Advertisment

ଆଜିଠାରୁ ୩ ଦିନ ଶ୍ରୀମନ୍ଦିର ବନ୍ଦ

ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ I ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ I

author-image
Prangyan Parimita
ଅଦ୍ୟତନ ହୋଇଛି

ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ I ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ I ସୋମବାରଠାରୁ ନୂଆ ଏସ୍ଓପିରେ ଦର୍ଶନ ଆରମ୍ଭ ହେବ

Advertisment
Puri Srimandir Darshan Not Allowed
Advertisment
Advertisment