ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।
ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ...
ହେଲେ ଏହାରି ଭିତରେ ବିଧାତା ରବିଙ୍କ ପରିବାର ଉପରେ ସତେ ଯେପରି ଦାଉ ସାଜିଲା । ସେ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ଆଜକୁ ୪ ବର୍ଷ ଧରି କଟକ ବଡ଼ ମେଡ଼ିକାଲକୁ ଯାଇ ଯାଇ ସବୁ କିଛି ହରେଇ ସାରିଲେଣି, ତଥାପି ରୋଗ ଭଲ ହେଉନି...
ରୋଡ୍ ଓପନିଂ ପାର୍ଟିର ଯବାନମାନେ ଜାତୀୟ ରାଜପଥ -୪୪ରେ ଥିବା ଏକ ଡିଭାଇଡର୍ ନିକଟରେ ବାଲି ବ୍ୟାଗରେ ରଖାଯାଇଥିବା ୬ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି । ଉଦ୍ଧାର ଗ୍ରେନେଡ୍ ଗୁଡ଼ିକ ଚାଇନିଜ୍ ବୋଲି ଜଣାପଡ଼ିଛି ।
ଘରକୁ ଆସିଲା କନ୍ୟା ରତ୍ନ, ଖୁସିରେ ଗଦଗଦ୍ ବାପା । ସାହି ପଡ଼ିଶାଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ । ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଭଳି ଅନେକ ଖବର ଶୁଣିଥିବେ । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ବିଚାରଧାରାରେ ପରିବର୍ତ୍ତନର...
୨୦୧୮ରେ ଏକ ଦୁର୍ଘଟଣା ଯୋଗୁଁ ଦ୍ୱାରକା ପ୍ରସାଦ କଂୱର ଗୁରୁତର ଆହତ ହେବାସହ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଭଲ ନଥିବାରୁ ଶୁଣାଣି ଦିନ ସେ କୋର୍ଟ ପରିସରକୁ ଯିବାକୁ ଅସମର୍ଥ ଥିଲେ । ଏହା ପରେ ସେସନ୍ କୋର୍ଟର ବିଚାରପତି ବିପି ଭର୍ମା ନିଜେ ବାହାରକୁ...
ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ, କାର୍ଯ୍ୟ ପ୍ରଣାଳୀକୁ ଅଧିକ ପ୍ରଭାବିତ କରୁଛି । ଅନଲାଇନ୍ ଶିକ୍ଷା ଏବଂ ୱର୍କ ଫ୍ରମ୍ ହୋମ୍ ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ହେଲେ ବର୍ତ୍ତମାନ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ପାଇଁ ୱର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ ବିରକ୍ତ ଲାଗିଲାଣି...
ବର ୨୪ କୁ କନ୍ୟା ୬୧ । ପ୍ରେମ ସମ୍ପର୍କର ଗୋଟିଏ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହେଲେ । ଉଭୟଙ୍କ ମଧ୍ୟରେ ୩୭ ବର୍ଷର ବୟସ ବ୍ୟବଧାନ ରହିଛି ଚେରିଲ ଓ କୁରାନଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର...
ଭାଇଚାରାର ସହରର କଟକର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ବର୍ଷ ସାରା ସରକାର ଶାସନ କରୁଥିବା ବେଳେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁଭାର୍ଗର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନ କରାଗଲା, ସରକାର ଅଭିଯୋଗ ଶୁଣିଲେ...
କିଡନୀ ନିଅ . . . କିଡନୀ ନିଅ । ରାସ୍ତାରେ ଜୋର ଜୋରରେ ଚିତ୍କାର କରୁଛନ୍ତି ଯୁବକ । ବିହାରର ରାଜଧାନୀ ପାଟନାରେ ପୋଷ୍ଟର ଲଗାଇ କିଡନୀ ବିକ୍ରି ପାଇଁ ଲୋକଙ୍କ ସାମ୍ନାରେ ନେହୁରା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ କିଡନୀ...
ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି । ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉପହାର । କରୋନା ସମୟରେ ହୋଇଥିବା ଦରବୃଦ୍ଧି ଲୋକେ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟିକୁ ହ୍ରାସ କରାଯାଇଛି...
ବିଗତ କିଛି ଦିନ ହେବ ସହରରେ କୁକୁର କାମୁଡ଼ିବା ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି ଏମସିଡିର ଅଫିସ । ଆଉ କୁକୁର କାମୁଡ଼ାକୁ ନେଇ ପଡ଼ୋଶୀ ପଡ଼ୋଶୀ କଳି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କୁକୁର କାମୁଡ଼ିବା କାରଣରୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି।
ଯେଉଁମାନେ ଆତଙ୍କବାଦୀ ସେମାନଙ୍କୁ ତାଲିବାନ ସରକାରରେ ମିଳିଛି ମନ୍ତ୍ରୀପଦ। କହିବାକୁ ଗଲେ ତାଲିବାନ ସରକାରରେ ଭର୍ତ୍ତି ହୋଇଛନ୍ତି ଆତଙ୍କବାଦୀ।
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ। ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଅଭିଯୋଗ। ଶ୍ରମିକମାନଙ୍କ ଆନ୍ଦୋଳନ ଭିଡିଓ ଭାଇରାଲ୍।
ସାପ ପାଇଁ ନିଆରା ସଚେତନତା। ଅଳଙ୍କାର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଉଦ୍ୟମ।
ଗାଁ କାଦୁଅ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ। ରୋଗୀ ପାଖରେ ପହଁଚିପାରିଲାନି ଆମ୍ବୁଲାନ୍ସ।
ତାଲିବାନ ସରକାରଙ୍କୁ ମୋଟା ଅଙ୍କର ଟଙ୍କା ଦେଉଛି ଚାଇନା। କରୋନା ଭ୍ୟାକ୍ସିନଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ କିଛି ପଠାଇବାକୁ ଘୋଷଣା କରିଛି।