ନବରଙ୍ଗପୁର ରାଜନୀତିରେ ପ୍ରଧାନ ପରିବାରର ପ୍ରାଧାନ୍ୟ ରହିଥିଲେ ମଧ୍ୟ ବିଗତ ୪ ଦଶନ୍ଧି ମଧ୍ୟରେ ଲୋକଙ୍କ ରାସ୍ତା ସମସ୍ୟାରେ କୌଣସି ସୁଧାର ଆସିନାହିଁ...
Published: Rajalaxmi Sahoo
Last updated: 26 February 2023, 02:52 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।