ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ ସହ ଅଭିଯୁକ୍ତ ଗିରଫ। ୨୦ କେଜି ଓଜନର, ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ।
ଗୁରୁବାର ଦିନ ଭଣ୍ଡବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଟିବୁଟି ଦେଉଥିବା କହି ଜଣେ କର୍କଟ ରୋଗୀଙ୍କୁ ବବୁଲ ପତ୍ର ଖାଇବାକୁ ଦେଇଥିଲା । ଆଉ ସବୁ ଦିନ ପାଇଁ...
ଦୁଷ୍ମନ୍ତ ଦାସ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ଗତ ୮ ତାରିଖରେ କନ୍ଦରପୁର ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟଣାରେ ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ କ୍ଷୀରୋଦ ଚନ୍ଦ୍ର ସାହୁ ।
ଆଫଗାନିସ୍ତାନ ବିଜୟ ପରେ ହସ ଖେଳ କରି ମଉଜ ମଜଲିସ କରୁଛନ୍ତି । ଆମେରିକାକୁ ଉପହାସ କରି ଯୁଦ୍ଧ ବିମାନର ପଙ୍ଖାରେ ରଶି ବାନ୍ଧି ଦୋଳି ଖେଳିଛନ୍ତି ତାଲିବାନୀ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗୁଛି । ତେବେ ଏହି ଭିଡିଓକୁ ଚୀନ୍ ପକ୍ଷରୁ...
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡାଗ୍ରାମର ଅବସର ପ୍ରାପ୍ତ କ୍ଲର୍କ ବିପ୍ରଚରଣ ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଅମିତା କୁମାରୀ ମହାପାତ୍ରଙ୍କ ପୁଅ ରଜନୀକାନ୍ତ ରଥ । ସ୍ୱାବଲମ୍ବୀ ହେବା ସହ ଜିଲ୍ଲାରେ ଦାଦନ ରୋକିବା ଲକ୍ଷ୍ୟ ତାଙ୍କୁ ଗାଁକୁ ଟାଣି ଆଣିଛି । ୧୯୯୭...
କାର ଉଭୟ ଡୋଜ ନେଇଥିଲେ ଦେଶକୁ ପ୍ରବେଶ କରିବାରେ କୌଣସି ଅସୁବିଧା ନାହିଁ । ୟୁଏଇର ଏହି ନିଷ୍ପତ୍ତି ଯୋଗୁଁ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ସମେତ ୧୫ ଟି ଦେଶର ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଟିକା ନେବା ସହ...
ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ବଡ ବଡ ସହର ଗୁଡିକରେ ବିଭିନ୍ନ ସମୟରେ କେବଳ ପାଗ ଅଲଗା ରହେନି ବରଂ ସେଠାରେ ଥିବା ଭୌଗୋଳିକ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । କରୋନା ଭୂତାଣୁ ବ୍ୟାପିବା ପଛରେ ପାଣିପାଗର ପ୍ରଭାବ ରହିଛି ବୋଲି ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ି...
ବିଗତ ୧୨ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି ବୋଲି ଗତକାଲି ଭାରତର ଆଇଏମ୍ଡି ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ମାସରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ୯ରୁ...
ଆଖିରେ ଧୂଳି ଦେଇ ପାରିଲାନି ମିଛ ପରିଚୟ ପତ୍ର । ଆଫଗାନ୍ରେ ତାଲିବାନୀ ଶାସନ ଚାହୁଁଥିଲା ପାକିସ୍ତାନ ! ଆଫଗାନିସ୍ତାନରେ ତାଲିବାନ ଶାସନ ଗଠନ ପଛରେ ପାକିସ୍ତାନର ହାତ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଲିବାନ୍ ଗଠିତ ନୂତନ ସରକାରଙ୍କ ପାକିସ୍ତାନୀ ପାସପୋର୍ଟ ଏବଂ ପରିଚୟ ପତ୍ର...
ତେଲେଙ୍ଗାନା ଏକ୍ସପ୍ରେସରେ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ସାଧାରଣ କୋଚରେ ଦୁଇଟି ବ୍ୟାଗରୁ ପାଞ୍ଚଟି ବନ୍ଧୁକ ଉଦ୍ଧାର କରିଛି ଆରପିଏଫ୍ । ଏହା ବ୍ୟତୀତ ବ୍ୟାଗରେ ୨୩ଟି ଅଫୁଟା ଗୁଳି ମଧ୍ୟ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣ...
ପୁରୁଣା ଘା’କୁ ଆଉ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା...
ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ I ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ I
ବୟସ ୨୮ ବର୍ଷ। ନାଁ ୟୋହାନୀ ଡି ସିଲ୍ଭା। ବାପା ଜଣେ ଆର୍ମି ଅଫିସର। ମା ଜଣେ ଏୟାର ହୋଷ୍ଟେସ୍। ହେଲେ ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି।
୭ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ଦିଆଯାଇଛି ୬ ତାରିଖରେ ଦୁଷ୍ମନ୍ତଙ୍କୁ ତାଙ୍କ ଇଚ୍ଛାରେ ଡିସଚାର୍ଜ ରେଫର କରାଯାଇଥିଲା।
ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।
ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି ।
ବିମାନ ବନ୍ଦର ପରିସରରେ ବୋମା ଥିଲେ, ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ବାହାରକୁ ନିଆଯିବ । ବୋମାକୁ କିଭଳି ନିଷ୍କ୍ରିୟ କରାଯିବ ।
ଦୁଇ ବର୍ଷ ହେଲା କରୋନା ଯୋଗୁଁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି। କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି।