ମଶା କାରଣରୁ ସାରା ଦୁନିଆରେ ଅନେକ ପ୍ରାଣଘାତୀ ରୋଗ ହୋଇଥାଏ । ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଚାଲିଯାଏ ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ। ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ।
ସମ୍ବଲପୁରରେ ମା ସମଲେଇଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
ଜୀବନଶୈଳୀ ସହିତ ସାପକୁ ଯୋଡିଲେ ହିଁ ସାପଙ୍କ ସୁରକ୍ଷା ସମ୍ଭବ । ଏହାକୁ ଆଧାର କରି ଏବେ ସାପ ଗହଣାର ପସରା ମେଲିଛି । ଯୁବବର୍ଗଙ୍କୁ ଏଭଳି ଆକର୍ଷଣୀୟ ଗହଣା ମାଧ୍ୟମରେ ସଚେତନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ୍ ମିଡିଆରେ ବି ଏନେଇ ପ୍ରଚାର ପ୍ରସାର...
ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ସେପ୍ଟେମ୍ୱର ୧ରୁ ଶନିବାର ଦ୍ୱିପହର ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୩୮୦ ମିମି ବର୍ଷା ରେକର୍ଡ ହୋଇଛି , ଯାହା ଗତ ୧୨୧ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରେକର୍ଡ କରିଛି । ରାଜଧାନୀ ଦିଲ୍ଲୀରେ ୧୯୪୪ ପରଠାରୁ ଚଳିତ ବର୍ଷ ସର୍ବାଧିକ...
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଇା ଶ୍ରମିକ । ସେଠାରେ ଏକ ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯିବା, ଆବଶ୍ୟକତା ଠାରୁ ଅଧିକ ସମୟ ଖଟାଇବା, କାମ ନ କଲେ ଶାରିରୀକ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି
ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ ।
୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି । ଉଭୟ ବାପପୁଅ ଗ୍ରାହକଙ୍କୁ ର୍ନିଦ୍ଧୁମ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଆନନ୍ଦପୁର...
କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଦେଶକୁ ମିଳିଲା ଆଉ ଏକ ଟିକା । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ ।...
ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି...
ପୂର୍ବ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ବଢିବନି, ଏହି ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ। ଆଜି ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ବୈଠକ।
ବାଲୁକା କଳା ମାଧ୍ୟମରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ବିଧାନସଭା ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ଯୁବକଙ୍କ ପାଇଁ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ନାଁରେ ମାମଲା ।
ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ। ବାଲେଶ୍ୱର ଜିଲ୍ଲା ଭିତରକୁ ଧସେଇ ପଶି କରୁଛି ପାଚେରୀ ନିର୍ମାଣ।
କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଏ ଦୁଇ ପୋଖରୀର ଦୃଶ୍ୟ ଥରେ ଦେଖନ୍ତୁ । ଯଦି ସବୁ ପଞ୍ଚାୟତରେ ଏମିତି ହୁଅନ୍ତା ତେବେ ଓଡ଼ିଶାର ପୋଖରୀକୁ ବି ଲୋକେ ବୁଲି ବୁଲି ଦେଖନ୍ତେ ।