• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

PAN-Aadhaar linking
ପାନ୍‌-ଆଧାର ଲିଙ୍କ୍‌ ନକଲେ ଜୁନ୍‌ ୩୦ ପରେ ଅଚଳ ହୋଇପାରେ ପାନ୍‌ କାର୍ଡ...

ପାନ୍‌-ଆଧାର ଲିଙ୍କ୍‌ ସମୟ ସୀମାକୁ ୩ ମାସ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣ ପାନ୍‌-ଆଧାର ଲିଙ୍କ୍‌ ନକରନ୍ତି, ତା’ହେଲେ ଏହା ଅଦରକାରୀ ହୋଇଯିବ।

Be Alert Those Officers Are Taking Bribery Through Digital Mode Of Payment
ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ହୁସିଆର ! ! !

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ତା’ହେଲେ ହୁସିଆର୍‌ ରୁହନ୍ତୁ। ସେଭଳି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Ravindra Jadeja Hugs Wife After CSK Win in IPL 2023 Final
Video: ଏ ଖୁସିର ଲୁହ ! ମ୍ୟାଚ୍‌ ଜିତିବା ପରେ ଭାବପ୍ରବଣ ହୋଇ ପତ୍ନୀଙ୍କୁ ଆଲିଙ୍ଗନ କଲେ ଜାଡ଼େଜା...

ମ୍ୟାଚ୍‌ ଜିତିବା ପରେ ରବୀନ୍ଦ୍ର ଜାଡ଼େଜା ଭାବପ୍ରବଣ ହୋଇଯାଇଥିଲେ। ଦୌଡ଼ି ଯାଇ ସେ ଏମ୍‌ଏସ୍‌ ଧୋନିଙ୍କୁ ଆଲିଙ୍ଗନ କରିଥିଲେ। ଏହାସହ ଇମୋସନାଲ୍‌ ହୋଇ ଜାଡ଼େଜା ପତ୍ନୀ ରିଭାବାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଆଲିଙ୍ଗନ କରିଥିଲେ।

Urban unemployment rate declines to 6.8% in January-March 2023
କମୁଛି ସହରାଞ୍ଚଳ ବେକାରୀଙ୍କ ସଂଖ୍ୟା, ଚାକିରି ଆଶାୟୀଙ୍କୁ ମିଳୁଛି କର୍ମ ନିଯୁକ୍ତି...

୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସହରାଞ୍ଚଳରେ ସର୍ବାଧିକ ସଂଖ୍ୟାରେ ଚାକିରି ଆଶାୟୀ ଚାକିରି ଅନୁସନ୍ଧାନ କରିଥିବା ବେଳେ ସେହି ଅନୁପାତରେ ଚାକିରି ଆଶାୟୀମାନେ କର୍ମ ନିଯୁକ୍ତି ମଧ୍ୟ ପାଇବାରେ ସଫଳ ହୋଇଛନ୍ତି।

IPL 2023
ଚାମ୍ପିୟନ ହେଲା ଚେନ୍ନାଇ, ହେଲେ ମାଲାମାଲ୍‌ ହେଲା ଗୁଜରାଟ...

ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ପରେ ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଚାମ୍ପିୟନ ଓ ରନର୍‌-ଅପ୍‌ ଟିମ୍‌କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆୱାର୍ଡ ମଧ୍ୟ ଦିଆଯାଇଥିଲା।

10  People Died As Bus Travelling From Amritsar To Katra Falls Into Jammu Gorge
ଭୋରରୁ ବଡ଼ ଅଘଟଣ: ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯିବାବେଳେ ଖାଇକୁ ଖସିଲା ବସ୍‌, ୧୦ ମୃତ

ଅମୃତସରରୁ ବୈଷ୍ଣୋ ଦେବୀ(କଟରା) ଯାଉଥିବା ଏକ ବସ୍‌ ଖାଇକୁ ଖସି ପଡ଼ିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି।

Police Attacked A Youth During Checking In Jagatsinghpur
ଚେକିଂ ବେଳେ ପ୍ଲାଷ୍ଟିକ୍‌ ପାଇପ୍‌ରେ ଯୁବକଙ୍କୁ ପିଟିଲା ପୋଲିସ୍‌ ! ଆଖିରେ ଲାଗିଲା ଶକ୍ତ ଆଘାତ...

ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଏକ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।

Banks will be closed for 12 days in June
ଜୁନ୍‌ରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ବ୍ୟାଙ୍କ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଜୁନ୍‌ରେ ମୋଟ୍‌ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। 

Boy wrongly shares beer pic on family WhatsApp group
ଭୁଲ୍‌ରେ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏମିତି ଫଟୋ ଶେୟାର କରିଦେଲେ ଯୁବକ, ତା’ପରେ ଘଟିଲା ଏମିତି କିଛି...

ଯୁବକଙ୍କ ସହ ‌ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍‌ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍‌ ଖୋଲି ଦେଇଥିଲା।

Show Cause Notice To Senior Congress Leader Chiranjib Biswal And Mohammed Moquim
କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Night Club And Bar Raid In Bhubaneswar
ରାତି ଅଧ ଯାଏ ନାଇଟ୍‌ କ୍ଲବ୍‌ ଓ ବାର୍‌ରେ ଚାଲିଥିଲା ଡ୍ୟାନ୍ସ, ହଠାତ୍‌ ପହଞ୍ଚିଗଲା ପୋଲିସ୍‌...

ଲାଉଡ୍‌ ମ୍ୟୁଜିକ୍‌ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍‌ଗୁଲ୍‌ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍‌। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କ୍ଲବ୍‌ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି। 

KL Rahul spotted at strip club in london
ଷ୍ଟ୍ରିପ୍‌ କ୍ଲବ୍‌ରେ ପାର୍ଟି କରୁଛନ୍ତି କେଏଲ୍‌ ରାହୁଲ ! ଆଘାତ ହୋଇ ସର୍ଜରୀ ପାଇଁ ବିଦେଶ ଯାଇଥିଲେ...

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା। କେଏଲ୍‌ ରାହୁଲ ଏବେ ଇଂଲଣ୍ଡରେ ଅଛନ୍ତି।

Know The Facts About New Parliament Building
୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।

Today New parliament Building Will Inaugurate
ଆଜି ଦେଶର ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ

ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯାହାକି କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। 

Android users alert
ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

Ratna palanka of Lord Jagannath will be repaired
ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପାରେ ଛାଉଣୀ ହେବ ସିଂହଦ୍ୱାର

ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। 

Chhattisgarh official empties about 21 Lakh liters from water reservoir to find his mobile phone
ବାଃ ବାଃରେ ଅଫିସର ! ! ! ଡ୍ୟାମ୍‌ ଶୁଖାଇଲେ, ମୋବାଇଲ୍‌ ପାଇଲେ...ଏବେ ସସ୍‌ପେଣ୍ଡ୍‌ ହେଲେ

ଶେଷରେ ପୁରା ଡ୍ୟାମ୍‌ ଶୁଖାଇଲେ, ଏହାପରେ ଯାଇ ମିଳିଲା ମୋବାଇଲ୍‌। ପ୍ରାୟ ଲକ୍ଷେ ଟଙ୍କାର ମୋବାଇଲ୍‌ ସିନା ମିଳିଲା, କିନ୍ତୁ ୩ ଦିନ ଧରି ପାଣି ଭିତରେ ପଡ଼ିଥିବାରୁ ଏହହା ଆଉ ଚାଲୁ ନାହିଁ।

Powassan Virus Claims One Life In US
ପୁଣି ଡରାଇଲା ଏହି ଭାଇରସ୍‌ ! ନେଉଛି ଲୋକଙ୍କ ଜୀବନ, ଜାଣନ୍ତୁ ଏହାର ଲକ୍ଷଣ...

ପୁଣି ଆଉ ଏକ ଭାଇରସ୍‌ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପୋୱାସନ୍‌ ଭାଇରସ୍‌(Powassan Virus) ଯୋଗୁ ଲୋକଙ୍କ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସିଛି।

Shopkeeper refuses to take Rs 2000 note from woman
ମହିଳାଙ୍କଠୁ ୨ ହଜାର ଟଙ୍କିଆ ନୋଟ୍‌ ନେଲେନି ଦୋକାନୀ, କାରଣ ଜାଣିଲେ ଆପଣ ବି ହସିବେ...

କିଛି ୟୁଜର୍ସ ସୋସିଆଲ୍‌ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା।

professor asks for sexual favour from student video goes viral
ଚାମ୍ବରକୁ ଡାକି ଛାତ୍ରୀଙ୍କୁ ଅନୈତିକ ସମ୍ପର୍କ ରଖିବା ପାଇଁ କହିଲେ ପ୍ରଫେସର, ଭାଇରାଲ୍‌ ହେଉଛି ଭିଡିଓ...

ପରୀକ୍ଷାରେ ପାସ୍‌ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର। ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।