ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।
ଟ୍ରେନ୍ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି।
ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି।
୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା।
୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ।
ଏମିତି ହୃଦୟ ବିଦାରକ ଘଟଣା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି।
ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ।
ସମୟ ଯେତିକି ବଢ଼ୁଛି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି। ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମର୍ମାହତ ହୋଇଛନ୍ତି। ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ତାଙ୍କର ହେଲିକପ୍ଟର ଅଫର କରିଛନ୍ତି।
ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।
ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।
ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ବହୁ ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।
ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍ କରିଥାନ୍ତି।
ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା।
ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍ଅପ୍ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର।
ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।
ସମୁଦ୍ର ପଥରେ ଶ୍ରୀଲଙ୍କାରୁ ଭାରତକୁ ସୁନା ଚୋରା ଚାଲାଣର ମହାଖୁଲାସା ହୋଇଛି। ମାଛଧରା ଡଙ୍ଗାରୁ ୩୨ କେଜି ୬ ଶହ ଗ୍ରାମର ସୁନା ମିଳିଛି।
୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା ! କାରଣ ଅଳ୍ପ କିଛି ଦଶନ୍ଧି ପରେ ହୁଏତ ରାତି ଆକାଶରେ ଆଉ ତାରା ଦେଖାଯିବନି। ଗବେଷକମାନେ ଏଭଳି ଆକଳନ କରିବା ପଛର କାରଣ ହେଉଛି ଆଲୋକ ପ୍ରଦୂଷଣ।
ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ କାର୍ ପର୍ଯ୍ୟନ୍ତ ଛାଡ଼ିଥିଲେ।