Advertisment

ଏଠି ସବୁ ସମ୍ଭବ ! ଜଳାଶୟ ବେଆଇନ ଭାବେ ଶାରଦ ବି ହୋଇପାରିବ

ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I

author-image
Prangyan Parimita
ଅଦ୍ୟତନ ହୋଇଛି

ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I ଜଳାଶୟକୁ ବେଆଇନ ଭାବେ ଶାରଦ କରିଥିବା ଅଭିଯୋଗ ହୋଇଥିଲା I ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତି ଥାନାରେ ଅଟକ

Advertisment
Advertisment
Advertisment