bbsr
ବିମାନ ବନ୍ଦର ପରିସରରେ ବୋମା ଥିଲେ, ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ବାହାରକୁ ନିଆଯିବ । ବୋମାକୁ କିଭଳି ନିଷ୍କ୍ରିୟ କରାଯିବ । ଏଥିପାଇଁ ଏକ ମକ୍ ଡ୍ରିଲ କରାଯାଇଥିଲା ।ଯାତ୍ରୀଙ୍କ ସହ ବିମାନ ବନ୍ଦରରେ ଉପସ୍ଥିତ ଥିବା ଲୋକେ ଏଭଳି ଡ୍ରିଲକୁ ନେଇ ବେଶ୍ ସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)