ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି। ତେବେ ଗଣେଷଙ୍କର ୮ ଟି ରୂପ ରହିଥିବା ଶାସ୍ତ୍ରରେ କୁହାଯାଏ। ଆଉ ବିଭିନ୍ନ ରୂପରେ ଠାକୁରଙ୍କୁ ପୂଜା କରିବା ଦ୍ୱାରା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ହୁଏ ବୋଲି ବିଶ୍ୱାସ ରହିଛି। ଅଷ୍ଟବିନାୟକ ରୂପରେ ସିଦ୍ଧ ବିନାୟକ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ।
Published: Prangyan Parimita
Last updated: 10 September 2021, 11:00 AM IST
ଆଜି BRICS ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି। ଭାରତ ସମେତ ବ୍ରାଜିଲ୍,ଋଷିଆ,ଚୀନ୍,ସାଉଥ ଆଫ୍ରିକା ରାଷ୍ଟ୍ର ସମୂହକୁ ନେଇ ବ୍ରିକ୍ସ ବୈଠକ ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି।