ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ...
ଧୀରେ ଧୀରେ ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହରୀ । ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ...
ଯୁଦ୍ଧ ବିମାନ କିଣିବା ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରାଯାଇଛି । ତେବେ ଆର୍ଜେଣ୍ଟିନା ବିକ୍ରି ଚୁକ୍ତିନାମାରେ ସ୍ୱାକ୍ଷର କରି ନଥିବାରୁ କିଛି ଚୂଡାନ୍ତ ହୋଇ ପାରିନାହିଁ । କିନ୍ତୁ ପାକିସ୍ତାନରୁ ଯୁଦ୍ଧ ବିମାନ କିଣିବା କଥା ସଂସଦର ବଜେଟରୁ ସ୍ପଷ୍ଟ ହେଉଛି । ପୂର୍ବରୁ ମଧ୍ୟ ଆଜେଣ୍ଟିନା...
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ...
ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦...
ରାଜ୍ୟରେ କରୋନା ପ୍ରକୋପ କମିନଥିବା ବେଳେ ଚିନ୍ତା ବଢ଼ାଇଲାଣି ଅଣ-ସଂକ୍ରାମକ ରୋଗ ବା-NCD । ମଧୁମେହ, ରକ୍ତଚାପ, ବଦହଜମି, କିଡନୀ, ହୃଦରୋଗ ଭଳି ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି । ଆସୋସିଏସେଟ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ-ଆସୋଚାମର ସଦ୍ୟତମ ସର୍ଭେ...
ଧୀରେ ଧୀରେ କମୁଛି ସବୁ ନଦୀର ଜଳସ୍ତର, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ବନ୍ୟାପାଣିରେ ବୁଡ଼ିଥିବା ଘରୁ ନିଜ ଜିନିଷ ସାଉଁଟୁଛନ୍ତି ଲୋକେ ତ କେଉଁଠି ଝାଟି ମାଟି ଘରକୁ କାଦୁଅ ବୋଳି ପୁଣି ଠିଆ କରିବାରେ ଲାଗିଛନ୍ତି । ଏପରିକି ବନ୍ୟାରେ ଘର ହରାଇଥିବା...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।
ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେଲଫି ପଏଣ୍ଟ। ବିଜେପି ପାର୍ଟି ଅଫିସ ସମ୍ମୁଖରେ ସେଲଫି ପଏଣ୍ଟ। …
ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି । ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଏ ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା . . .
BMC ର ସଫେଇ ଗାଡିରେ ମହିଳା ଡ୍ରାଇଭର । କେବେ ଭାବିଛନ୍ତି ପ୍ରତିଦିନ ଆମ ଘରୁ ଅଳିଆ ଉଠଉ ଥିବା ଏହି ମହିଳା ମାନେ କେତେ ସ୍ୱାବଲମ୍ୱୀ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ। କହିଲେ, ଗାଁକୁ ଆଗେ ରାସ୍ତା କର ତା ପରେ ମୁଁ ବିବାହ କରିବି।
ଇତିହାସ ରଚିଲା ସ୍ପେସ୍ ଏକ୍ସ। ପୃଥିବୀ ପରିକ୍ରମା ପରେ ଫେରିଲେ ୪ ସାଧାରଣ ଲୋକ। ସଫଳତାର ସହ ୪ ଜଣଙ୍କୁ ଧରି ଫେରିଲା ଡ୍ରାଗନ୍ କୃାପସୁଲ୍। ଫ୍ଲୋରିଡ଼ା ଉପକୂଳ ଆଟ୍ଲାଣ୍ଟିକ୍ ମହାସାଗରରେ କଲେ ଅବତରଣ।
ସାବଧାନ ! ପୋଷା କୁକୁର ରଖିଲେ ଏଣିକି ଆପଣଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।
ତାଲିବାନୀଙ୍କ ସହ ଟକ୍କର ଦେବା ମହଙ୍ଗା ପଡିଛି। ପଞ୍ଜଶୀର ପାର୍ବତ୍ୟାଞ୍ଚଳରେ ଦେଖା ଦେଇଛି ଖାଦ୍ୟ ଅଭାବ। ବଂଚିବା ପାଇଁ ସଘର୍ଷ କରି ଶେଷରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ଏଠାକାର ଲୋକେ।
ଏଭଳି ସ୍ୱତନ୍ତ୍ର ଗଛ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଗଲେଣି କି? ହେଲେ କଥାଟି ସତ।
ସେମାନେ ଗୋଟିଏ ଅର୍କେଷ୍ଟ୍ରା ପାର୍ଟିର ସମସ୍ୟ। ସମସ୍ତେ ସୁନ୍ଦର ଗାଆନ୍ତି ଓ ବାଦ୍ୟ ବଜାନ୍ତି। ବିଭିନ୍ନ ଆଡ଼େ ପ୍ରୋଗ୍ରାମ ପାଇଁ ଯାଆନ୍ତି।
ସେ ନିଜେ ଖୁବ୍ କଷ୍ଟ କରି ଆର୍ମିରେ ଚାକିରି ପାଇଥିଲେ। ଏହାକୁ ସେ ଭୁଲି ନାହାଁନ୍ତି। ସେଥିପାଇଁ ସେ ନିଜ ଅଂଚଳର ୪୦ ଜଣ ପିଲାଙ୍କୁ ମାଗଣାରେ ଦେଉଛନ୍ତି କଠୋର ଆର୍ମି ଟ୍ରେନିଂ।