• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

corona virus
୨୪ ଘଣ୍ଟାରେ ୪୨୮ ନୂତନ ସଂକ୍ରମିତ ଚିହ୍ନଟ, ୪ ମୃତ

ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଅଛନ୍ତି । ରାଜ୍ୟରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ କରୋନା...

Rairakhol
କୁଳାଙ୍ଗାର ପୁଅ ରାମଚନ୍ଦ୍ର : ମାଡ଼ ମାରି ବାପାର ହାତ ଭାଙ୍ଗିଦେଲା, ମା’କୁ ଘୋଷାଡ଼ି ଘୋଷାଡ଼ି ପିଟିଲା

ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି...

Jajpur
ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିନାହାଁନ୍ତି : ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଗାଁ ବୁଲି ବ୍ୟବସାୟ କରୁଛନ୍ତି ଜାଏଦା ବିବି

ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ...

Thousands Of Afghans At Pak Border
ପାକିସ୍ତାନ ସୀମାରେ ଆଫଗାନୀ ନାଗରିକଙ୍କ ପ୍ରବଳ ଭିଡ଼ : ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର

ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି । ଏହାର...

Heavy Rain In Odisha
ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିରୁଜି ଗଲା ଘର : ଉପୁଡ଼ିଲା ବଡ଼ ବଡ଼ ଗଛ, ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ କଙ୍କଡ଼ାଖାଡ଼ ବ୍ଲକର ବିରାଶାଳ ଗାଁରେ ଏକାଧିକ ଘର ଭାଙ୍ଗିରୁଜି ଯାଇଛି । ଏକାଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡ଼ି ରହିଛି । ଫଳରେ ଗାଁରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି କେନ୍ଦୁଝରରେ ମଧ୍ୟ ସମାନ ଅବସ୍ଥା । ଆନନ୍ଦପୁର...

Plus Two admissions
ଆଜିଠାରୁ ଯୁକ୍ତ ୨ ନାମଲେଖା ଆରମ୍ଭ

ଆଜିଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା...

corona virus
ପ୍ରତି ୧୦୦ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରେ ୭ ଶିଶୁ

ଜାରି ହୋଇଥିବା ଡାଟା ଅନୁସାରେ ମୋଟ ସକ୍ରିୟ ମାମଲାରେ ୧ ରୁ ୧୦ ବର୍ଷ ବୟସର ପିଲାଙ୍କ ସଂଖ୍ୟା ମାର୍ଚ୍ଚରେ ୨.୮୦ ଥିଲା, ଯାହା ଅଗଷ୍ଟରେ ୭.୦୪ କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ୧୦୦ ସକ୍ରିୟ ମାମଲାରେ ପ୍ରାୟ ୭ ପିଲା ଅଛନ୍ତି ।...

puri
ଲଗାଣ ବର୍ଷା ଯୋଗୁଁ ବେହାଲ ପୁରୀ ସହର : ରାସ୍ତାରେ ଚାରି ଫୁଟ ଉଚ୍ଚର ପାଣି

ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ...

tangi
ସରକାରୀ ପ୍ରୋତ୍ସାହନ ଅଭାବରୁ ବୁଡ଼ିବାକୁ ବସିଲାଣି କୁଟୀରଶିଳ୍ପ : ହାତବାନ୍ଧି ବସିଛନ୍ତି କାରିଗର

ବିଭିନ୍ନ ପ୍ରକାର ପୋଷାକ ତିଆରି କରି ସାରା ରାଜ୍ୟରେ ନାଁ କମେଇ ଥିଲେ କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତର କାରିଗର ମାନେ । ପ୍ରତିଟି ପରିବାର କୁଟୀରଶିଳ୍ପ ମାଧ୍ୟମରେ ପୋଷାକ ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିଲେ । ହେଲେ ଏବେ ହାତବାନ୍ଧି ବସିଲେଣି କାରିଗର,ଯାହା କିଛି କାମ ଚାଲୁଥିଲା...

heavy rain
ଗୁଜରାଟର ରାଜକୋଟ ସହରରେ ଲଗାଣ ବର୍ଷା, ପାଣି ସୁଅରେ ଭାସିଗଲା କାର

ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି ।

demo pic
ଏବେ ହିନ୍ଦୀରେ ଡାକ୍ତରୀ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ

ହିନ୍ଦୀ ଭାଷାର ତିନୋଟି ବହି ଶୁବ୍ ଶୀଘ୍ର ସିଲାବସରେ ଅନ୍ତର୍ଭୁକ୍ତ କରାଯିବ । ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ସମାନେ ବର୍ତ୍ତମାନ ହିନ୍ଦୀ ଭାଷାରେ ନିଜ କୋର୍ସ କରିପାରିବେ । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମେଧାବୀ ଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଭାଷା ସଂସ୍ଥା ପକ୍ଷରୁ ପ୍ରଥମ...

bargarh
ଅଣ୍ଡା ଆଉ କ୍ଷୀରରେ ଭାସୁଛି ଘର : କୁକୁଡା ଓ ଗାଈ ରଖି ସ୍ୱାବଲମ୍ୱୀ ସନ୍ଧ୍ୟାରାଣୀ

ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଗୋପାଲନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ...

corona virus
”ତୃତୀୟ ଲହରୀ ଆଶଙ୍କା କମ୍, ତଥାପି ଶୀଘ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ଠିକ୍ ନୁହେଁ’

ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ । ଯଦିଓ ତୃତୀୟ ଲହରୀ ଆସେ, ତେବେ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ଆଇସିଏମଆର ବୈଜ୍ଞାନିକ ଡଃ ରମଣ ଗଙ୍ଗାଖେଡକର (Dr Raman Gangakhedkar) । ତୃତୀୟ ଲହରୀ ଦୁର୍ବଳ...

Normal Life Affected As Heavy Rain Lashes Berhampur
ଭାଙ୍ଗିଲା ଶତାୟୁ ଘର, ନଷ୍ଟ ହେଲା ବହୁ ପୁରୁଣା ବହି

ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।

Indian Coast Guards Rescue 11 Fishermen From Stranded Fishing Boat In BoB
ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର

ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର। ସାଗର ଦୀପ ପାଖରୁ ଉଦ୍ଧାର କଲେ ଭାରତୀୟ କୋଷ୍ଟଗାର୍ଡ

Heavy Rain Lashes Odisha; Low-Lying Areas Of Cuttack Waterlogged
ବାଦାମବାଡିରେ ଘରେ ପଶିଲାଣି ପାଣି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି। । କଟକ ଜଳାର୍ଣ୍ଣବ । ଘରେ ପଶିଲାଣି ପାଣି । ଯାତାୟାତରେ ବାଧା ସୃଷ୍ଟି ହେଉଛି ।

Rain Water Enters Akhandalamani Shrine In Bhadrak
ଉବୁଟୁବୁ ବାବା ଆଖଣ୍ଡଳମଣି

ଭିଷଣ ବର୍ଷା। ବାବା ଆଖଣ୍ଡମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଅଧାବୁଡ଼ା ଅବସ୍ଥାରେ ଚାଲିଛି ବାବାଙ୍କ ପୂଜା

Lehenga Made Up Of 3 Kg Gold Catches Eyeballs At An Exhibition In Gujarat
୩ କେଜି ସୁନାରେ ତିଆରି ହୋଇଛି ଲେହେଙ୍ଗା...

ଗୁଜରାଟ ସୁରତରେ ଆୟୋଜିତ ପ୍ରଦର୍ଶନୀରେ ଏହା ପାଲଟିଛି ମୁଖ୍ୟ ଆକର୍ଷଣ...

Devotee Offers 10 Kg Gold Crown Worth Rs 5 Crore To Pune\'s Dagdusheth Halwai Ganpati
ଗଣପତିଙ୍କୁ ୫ କୋଟିର ମୁକୁଟ ଦାନ

ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।

Snake Follows Rat, Jumps Into Betel Shop In MP
ଦୋକାନରେ ଥିଲେ ଯୁବକ, ଉପରୁ ଖସିଲା ନାଗ... ତା’ପରେ...

ନିଜ ଦୋକାନରେ ବସି ମୋବାଇଲ ଦେଖୁଥିଲେ ଯୁବକ। ସିଧାସଳଖ ଉପରୁ ଖସିଲା ବିରାଟ ନାଗ ସାପ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।