• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ଦିବା ୦୩.୦୬ ପର୍ଯ୍ୟନ୍ତ

ଶୁଭ ସମୟ    

ଦିବା ୦୭.୪୮ ରୁ ୦୮.୨୭
ଦିବା ୧୦.୦୫ ରୁ ୧୧.୧୭

ଦିବା ୦୧.୫୪ ରୁ ୦୫.୨୨
ସନ୍ଧ୍ୟା ୦୬.୧୪ ରୁ ୦୯.୫୩
ରାତ୍ରି ୧୨.୦୫ ରୁ ୦୧.୩୨

ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଅଶୁଭ ସମୟ

ଋାହୁକାଳ – ଦିବା ୧୧.୪୩ ରୁ ୦୧.୨୧
କାଳବେଳା – ଦିବା ୦୮.୨୭ ରୁ ୧୦.୦୫ 
ବାରବେଳା – ଦିବା ୧୧.୪୩ ରୁ ୦୧.୨୧
କାଳରାତ୍ରି –  ରାତ୍ରି ୦୨.୨୭ ରୁ ୦୩.୪୯