଫ୍ଲୋର୍‌ ଟେଷ୍ଟ୍‌ରେ ନିଜ ଶକ୍ତି ପ୍ରମାଣିତ କରି ଜିତିଲେ ସିନ୍ଦେ

ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ସରକାର ନିଜ ଶକ୍ତି ପ୍ରମାଣିତ କରି ଏଥିରେ ଜିତିଛନ୍ତି। ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଦେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।

+2 result declaration
ଜୁଲାଇ ଶେଷ ସପ୍ତାହରେ ବାହାରିବ +୨ ରେଜଲ୍ଟ

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

 Bus Falls Into Gorge In Himachal Pradesh
ଘାଟିରୁ ଖସିଲା ସ୍କୁଲ୍‌ ବସ୍‌, ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣଙ୍କ ଗଲା ଜୀବନ

ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

Low Pressure Area Formed
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବର୍ଷା ସମ୍ଭାବନା...

ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

Covid Testing In Bhubaneswar
ବଢ଼ୁଛି କୋଭିଡ୍‌ ସଂକ୍ରମଣ, ବଢ଼ିଲା ଟେଷ୍ଟିଂ...

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।

Maharashtra Eknath Shinde Government To Faces Test To Prove Majority
ମୁଖ୍ୟମନ୍ତ୍ରୀ ହେବାପରେ ଆଜି ସିନ୍ଦେଙ୍କ ପ୍ରକୃତ ଅଗ୍ନି ପରୀକ୍ଷା

ବିଜେପି ସହ ମିଶି ସରକାର ଗଠନ କରିଥିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଆଜି ପ୍ରକୃତ ଅଗ୍ନି ପରୀକ୍ଷା। ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଛନ୍ତି। 

BJB College Girl Student Commits Suicide Updates
‘ମୋ ଝିଅକୁ ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବି’

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

Youth Jumps Into Mahanadi River
ଚାକିରି ଚାପରେ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ

ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

Athlete Dutee Chand Also Faced Ragging
ଅଲମ୍ପିଆନ୍ ଦୂତୀ ଚାନ୍ଦ ବି ହୋଇଥିଲେ ରାଗିଂର ଶିକାର, କହିଲେ- ‘କାହାକୁ କହି ହେଉନଥିଲା କି ସହି ହେଉନଥିଲା’

ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।

Kapil Sharma in legal trouble
ଅଡ଼ୁଆରେ ପଡ଼ିପାରନ୍ତି କପିଲ୍‌ ଶର୍ମା

ନିଆରା ଷ୍ଟାଇଲ୍‌ରେ ଦର୍ଶକଙ୍କୁ ହସାଉ ଥିବା କମେଡି ବାଦ୍‌ଶାହ କପିଲ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। କମେଡି ଶୋ’ ଟିମ୍‌ ସହ କପିଲ୍‌ ଶର୍ମା ଜୁନ୍‌ରୁ US ଓ କାନାଡା ଟୁର୍‌ରେ ଯାଇଛନ୍ତି।

Unborn baby dies, family alleges medical negligence
ଗର୍ଭସ୍ଥ ଶିଶୁ ମୃତ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Udaipur killing Accused Beaten Up by People Court Premises
ପୋଲିସ୍‌ ଭ୍ୟାନ୍‌ରୁ ଟାଣି ଆଣି ଅଭିଯୁକ୍ତଙ୍କୁ ଛେଚିଲେ

କୋର୍ଟରେ ହାଜର ବେଳେ ପୋଲିସ ଭ୍ୟାନ୍‌ରୁ ଟାଣି ଆଣି ୪ ଅଭିଯୁକ୍ତଙ୍କୁ କୋର୍ଟ ବାହାରେ ଉପସ୍ଥିତି ଲୋକେ ପିଟିଥିବା ଦେଖିବାକୁ ମିଳିଛି। ଫଳରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। 

Daily Horoscope
Daily Horoscope 3rd July 2022: ଏହି ରାଶିର ବ୍ୟକ୍ତି ଆଜି ସତର୍କ ରୁହନ୍ତୁ, ନଚେତ୍‌ ଠକାମିରେ ପଡ଼ିପାରନ୍ତି

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Heavy To Very Heavy Rainfall Likely In Odisha
୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪ ଦିନ ଯାଏ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।