• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

afghanistan
ଶେଷ ହୋଇନି ଯୁଦ୍ଧ : ପଞ୍ଜଶିରରେ ତାଲିବାନ ଉପରେ ଅଜ୍ଞାତ ସାମରିକ ବିମାନର ଆକ୍ରମଣ

ପଞ୍ଜଶିର ଦଖଲ କଲା ତାଲିବାନ୍ । ପ୍ରତିରୋଧର ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଗତକାଲି ପଞ୍ଜଶିର ଗଭର୍ଣ୍ଣର ହାଉସରେ ପତାକା ଉଡ଼ାଇଛି ତାଲିବାନ୍ । ତଥାପି ଶେଷ ହୋଇନି ଯୁଦ୍ଧ । ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି...

dengue cases increased
କରୋନାର ପ୍ରାଦୁର୍ଭାବ କମିନି, ରାଜଧାନୀବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ

କୋଭିଡ୍ ଭୟ ଦୂର ନହେଉଣୁ, ଭୟ ସୃଷ୍ଟି କରୁଛି ଡେଙ୍ଗୁ ଜ୍ୱର । ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ ରାଜଧାନୀବାସୀ ।  ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଦିଲ୍ଲୀରେ ଅତି କମରେ ୧୨୪ ଜଣ ଡେଙ୍ଗୁ...

Karnal Kisan Mahapanchayat
ଆଜି କର୍ଣ୍ଣାଲ ସମେତ ପାଞ୍ଚଟି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ୧୪୪ ଧାରା ଲାଗୁ

ଅଗଷ୍ଟ ୨୮ରେ କୃଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ଅଭିଯୋଗ ବିରୋଧରେ କର୍ଣ୍ଣାଲରେ ମଙ୍ଗଳବାର ଦିନ ଏକ ମହାପହଞ୍ଚାୟତ ଡକାଯାଇଛି । ଏଥି ସହିତ କୃଷକମାନେ 'ଲଘୁ ସଚିବାଳୟ'କୁ ଘେରିବା ଜିଦରେ ଅଟଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪...

per capita loan
’୧୦ ବର୍ଷରେ ୨ ଗୁଣାରୁ ଅଧିକ ମୁଣ୍ଡପିଛା ଋଣ ଭାର’

ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଟା, ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର (GSDP)ର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ...

jajpur
କଲବଲ କରୁଛି ଅଣ୍ଟାତଳ ଘା’: ବଞ୍ଚି ଥାଉ ଥାଉ ନର୍କଯନ୍ତ୍ରଣା ଭୋଗୁଛନ୍ତି ପ୍ରଭାତ

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା...

vaccination
୨୨ ଲକ୍ଷରୁ ଅଧିକ ଡୋଜ ଟିକା ଦେବାରେ ରାଜ୍ୟର ପ୍ରଥମ ସହର ଭୁବନେଶ୍ୱର

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ...

GarhKundar Fort
ବୁନ୍ଦେଲଖଣ୍ଡର ରହସମୟୀ ଦୁର୍ଗ ଗରକୁନ୍ଦର : ଦୂରରେ ଦିଶେ, ପାଖକୁ ଗଲେ ଉଭାନ୍ ହୋଇଯାଏ

ଦ୍ୱାଦଶ ଶତାବ୍ଦୀରେ ପରମାର ରାଜବଂଶର ଗଡପତି ଶିବଙ୍କୁ ପରାସ୍ତ କରି ଏହି ଦୁର୍ଗକୁ କବଜା କରିନେଇଥିଲେ ପୃଥବୀରାଜ ଚୌହାନଙ୍କ ମୁଖ୍ୟ ସାମନ୍ତ ଖେତ ସିଂ ଖଙ୍ଗାର । ଆଉ ଗଡ଼ ଅକ୍ତିଆର କରିବା ପରେ ଖଙ୍ଗାର ରାଜବଂଶର ମୂଳଦୁଆ ପଡ଼ିଥିଲା । ଗରକୁନ୍ଦର ଦୁର୍ଗ ଏକ ହେକ୍ଟରରୁ ଅଧିକ...

Panjshir
ତାଲିବାନ୍ ହାତକୁ ଗଲା ପଞ୍ଜଶିର : ଅଭେଦ୍ୟ ଗଡ଼ରେ ଉଡ଼ିଲା ତାଲିବାନୀ ପତାକା

ପଞ୍ଜଶିରକୁ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କଲା ତାଲିବାନ୍ । ପତାକା ଉଡ଼ାଇ ପତିଆର ଜାହିର ଗଲା । ପଞ୍ଜଶିର ମାଟିରେ ନିଜର ପତାକା ଲଗାଇ ବିଜୟ ଉତ୍ସବ ମନାଇଲେ ତାଲିବାନୀ । ବଡ଼ ଯୁଦ୍ଧ ପରେ ଅଭେଦ୍ୟ ଗଡ଼ରେ ଏଣ୍ଟ୍ରି ମାରିଲେ ତାଲିବାନୀ । ଆଫଗାନିସ୍ତାନରେ ତାଲିବାନୀଙ୍କୁ କଡ଼ା...

Amrullah Saleh
ଟପ୍ କମାଣ୍ଡର ମୃତ : ଅମରୁଲ୍ଲା ସାଲେହଙ୍କ ଘର ଉପରକୁ ପ୍ରବଳ ଗୁଳିଗୁଳା ବର୍ଷା

ସଫଳତାର ସହ ପଞ୍ଜଶୀର ଉପତ୍ୟକାର କିଛି ଅଞ୍ଚଳ ଅକ୍ତିଆର କରିଛି ତାଲିବାନ । ଯୁଦ୍ଧଗ୍ରସ୍ତ ଦେଶର ଶେଷ ଗଡ଼ର ଅଂଶ ମଧ୍ୟ ତାଲିବାନୀ ସଂଗଠନ ଅଧୀନକୁ ଚାଲିଯାଇଛି । ତାଲିବାନୀ ଆକ୍ରମଣରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ Resistance Forceର ବହୁ କ୍ଷୟକ୍ଷତି ହେବା ସହ...

Aparajita Sarangi
’ସମସ୍ତେ ମିଶି ବିକାଶର କଥା କହିବା ଆବଶ୍ୟକ’

ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି । ସମସ୍ତେ ସକାରାତ୍ମକ ରାଜନୀତି ଚାହୁଁଛନ୍ତି । ସମସ୍ତେ ଏବେ ମିଶି ବିକାଶର କଥା କହିବା ଆବଶ୍ୟକ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀରେ ପଂଚାୟତ ଏବଂ ଏହାର...

taliban-kills-pregnant-female
ନିର୍ଦ୍ଦୟ ତାଲିବାନୀଙ୍କ ବର୍ବରକାଣ୍ଡ  ! ସ୍ୱାମୀ ଓ ପୁଅ ସମ୍ମୁଖରେ ଗର୍ଭବତୀ ମହିଳା ପୋଲିସ୍ ଅଧିକାରୀଙ୍କୁ ହତ୍ୟା

ଶନିବାର ରାତି ୧୦ଟାରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ତାଲିବାନୀ ସଂଗଠନ । ମହିଳା ପୋଲିସ୍ ଅଧିକାରୀ କାର୍ଯ୍ୟରତ ଥିବା ଅଞ୍ଚଳରେ ତାଲିବାନର ଭୟ ଏତେ ଅଧିକ ଯେ ଏହି ଘଟଣା ବିଷୟରେ କେହି ଖୋଲାଖୋଲି କରିବାକୁ ପ୍ରସ୍ତୁତ ନାହାନ୍ତି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର...

jagatsinghpur
ଢିଙ୍କିଆରେ ବିରାଟ ଜନସମାବେଶ : ୬ ଦଫା ଦାବି ପୂରଣ ପାଇଁ ଚେତାବନୀ

ଜଗତସିଂହପୁର ଢିଙ୍କିଆରେ ସ୍ଥାନୀୟ ଲୋକଙ୍କ ବିରାଟ ମେଳି । ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପୋସ୍କୋ ସମୟରୁ ଦାଏର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଆଦି ୬ ଦଫା ଦାବି ନେଇ ଏକାଠି ହୋଇଥିଲେ ସେମାନେ । ୨୦୦୫ରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏତେ ଦିନ ହେଲା...

panjshir
ପଞ୍ଜଶିର ଯୁଦ୍ଧରେ ତାଲିବାନ୍ ପକ୍ଷରୁ ମୈଦାନକୁ ଓହ୍ଲାଇଲା ପାକିସ୍ତାନ : ଡ୍ରୋନ୍ ଆକ୍ରମଣ କଲା ପାକ୍ ଏୟାରଫୋର୍ସ

ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ ।। ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ...

panjshir
ପଞ୍ଜଶିରରେ ଯୁଦ୍ଧକୁ ନେଇ ଚିନ୍ତିତ ଆଫଗାନିସ୍ତାନର ବହୁ ଧର୍ମଗୁରୁ

ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ । ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଜଣେ ବିଶିଷ୍ଟ ସାମ୍ବାଦିକ ତଥା ନର୍ଦନ ଆଲାଏନ୍ସର ମୁଖପାତ୍ର ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି...

corona
ମହାରାଷ୍ଟ୍ରରେ ତୃତୀୟ ଲହରୀ ଆଶଙ୍କା : ମୁମ୍ବାଇ ସମେତ ୭ ଜିଲ୍ଲାରେ ବଢ଼ିଲା ପଜିଟିଭିଟି ରେଟ୍

ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି । ସାତୋଟି ସଂକ୍ରମଣ ପ୍ରବଣ ଜିଲ୍ଲାରେ ସାମିଲ ଅଛନ୍ତି...

Sambalpur Woman Donates Hair To Indian Cancer Society
ଲଣ୍ଡା ହୋଇ କେଶ ଦାନ କଲେ ମହିଳା

ସମ୍ବଲପୁର ଗୋପାଳମାଳର ମହିଳାଙ୍କ ମହାନତା। ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା।

teachers day
ଏମିତି ଗୁରୁଙ୍କୁ ଶହେ ପ୍ରଣାମ, ଦୃଷ୍ଟିଶକ୍ତି ନାହିଁ, ବାଣ୍ଟୁଛନ୍ତି ଶିକ୍ଷା

ଦୁନିଆ ଦେଖିବାକୁ ତାଙ୍କ ଆଖିରେ ଶକ୍ତି ନାହିଁ। କିନ୍ତୁ ଗୌରବର କଥା ହେଲା, ସେ ଅନ୍ଯକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ। ସେ ହେଲେ ସମସ୍ତଙ୍କର ପ୍ରିୟ ଭାସ୍କର ସାର୍।

Nipah Virus Resurfaces In Kerala | 12-Year-Old Boy Dies In Kozhikode
କେରଳରେ ପୁଣି ନିପହା ଭାଇରସ ଆତଙ୍କ

କେରଳରେ ପୁଣି ନିପହା ଭାଇରସ ଆତଙ୍କ। ସଂକ୍ରମଣରେ ଗଲା ୧୨ ବର୍ଷର ବାଳକଙ୍କ ଜୀବନ। ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ।

fake doctor
ବନ୍ଧା ହେଲେ ନକଲି ଡାକ୍ତର

ବନ୍ଧା ହେଲେ ନକଲି ଡାକ୍ତର। ଜାଲ ଦସ୍ତାବିଜରେ ଖୋଲିଥିଲେ କ୍ଲିନିକ। ଧରାପଡିବା ପରେ ଜେଲ ଗଲେ ନକଲି ଡାକ୍ତର।

Odisha
ପୁତ୍ର ହତ୍ୟା ଘଟଣା : ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ ଦଣ୍ଡ

ପୁତ୍ର ହତ୍ୟା ଘଟଣାରେ ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ । ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଚମ୍ପୁଆ ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳ ଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।