Advertisment

ବାଲି ଓ ଶାମୁକାରେ ତିଆରି ହୋଇଛି ସୁନ୍ଦର ଗଣେଶ ପ୍ରତିମୂର୍ତ୍ତି

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

author-image
Prangyan Parimita
ଅଦ୍ୟତନ ହୋଇଛି

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲି ଓ ଶାମୁକାରେ ଏହି କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ।

Advertisment
Odisha News Sudarsan Pattnaik Sand Art Ganesh Puja
Advertisment
Advertisment