• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

anti-drone system
ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ପ୍ରସ୍ତୁତ : ସୀମାରେ ତଥା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହେବ

ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି...

Pramod Bhagat
ସ୍ୱର୍ଣ୍ଣ ଠାରୁ ଗୋଟିଏ ପାଦ ଦୂରରେ ପ୍ରମୋଦ୍ ଭଗତ୍ : ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ

ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗବତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ ପ୍ରମୋଦ ଭଗତ ଜାପାନରେ ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧ ବିଜୟ ହାସଲ କରିଛନ୍ତି

Special Story | LPG Cylinder Price Hike Burns Hole In Pockets Of Consumers
ରନ୍ଧନ ଗ୍ୟାସ ଯଦି ଏତେ ବଢ଼ିବ ଘରଣୀ ହାଣ୍ଡିଶାଳ ସମ୍ଭାଳି ପାରିବେ ତ ?

ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ। ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି।

 Viral Video
ଜେଲ୍ ଭିତରୁ ଭାଇରାଲ୍ କଲେ ନୋଳା ଫଟା ମାଡ, ପଖାଳ, ଭେଣ୍ଡିଭଝା

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରୁ।

banabhoji besa
ବଣଭୋଜି କଲେ କଳାଠାକୁର

ଆମେ ଯେମିତି ବଣଭୋଜି କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ସାଙ୍ଗସାଥିଙ୍କୁ ଧରି ବଣଭୋଜି କରିବାକୁ ଯାଆନ୍ତି

Special Story | Kasatandi Flowers In Full Bloom Welcome Goddess Durga
ଆସୁଛନ୍ତି ମାଆ ଜଗତ ଜନନୀ, ଧଳା ବିଛଣା ସଜେଇ ସ୍ୱାଗତ କରୁଛି କାଶତଣ୍ଡୀ

କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା। ଏଥିପାଇଁ ସଜେଇ ହେଉଛି ଧରା।

Olympian Dutee Chand Holds Press Conference On Filing Case Against Journalist
'ମୁଁ କଣ୍ଟ୍ରୋଭର୍ସି ଗାର୍ଲ୍'

'ଆପଣମାନେ ଜାଣିଛନ୍ତି ଓଡ଼ିଶାର ଗୋଟେ କ୍ରୀଡ଼ାବିତ୍ ଯିଏ କି ଦୂତି ଚାନ୍ଦ୍ ନ୍ୟାସନାଲ୍ ଲେଭଲରେ ୧୫୦୦ରୁ ଅଧିକ ମେଡାଲ୍ ହାସଲ୍ କରିଛି'।

Special Story | Unavailability Of Roof Over Head Forces Keonjhar Family To Live Under Tent
ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍

ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ ।

Manas Das
ଜେଲ୍ ଗଲେ ମାନସ ଦାସ ଓ ପୁଅ ମନୋରଞ୍ଜନ

ଜେଲ୍ ଗଲେ ଗିରଫ ମାନସ ଦାସ ଓ ପୁଅ ମନୋରଞ୍ଜନ । ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇପାରେ ।

Train Accident Claims 4 Lives In Jharkhand’s Chakradharpur
ଟ୍ରେନ୍ ଧକ୍କାରେ ପରିବାରର ୪ ମୃତ

ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।

Ganesh Puja In Bhubaneswar BMC Releases Latest Guidelines, Check Here
BMCର ଗଣେଶ ପୂଜା ଗାଇଡଲାଇନ୍

ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡଲାଇନ। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ଅନୁମତି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ।

‘Humanitarian Organisation’Chief
ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କଲା ବିଜେପି

’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ...

Taliban
ଇରାନ ମଡେଲରେ ଗଠନ ହେବ ତାଲିବାନ୍ ସରକାର : ଅତିଥିଙ୍କ ତାଲିକା ପ୍ରସ୍ତୁତ

ଇରାନରେ ଇସଲାମିକ ଗଭର୍ଣ୍ଣମେଣ୍ଟ୍ ମଡେଲ ଲାଗୁ ରହିଛି । ଜଣେ ସୁପ୍ରିମୋ ନେତା ଅଛନ୍ତି ଏବଂ ତାଙ୍କ ଅଧୀନରେ ରାଷ୍ଟ୍ରପତି ସରକାର ଚଳାଉଛନ୍ତି । ଇରାନରେ ଏବେ ଆୟତୋଲ୍ଲା ଅଲି ଖାମେନେ ସର୍ବୋଚ୍ଚ ନେତା ହୋଇଥିବା ବେଳେ ଇବ୍ରାହିମ ରାଇସି ବର୍ତ୍ତମାନ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ...

Two Friends Who Died In Accident Saved 13 Lives
ଅମର ହୋଇଗଲେ ଦୁଇ ବନ୍ଧୁ : ମୃତ୍ୟୁ ପରେ ଅଙ୍ଗଦାନ କରି ୧୨ ଜଣଙ୍କୁ ନୂଆ ଜୀବନ ଦେଲେ କ୍ରିସ ଓ ମିତ୍

ଗୁଜାରଟର ଦୁଇ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ୍ ପାଣ୍ଡ୍ୟା । ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅଗଷ୍ଟ ୨୩ ତାରିଖରେ ଥିଲା କ୍ରିସଙ୍କ ଜନ୍ମଦିନ । ସମସ୍ତ ଆୟୋଜନ ହୋଇସାରିଥିଲେ, ଫେରିଥିଲେ ହୋଇ ଥାଆନ୍ତ ଜନ୍ମଦିନ ପାର୍ଟି । କେକ କଟା ହୋଇଥାଆନ୍ତା, ସାଙ୍ଗ ମେଳରେ...

Sidharth Shukla
ଅଭିନେତା ସିର୍ଦ୍ଧାଥ ଶୁକ୍ଳାଙ୍କ ପରଲୋକ

ଅଭିନେତା ସିର୍ଦ୍ଧାଥ ଶୁକ୍ଳାଙ୍କ ପରଲୋକ। ହୃଦଘାତରେ ସିର୍ଦ୍ଧାଥଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସିର୍ଦ୍ଧାଥ।

Special Story | Organs Of Two Friends Who Died In Accident Saved 13 Lives | Gujarat
ମୃତ୍ୟୁ ପରେ ଈଶ୍ୱର ପାଲଟିଗଲେ ଦୁଇବନ୍ଧୁ, ବଞ୍ଚାଇଲେ ୧୨ ଜଣଙ୍କ ଜୀବନ

ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ।

Odisha Amends Gram Panchayat Election Rules
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା!

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା! ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ପାଇଥିବା ସୂଚନା। ଜିଲ୍ଲା ପରିଷଦ ଆଇନ ଓ ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା।

Odisha Publishes Notification For Electric Vehicle Policy-2021
ପ୍ରକାଶ ପାଇଲା ଇ-ଭେଇକିଲ ବିଜ୍ଞପ୍ତି

ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ପରିବହନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।

Paralakhemundi ACF Death Case | CB To Record Statement Of Victim's Wife
ଆଜି ବିଦ୍ୟାଭାରତୀଙ୍କୁ ଜେରା

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବ ତଦନ୍ତକାରୀ ଟିମ୍।

India-England 4th Test Change In Indian Team Combination On Cards
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ। ଓଭାଲରେ ଖେଳାଯିବ ସିରିଜର ଚତୁର୍ଥ ମ୍ୟାଚ। ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ଇଶାନ୍ତ ଶର୍ମା।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।