• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Note printing
କିଏ ଛାପେ ଆଉ କେଉଁଠି ଛପା ହୁଏ ନୋଟ୍ ?

ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି, ସେମାନେ ନିଜର ନୋଟ ଅନ୍ୟ ଦେଶରେ ଛପାଇ ଥାଆନ୍ତି । ଅଧିକାଂଶ ଛୋଟ ଛୋଟ ଦେଶର ନୋଟ ଛପାଇବା ପାଇଁ ଅନ୍ୟ ଦେଶକୁ ଦେଇଥାନ୍ତି । ଉତ୍କୃଷ୍ଟ ଧରଣର ଟେକ୍ନୋଲଜି ନଥିବାରୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ ।...

Mullah Abdul Ghani Baradar
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ : ଗୁଳି ଚଳାଇଲେ ହକ୍କାନୀ ଗୋଷ୍ଠୀ, ଘନି ବରାଦର ଆହତ

ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ...

ration shop
ପ୍ରଶାସନର ଦୃଷ୍ଟି ପଡ଼ିଲା, ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ନକ୍ସଲ ଗଡ଼ରେ ଖୋଲିଲା ରାସନ ଦୋକାନ

ନକ୍ସଲପ୍ରବଣ ଜିଲ୍ଲା ଭାବେ କୁଖ୍ୟାତ ଛତିଶଡର ବିଜାପୁର ଜିଲ୍ଲା । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହେବାପରି ଘଟଣା ଶୁଣିବାକୁ ମିଳେ । ହେଲେ ବର୍ତ୍ତମାନ ସମୟରେ ନକ୍ସଲ ଗଡ କୁହାଯାଉଥିବା ଏହି ଜିଲ୍ଲାର ରୂପରଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲାଣି । ବିଜାପୁର ଜିଲ୍ଲା...

Krishna Nagar
ଟୋକିଓ ପାରାଲିମ୍ପିକ୍ସ : ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନାଗର

ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଜବରଦସ୍ତ ପ୍ରଦର୍ଶନ କରି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବିବାର ଦିନ ସେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ...

Nipah virus
କେରଳରେ କରୋନା ପରେ ନିପାହ ଭାଇରସ ଆତଙ୍କ : ସଂକ୍ରମଣରେ ୧୨ ବର୍ଷ ବାଳକ ମୃତ

୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍...

5 stray dogs killed in acid attack in Ujjain
ବର୍ବରତାର ସୀମା ପାର କଲା ମଣିଷ : କୁକୁର ମୁହଁରେ ଏସିଡ୍ ଢ଼ାଳିଲା, ୫ ମୃତ

ଧାର୍ମିକ ନଗରୀରେ ନିରୀହ ପଶୁ ପ୍ରତି କ୍ରୁରତା । ମଧ୍ୟପ୍ରଦେଶର ଉଜ୍ଜୟନୀରେ ପଶୁଙ୍କ ପ୍ରତି ହିଂସାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ବ୍ୟକ୍ତି ଏସିଡ୍ ପକାଇ ଆକ୍ରମଣ କରିଛି । ଫଳରେ ୫ ଜଣ କୁକୁରଙ୍କ ମୃତ୍ୟୁ...

bhaskar sir
ଗୁରୁଙ୍କ ପରି ଗୁରୁ ଦୃଷ୍ଟିବାଧିତ ଭାସ୍କର ସାର୍ : ଶିକ୍ଷାର ଆଲୋକ ବାଣ୍ଟି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ କରୁଛନ୍ତି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାସ୍କର ସାର୍ । ବୟସ ୬୦ ପାରି ହେଲାଣି । ଦୃଷ୍ଟିଶକ୍ତିକୁ ନାହିଁ ସତ, ହେଲେ ମେଧାଶକ୍ତି ବଳରେ ସେ ବହୁ ମେଧାବୀ ଛାତ୍ର ତିଆରୀ କରି ଚାଲିଛନ୍ତି । ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର...

Teacher's Day
ଆଜି ଗୁରୁ ଦିବସ : ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ପୂରା ଦେଶ

ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ...

Suhas Yathiraj
ପାରାଲିମ୍ପିକ୍ସରେ ସୁହାସ ୟାଥିରାଜଙ୍କୁ ରୌପ୍ୟ ପଦକ : ଭାରତକୁ ମିଳିଲା ୧୮ ତମ ପଦକ

ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟାଥିରାଜ ଇତିହାସ ସୃଷ୍ଟି କରିଛନ୍ତି । ଏସଏଲ୍-୪ ବର୍ଗର ଫାଇନାଲରେ ସୁହାସ୍ ୟାଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କ ଠାରୁ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଲୁକାସ ମାଜୁର ସୁହାସଙ୍କୁ ୧୫-୨୧, ୧୭-୨୧, ୧୫-୨୧ରେ ପରାସ୍ତ...

 Narendra Modi
ବିଶ୍ୱର ନମ୍ବର ୱାନ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Approval Rating ୭୦ ପ୍ରତିଶତ ଥିବାବେଳେ ବିଶ୍ୱର ଶ୍ରେଷ୍ଠ ୧୩ ନେତାଙ୍କ ମଧ୍ୟରେ ଏହି ମୂଲ୍ୟାୟନ ସର୍ବାଧିକ । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ଭଲ କାମ କରୁଛନ୍ତି...

pramod bhagat's coach
ଗୁରୁଦିବସ ଭେଟି ଦେଲେ ପ୍ରମୋଦ

ଟୋକିଓରେ ଥାଇ ଗୁରୁଙ୍କୁ କନ୍ଦେଇଦେଲେ ପ୍ରମୋଦ ଭଗତ। ପ୍ରତିଟି ସେକେଣ୍ଡ୍ କୁ ଜଗି ବସିଥିଲେ ପ୍ରମୋଦ ଭଗତଙ୍କ କୋଚ୍ ଶିବପ୍ରସାଦ। ଆଉ ଯେତେବେଳେ ପ୍ରମୋଦ ପ୍ରଥମ ଓଡ଼ିଆ ପାରାଅଲିମ୍ପିଆନ୍ ଭେବେ ସ୍ୱର୍ଣ୍ଣପଦକ ହାସଲ କଲେ ଶିବପ୍ରସାଦ କାନ୍ଦି ପକାଇଲେ।

mamata banerjee
ମମତା ବାନାର୍ଜୀଙ୍କ ବିଧାନସଭା ପହଞ୍ଚିବା ରାସ୍ତା ସଫା : ପଶ୍ଚିମବଙ୍ଗରେ ୩ଟି ସିଟରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ପହଞ୍ଚିବା ରାସ୍ତା ସଫା ହୋଇଯାଇଛି । ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ବିଧାନସଭା ଆସନ ମଧ୍ୟରୁ ତିନୋଟି ଏବଂ ଓଡିଶାରେ ଗୋଟିଏ ଆସନରୁ ସେପ୍ଟେମ୍ବର ୩୦ରେ ଉପ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର...

mohana
ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧା : ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ କି ନାହିଁ ରାସନ କାର୍ଡ ଖଣ୍ଡେ ନାହିଁ

ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼...

corona virus
ମୁମ୍ବାଇ ଓ ତାମିଲନାଡ଼ୁରେ ବଢ଼ୁଛି ପଜିଟିଭିଟି ରେଟ୍ : କେରଳ ବାହାରକୁ ମଧ୍ୟ ବ୍ୟାପିଲା କି ଲହରୀ ?

ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ...

Firozabad Viral Fever
ଫିରୋଜାବାଦରେ ଭାଇରାଲ୍ ଜ୍ୱର ଆତଙ୍କ : ସମସ୍ତ ହସ୍ପିଟାଲ ଫୁଲ୍, ମେଡିକାଲ କଲେଜରେ ୪୦୦ ଶିଶୁ ଭର୍ତ୍ତି

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ...

Flood in UP
ଅକାତକାତ ପାଣିରେ ଏକୁଟିଆ ଡଙ୍ଗା ନେଇ ସ୍କୁଲ ଯାଉଥିବା ଝିଅର ମନୋବଳକୁ ସଲାମ୍

ସ୍କୁଲ ଡ୍ରେସ୍ ପିନ୍ଧି ହାତରେ ବସିବସ୍ତାନୀ ଧରି ଅକାତକାତ ପାଣିରେ ନିଜେ କାତ ମାରୁଛି କୁନି ଝିଅ । ଘରଦ୍ୱାର ଚାରିଆଡ଼େ ପାଣି ମାଡ଼ି ଆସିଛି, ଏପରି ପ୍ରତିକୂଳ ପରିସ୍ଥିତିରେ ବି ମନୋବଳ ହରାଇନି । ପାଠ ପଢ଼ି ଭବିଷ୍ୟତରେ କିଛି କରିବା ଆଶାରେ ଜୋର ଜୋରରେ ଡଙ୍ଗା...

Ganesh chaturthi 2021
ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ : କେଉଁ ଶୁଭ ମୁହୂର୍ତ୍ତରେ କରିବେ ଗଣପତି ସ୍ଥାପନା ?

ଗଣେଶ ଚତୁର୍ଥୀ ଦିନ ଲୋକମାନେ ନିଜ ଘରେ ଗଣପତିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରନ୍ତି । ୧୦ ଦିନ ପାଇଁ ଘରେ ବିରାଜମାନ କରନ୍ତି ପ୍ରଭୁ ଶ୍ରୀଗଣେଷ । ଏହାସହ ଅନନ୍ତ ଚତୁର୍ଦଶୀ ପାଇଁ ଗଣପତିଙ୍କୁ ବିଦାୟ ଦିଆଯାଏ । ବିଶେଷ ଭାବରେ ମହାରାଷ୍ଟ୍ରରେ ଅତି ଧୁମଧାମରେ ପାଳନ ହୁଏ...

west-bengal
ଏଥର ଦୁର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି

ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରସ୍ତୁତି ପବ । ଏଥର ଦୂର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି । କୋଲକାତାର ବାଗୁଇହାଟି ଅଞ୍ଚଳରେ ନଜରୁଲ ପାର୍କ ଉନ୍ନୟନ ସମିତି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୂର୍ତ୍ତି ଲଗାଇବା...

afghanistan
ପଞ୍ଜଶିର କବଜା ପରେ ଉତ୍ସବ ମନାଉଛନ୍ତି ତାଲିବାନୀ : ଆକାଶକୁ ଗୁଳି ଚାଳନା ସମୟରେ ଅନେକ ଲୋକ ମୃତ

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ...

Supreme Court
ସିବିଆଇର ପ୍ରଦର୍ଶନ ମୂଲ୍ୟାଙ୍କନ କରିବ ସୁପ୍ରିମକୋର୍ଟ

ଭାରତର ସର୍ବ ପୁରାତନ ଯାଞ୍ଚ ଏଜେନ୍ସି ସିବିଆଇ ସବୁବେଳେ ରାଜନୈତିକ ଦଳର ଟାର୍ଗେଟରେ ଥାଏ । ବର୍ତ୍ତମାନ ନିତି ପ୍ରତିଦିନ ଯାଞ୍ଚ ଏଜେନ୍ସି ସଂସ୍ଥା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରୁଛି ବିରୋଧୀ ଦଳ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସିବିଆଇର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।