ଜାମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ। ୯୨ ବର୍ଷ ବୟସରେ ସୟଦ ଅଲ୍ଲି ଶାହା ଗିଲାନୀଙ୍କ ପରଲୋକ। ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ।
ଆସନ୍ତାକାଲିଠୁ ପ୍ଲସ୍ ଟୁ ଅଫଲାଇନ୍ ପରୀକ୍ଷାର ଆବେଦନ। ୭ ତାରିଖ ହେଉଛି ଆବେଦନର ଶେଷ ଦିନ।
ନିଆରା ଫୁଟବଲ୍ ମ୍ୟାଚ୍ , ଜିତିଲେ ଛେଳି, ହାରିଲେ କୁକୁଡ଼ା । ପଡ଼ିଆ ଭିତରେ ଚାଲିଥାଏ ଫୁଟବଲ୍ ଲଢ଼େଇ ଆଉ ସେପାଖେ ପଡ଼ିଆ ବାହାରେ ବନ୍ଧା ହୋଇଛି ଛେଳି ଆଉ କୁକଡ଼ା । କୋରାପୁଟ ସହର ନିକଟସ୍ଥ ରେଲିକୁମ୍ଭାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଏପରି ରୋଚକ...
ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।
ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ...
ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ ।...
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆର୍ଥିକ ଦୁର୍ନୀତି ମାମଲାରେ ଓକିଲ ଆନନ୍ଦ ଡାଗାଙ୍କ ପରେ ସିବିଆଇ ବର୍ତ୍ତମାନ ନିଜର ଜଣେ ଅଧିକାରୀଙ୍କୁ ଗିରଫ କରିଛି । ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଲାଞ୍ଚ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଅଭିଷେକ...
ତାଲିବାନ୍ ଆକ୍ରମଣ ପୂର୍ବରୁ ମିଳିଥିଲା କି ଆଭାଷ ? ଆତଙ୍କବାଦୀ ସଂଗଠନ ତାଲିବାନ ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନ କବଜା କରିଥିଲା । ଏହାର ୨୩ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୩ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନିଙ୍କ...
ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ମହାମାରୀ ଠାରୁ ବି ଭୟଙ୍କର । ଗୋଟିଏ ପଟେ କରୋନା ତଳିତଳାନ୍ତ କରୁଥିବା ବେଳେ ଅନ୍ୟପଟେ ବେକାରୀ ସମସ୍ୟା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କୋରୋନାର ଦ୍ୱିତୀୟ ଲହରୀ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି...
କରୋନା କାଳରେ ଅନକ ଲୋକଙ୍କ ଚାକିରି ଚାରିଯାଇଥିବା ବେଳେ ଅନେକଙ୍କ ଦରମା କଟିଇଛି । କିନ୍ତୁ ଏହାରି ମଧ୍ୟରେ ଏପରି କିଛି ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋଙ୍କ ମନୋବଳ ଦୃଢ଼ କରିବ ନିଶ୍ଚୟ । ଏପରି ଏକ କାହାଣୀ ହେଉଛି କୋଲହାପୁରର ବାସିନ୍ଦା ଅମୃତା କରାନ୍ଦେଙ୍କର...
ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା। ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା।
ଆଜି ସରୁଛି ଅଗଷ୍ଟ ଗାଇଡଲାଇନ। ସେପ୍ଟେମ୍ବର ପାଇଁ ଆଜି ଜାରି ହେବ ନୂଆ ନିର୍ଦ୍ଦେଶାବଳୀ । ପାର୍ବଣ ଋତୁ ସହ ବଢୁଥିବା ଶିଶୁ ସଂକ୍ରମଣକୁ ଦେଖି ହୋଇପାରେ ନିଷ୍ପତ୍ତି ।
ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ...
ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ ସି.୧.୨। ଡେଲଟା ଠାରୁ ବି ଅଧିକ ବିପଦଜନକ ସି.୧.୨।
ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା। ବନ୍ଧୁକ ମୁନରେ କରାଇଲେ ଭୟଭୀତ । ଅସ୍ତ୍ରଶସ୍ତ୍ର ଧରି ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ ୮ ଜଣ ସେନା।
ଆମେରିକା ପକ୍ଷରୁ ଏହା ବି କୁହାଯାଇଛି ଯେ, ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାରା ଅଧୁରା କାମ ପୂରା କରିବ ।
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ାଣ ନେଇ କେନ୍ଦ୍ରର ସୁନେଲୀ ସ୍ୱପ୍ନ। ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରସ୍ତାବ। କେତେ ଦୂର ଏହା ସତ ହେବ?
ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ମଥୁରାରେ ମଦ ଓ ମାଂସ କାରବାର ଉପରେ ସମ୍ପୂର୍ଣ ପ୍ରତିବନ୍ଧ ଲଗାଇଲେ ଉତ୍ତରପ୍ରଦେଶ ସରକାର । ମଦ ଏବଂ ମାଂସ କାରବାର କରୁଥିବା ବ୍ୟବସାୟୀଙ୍କୁ ଅନ୍ୟ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବେ ପାଇଁ ଅନୁରୋଧ କରିବା ସହ ସେମାନଙ୍କ ପାଇଁ...
କରାଳ ରୂପ ଧରି ମାଡ଼ି ଆସୁଛି ବନ୍ୟା ଜଳ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । କେଉଁଠି ବର୍ଷା ନହେବାରୁ ଚାଷ ହୋଇ ପାରୁନି ତ ଆଉ କେଉଁଠି ପ୍ରବଳ ବର୍ଷା କାରଣରୁ ଗାଁ ବୁଡ଼ି ଗଲାଣୀ । ଲଗାଣ ବର୍ଷାରେ...