• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

cm amarinder singh
ଦଳ ଛାଡ଼ିବାକୁ ଧମକ ଦେଲେ ଅମରିନ୍ଦର ସିଂହ, ସୋନିଆ ଗାନ୍ଧିଙ୍କୁ ଫୋନ୍ କରିଥିବା ସୂଚନା

ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ୫ଟାରେ ଚଣ୍ଡିଗଡ଼ରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି । ତେବେ ବୈଠକ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଧମକ ଦେଇଛନ୍ତି ଅମରିନ୍ଦର ସିଂହ । ଆଜି ବସୁଥିବା କଂଗ୍ରେସ ବିଧାୟକ ଦଳର ବୈଠକ...

 Ravenshaw Student Provides Free Tuition
ସାବାସ୍ ରାଜେଶ୍ ! ଷ୍ଟାଇପେଣ୍ଡ ଟଙ୍କାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଉଛନ୍ତି M.Phil ଛାତ୍ର

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ...

Karanjia
ଫୋର୍ଡ ମଡେଲ କାର୍ ତିଆରି କଲେ ଚାଷୀ, ଥରେ ଚାର୍ଜ ହେଲେ ଗଡ଼ିବ ୪ଶହ କିମି

କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ...

Bengaluru
ହୃଦୟବିଦାରକ : ବେଙ୍ଗାଲୁରୁରେ ଗୋଟିଏ ପରିବାରର ୫ ମୃତ, ଆତ୍ମହତ୍ୟା ସନ୍ଦେହ

ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍‌ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି...

Islamic State
ଟାର୍ଗେଟରେ ଯୁବପିଢ଼ି ! ସୋସିଆଲ ମିଡିଆକୁ ଅସ୍ତ୍ର କରି ଭାରତରେ ଜାଲ ବିଛାଉଛି IS

ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ...

packing of toast
କେତେବେଳେ ଚାଟୁଥିଲେ, ଆଉ କେତେବେଳେ ମଇଳା ପାଦ ରଖି ଟୋଷ୍ଟ ପ୍ୟାକିଂ କରୁଥିଲେ ଶ୍ରମିକ : ଭିଡିଓ ଭାଇରାଲ

ଖାଦ୍ୟ ସାମଗ୍ରୀକୁ ଅପରିସ୍କାର କରି ପ୍ୟାକିଂ କରୁଛନ୍ତି ଶ୍ରମିକ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକେ ରାଗି ପାଚି ଲାଲ୍ ହୋଇଯାଇଛନ୍ତି । କରୋନା କାଳରେ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଖାଦ୍ୟ ସାମଗ୍ରୀ...

Anil Kumble , virat
କୋହଲିଙ୍କ ପାଇଁ ମୁସ୍କିଲ ବଢ଼ିଲା ! ଅନୀଲ କୁମ୍ବଲେ ପୁଣିଥରେ ହୋଇପାରନ୍ତି ଟିମ୍ ଇଣ୍ଡିଆର ହେଡ୍ କୋଚ୍

ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି...

security pact
ଚୀନ୍‌ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ

ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ...

Imran Khan
ହକ୍କାନୀ ନେଟୱର୍କକୁ ପାକ୍‌ର ଖୋଲାଖୋଲି ସମର୍ଥନ

'ହକ୍କାନୀ ନେଟୱର୍କକୁ ଆମେରିକା କେବେ ବୁଝିନି ବୋଲି ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି । ହକ୍କାନି ନେଟୱର୍କର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବା ପାଇଁ ସେ କହିଛନ୍ତି, 'ହକ୍କାନୀ ପାକିସ୍ତାନର ପ୍ରଶୁନ୍ ଜନଜାତି । ଏହି ଲୋକମାନେ ମୁଜାହିଦ୍ଦିନ ଥିଲେ, ଯେଉଁମାନେ ସୋଭିଏତ୍ ବିରୁଦ୍ଧରେ ଯୁଦ୍ଧ...

Imran Khan
ପୂର୍ବତନ ଆଫଗାନିସ୍ତାନ ସରକାରଙ୍କ ସହ ମିଶି ପାକିସ୍ତାନରେ ଭାରତ ଆତଙ୍କୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ଇମ୍ରାନ୍

ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ଘଟାଉଥିବା ପଡ଼ୋଶୀ ଦେଶ ଓଲଟା କଥା କହୁଛି । ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି, ଆଫଗାନିସ୍ତାନର ପୂର୍ବ ସରକାର ସହିତ ମିଶି...

Char Dham Yatra
ଚାରିଧାମ ଯାତ୍ରା ପାଇଁ ବାଟ ଫିଟିଲା : ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ

ଚାରିଧାମ ଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ ବଦ୍ରିନାଥ ଧାମରେ ​​୧୨୦୦, କେଦାରନାଥ ଧାମରେ ​​୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରି ଧାମରେ ​​୪୦୦ ଭକ୍ତ କିମ୍ବା ତୀର୍ଥଯାତ୍ରୀ ଅନୁମତି ଦିଆଯାଇଛି ।

Nusrat Jahan
ନୁସରତ ଜାହାଁଙ୍କ ପିଲାର ବାପା କିଏ ? ଜନ୍ମ ପ୍ରମାଣପତ୍ରରେ ରହସ୍ୟର ଖୁଲାସା

ନୁସରତ ଜାହାଁଙ୍କ ସନ୍ତାନର ବାପା କିଏ, ଅନେକ ଦିନର ଏହି ରହସ୍ୟ ଉପରୁ ପରଦା ହଟିଲା । ସମସ୍ତଙ୍କ ମନରେ ଥିଲା କେବଳ ଗୋଟିଏ ପ୍ରଶ୍ନ, ନୁସରତଙ୍କ ସନ୍ତାନର ପିତା କିଏ ?

Kim Jong Un and Kim Yo-jong
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧମକ ଦେଲେ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ : ଦ୍ୱିପାକ୍ଷିକ ସମ୍ପର୍କ ଶେଷ କରିବାକୁ ଚେତାବନୀ

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କିମ ୟୋ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆଲୋଚନା କରିବା ପରେ ସିଧାସଳଖ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ...

love marriage
’ମାଳା ପିନ୍ଧିଦେଲେ ବିବାହ ହୋଇଯାଏନି, ବିଧିବିଧାନରେ ସାତ ଫେରା ନେବା ଜରୁରୀ’

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ...

Rayagada Maa Majhighariani Temple Counts Rs 69.9 Lakh Cash, 54 G Gold, 5 Kg Silver
ମା’ ମଝି ଘରିଆଣୀଙ୍କ ଦାନହୁଣ୍ଡି ଗଣତି ଶେଷ

ମା’ ମଝି ଘରିଆଣୀଙ୍କ ଦାନହୁଣ୍ଡି ଗଣତି ଶେଷ। ଗଣତିରୁ ମିଳିଲା ନଗଦ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା।

Special Story | This Indian CEO Earns A Whopping 17.19 Crore A Year, Highest In India
ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା . . .

ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ।

Special Story | COVID Lockdown Curbs Make A Comeback In China
ଚୀନରେ ପୁଣି ଲେଉଟିଲା ମହାମାରୀ କରୋନା ! ସ୍କୁଲ, ହଲ୍, ରାସ୍ତାଘାଟ ବନ୍ଦ

ଚାଇନାକୁ ପୁଣି ଫେରିଛି ଆତଙ୍କ। ମହାମାରୀ କରୋନା ସହରରୁ ସହର ମାଡି ମାଡି ଚାଲିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସବୁ କିଛି ବନ୍ଦ କରି ଦେଇଛି ପ୍ରଶାସନ।

IT Department \'Surveys\' Actor Sonu Sood\'s Mumbai Premises
ସୋନୁଙ୍କ ଘରେ ଆଇଟି ରେଡ୍

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ରେଡ୍। ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ଫାର୍ମ ସହ ୬ଟି ସ୍ଥାନରେ ରେଡ୍।

Odisha Rains | Hirakud Dam Opens 24 Sluice Gates, Mahanadi Swells
ଫୁଲୁଛି ମହାନଦୀ

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ୨୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟା ଜଳ ନିଷ୍କାସନ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।