ଶାସନ ମଧ୍ୟ ପ୍ରଶାସନକୁ ଯେଉଁଭଳି ଭାବେ ବ୍ୟବହାର କରୁଛି ତାହା ଗ୍ରହଣୀୟ ନୁହେଁ: ବିଜୟ ପଟ୍ଟନାୟକ
Published: Rajalaxmi Sahoo
Last updated: 26 February 2023, 03:00 PM IST
ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।