• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Mahendra Singh Dhoni
କ୍ରିକେଟ୍, କୃଷି ପରେ ଗୋପାଳନରେ ହିଟ୍ ଧୋନୀ : ପ୍ରତିଦିନ ୫୦୦ ଲିଟର କ୍ଷୀର ବିକ୍ରି କରୁଛନ୍ତି କ୍ୟାପଟେନ୍ କୁଲ୍

ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି...

Kashmir
ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନର ନୂଆ ପ୍ଲାନ୍ : ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବିଦେଶୀ ଆତଙ୍କୀ

LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା...

Odisha Govt Failing To Utilise Over Rs 3k Cr Central Fund Under Har Ghar Jal : Union Minister
‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି

‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ କହିଲେ ଗତଥର ରାଶିଠୁ ୩ ଗୁଣ ଅଧିକ।

Special Story | Beware!! Cyber Frauds Can Dupe You Over Fake Govt Schemes
ସରକାରୀ ଯୋଜନା ନାଁରେ ମେସେଜ ଆସୁଥିଲେ ହୋଇଯାଆନ୍ତୁ ସତର୍କ

ଆପଣଙ୍କ ମୋବାଇଲକୁ ଆସୁଛି କି ଏମିତି ମେସେଜ? ଯଦି ହଁ, ତାହେଲେ ହୋଇଯାଆନ୍ତୁ ସତର୍କ।

traffic rules
ଅମାନିଆ ଗଣିଲେ ୫୦ କୋଟି

ଲକଡାଉନରେ ଅମାନିଆଙ୍କଠୁ ୫୦ କୋଟି ଟଙ୍କା ଫାଇନ୍ ଆଦାୟ।

Special Story | 20 Lakh Amazon Jobs By 2025 E-Commerce Giant To Hire 8000 Candidates This Month
ଏ ବର୍ଷ ୮ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିବ ଆମାଜନ୍

ଅନସାଇନ୍ ମାର୍କେଟିଂ ସଂସ୍ଥା Amazon ପକ୍ଷରୁ ଚଳିତ ବର୍ଷ ପ୍ରକାଶ ପାଇବ ୮ ହଜାର ପଦବୀ ପାଇଁ ବିଜ୍ଞପ୍ତି।

India Breaks Oval Jinx, Wins Match At the Venue After 50 Years
ଭାରତର ଓଭାଲ ବିଜୟ

ଓଭାଲ ଟେଷ୍ଟରେ ଭାରତ ୧୫୭ ରନରେ ବିଜୟୀ। ୨ୟ ଇନିଂସରେ ଇଂଲଣ୍ଡ ୨୧୦ ରନରେ ଅଲ୍ଆଉଟ୍।

Model School In Odisha Which Has Students But No Teacher!
ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ

ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ। ନାମ ଲେଖା ସରିଛି ହେଲେ ଶିକ୍ଷକ ନାହାଁନ୍ତି।

Special Story | Taliban Scales Up Its Armory With US Arsenal
ଆମେରିକାର ଅଚଳ ବିମାନକୁ ଆକାଶରେ ଉଡାଉଛନ୍ତି ତାଲିବାନ ସେନା

ଆକାଶରେ ଆମେରିକା ଯୁଦ୍ଧ ବିମାନ ନେଇ ଉଡ଼ୁଛନ୍ତି ତାଲିବାନୀ। ଅଚଳ ବିମାନକୁ ନିଜସ୍ୱ ଜ୍ଞାନକୌଶଳରେ କରିଛନ୍ତି ସଚଳ।

Special Story | Kuldiha Forest Personnel Toil Hard To Safeguard Wildlife
ଜଙ୍ଗଲ କର୍ମଚାରୀଙ୍କ ଦୁଃଖ କାହାଣୀ, ଟିଙ୍କ ଓ ଜୋକଙ୍କ ସହ ଅଭୟାରଣ୍ୟରେ କଟୁଛି ଦିନରାତି

କାହାକୁ ନାହିଁ ଖାତିର। ଭାଲୁ ହୁଅନ୍ତୁ କି ହାତୀ ପଲ। ବର୍ଷାଦିନେ ଜୋକ, ଆଉ ଖରାଦିନେ ଟିଙ୍କକୁ ବି ନାହିଁ ଡର।

Low Pressure Over Bay Of Bengal Becomes Well-Marked, Yellow Warning For 14 Districts
୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ।

Special Story | Odisha Divyang Boy Bhim Sa Mimics PM Modi And Odisha CM
ଫୋନରେ କଥା ହେଉଛନ୍ତି ମୋଦି-ନବୀନ ! ଦିବ୍ୟାଙ୍ଗ ଭୀମଙ୍କ ମାଇଣ୍ଡ ବ୍ଲୋଇଂ ମିମିକ୍ରି

ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି।

Mo Cycle
କବାଡ଼ିଆକୁ ବିକା ସରିଛି ’ମୋ ସାଇକେଲ୍’ : ହେଲେ ମନ୍ତ୍ରୀଙ୍କ ପାଖରେ ତଥ୍ୟ ନାହିଁ

ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍...

afghanistan
ପାକ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା : କାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

Sameer Das
ରାଜ୍ୟର ୨ଟି ବିଦ୍ୟାଳୟରୁ ୩୪ ପିଲା ସଂକ୍ରମିତ ଚିହ୍ନଟ : ସପ୍ତାହେ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ବନ୍ଦ

କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣା ପାଇଁ ଆହୁରି କଠୋର ହୋଇଛନ୍ତି ସରକାର। ଏ...

arpita
ଜୀବନର ଗତିପଥ ବଦଳାଇଦେଲା ୟୁଟ୍ୟୁବ୍ : ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ହସ୍ତକଳା ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅର୍ପିତା

ନିପଟ ମଫସଲ ଗାଁ ଝିଅ ପାଇଁ ରୋଜଗାରର ମାଧ୍ୟମ ସାଜିଲା ସୋସିଆଲ ମିଡିଆ । ପାଠ ପଢି ଘରେ ବସିଥିବା ବେଳେ ୟୁଟ୍ୟୁବ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନୂତନ ପରିଚୟ ଦେଇଛି ଏବଂ ସେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

Minor Mineral Loot Rampant In  Keonjhar
ଲିଜ ଅବଧି ଶେଷ, ତଥାପି ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍

ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର...

Taliban Finalise its Leadership
ମୁଲ୍ଲା ବରାଦରଙ୍କ ପତା କଟିଲା ! ତାଲିବାନୀ ସରକାରରେ କମାଣ ସମ୍ଭାଳିପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି । ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦...

Pollution
ବିଷ ବଳୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ : ବାୟୁ ପ୍ରଦୂଷଣ ଯୋଗୁଁ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ

କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି...

Iran Slams Pakistan Military's Role
ପଞ୍ଜଶିରରେ ପାକ୍‌ର ବାୟୁସେନା ଆକ୍ରମଣକୁ ନିନ୍ଦା କଲା ଇରାନ୍

ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।