• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Mirage-2000 aircraft
୨୪ଟି ପୁରୁଣା ମିରାଜ୍ -୨୦୦ ଯୁଦ୍ଧ ବିମାନ କିଣିବ ଭାରତ, ଏୟାରଷ୍ଟ୍ରାଇକ୍ ଓ କାରଗିଲ ଯୁଦ୍ଧରେ ପାକିସ୍ତାନ ପାଇଁ ଯମ ସାଜିଥିଲା

ମିରାଜ୍‌ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି...

Daily Horoscope
Daily Horoscope, 19 Sept 2021: ଜାଣନ୍ତୁ ଆଜିର ରାଶିଫଳ . . . .

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୯ ତାରିଖ, ରବିବାର, କନ୍ୟା ୩ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀ ତିଥି, ଶତଭିଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

covid 19
ଗୁରୁତର କରୋନା ରୋଗୀଙ୍କୁ ଭଲ କରିବ ଏହି ଔଷଧ ! ଟ୍ରମ୍ପଙ୍କୁ ମଧ୍ୟ ଦିଆଯାଇଥିଲା . . . .

କରୋନାକୁ ନାଶ କରିବା ପାଇଁ ଆସିଲା ଔଷଧ । ରୋନାପ୍ରେବ୍‌ ନାମକ ଆଣ୍ଚିବଟି ଦ୍ୱାରା କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତଙ୍କ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ମଧ୍ୟ କରୋନାରୁ ମୁକ୍ତ ପାଇଁ ଏହି ଆଣ୍ଟିବଟି ଦିଆଯାଇଥିଲା ।

SpaceX
ଇତିହାସ ରଚିଲା SpaceX Inspiration ମିଶନ୍ : ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ଫେରିଲା

ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଥିବା ଚାରି ୪ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି ।

durgapuja
ମୂର୍ତ୍ତି ଉଚ୍ଚତା ବିବାଦର ଅନ୍ତ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ହେବ ପୂଜା

ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ବୈଠକ ବସିଥିଲା । କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ...

Woman  Garbage Vehicle Driver
ଅଳିଆ ଉଠା ଗାଡ଼ି ଚଳାଇ ପରିବାର ପୋଷୁଛନ୍ତି ମହିଳା : ନିଜେ ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଆଜିର ମହିଳା । ମହିଳା ମାନେ ସିଲେଇ କରିବା, ପାର୍ଲରେ କାମ କରିବା ଏପରିକି ନିଜର କାର ଚଲାଉଥିବା ଦେଖିଥିବେ ହେଲେ ମହିଳା ଡ୍ରାଇଭିଂ କରି ପରିବାର ପୋଷୁ ଥିବା କଥା ଜାଣି ନଥିବେ । ଭୁବନେଶ୍ୱର ମହାନଗର ନିଗମର...

Terrifying Journey
ନଦୀ ଉପରେ ବିପଦସଙ୍କୁଳ ଜଳଯାତ୍ରା: ପୋଲ ନଥିବାରୁ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି ଲୋକେ

ଶିଶୁ ହୁଅନ୍ତୁ ଅବା ବୟସ୍କ କି ଗର୍ଭବତୀ, ଭରା ନଇରେ ପଶି ଯାତାୟାତ କରନ୍ତି ଅଞ୍ଚଳବାସୀ । ପୋଲ ନିର୍ମାଣ ଦାବି ନେଇ ସରକାରୀ ବାବୁଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିନାହାନ୍ତି । ସେପଟେ ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତର...

Flood Water Enters Village
ନିର୍ଦ୍ଦୟ ଦୟା ଓ ରାଜୁଆର ରାଗରେ ଉବୁଟୁବୁ କଣାସ ଓ ଖୋର୍ଦ୍ଧା : ଗାଁ ଦାଣ୍ଡରେ ଅଣ୍ଟେ ଓ ଘର ଭିତରେ ଆଣ୍ଠୁଏ ପାଣି

ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗାଁରେ ନଈ କୂଳିଆ ବାସିନ୍ଦାଙ୍କ ପ୍ରତି ନିର୍ଦ୍ଦୟ ହୋଇଛି ଦୟା ନଦୀ । ଗାଁର ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ପାଣି ଆଉ ପାଣି । ବର୍ଷା ଛାଡ଼ିବାର ୩ ଦିନ ହେଲା ଗାଁରେ ଲହଡ଼ି ମାରୁଛି ନଈ ପାଣି...

heavy rain
ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: ପ୍ରଭାବରେ ଆଉ ଦୁଇଦିନ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଆସନ୍ତା କିଛି ଘଣ୍ଟା ଭିତରେ ଏହା ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି...

Punjab Congress crisis
କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସହ ପ୍ରଦେଶ କଂଗ୍ରେସର ୪ ନେତା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ...

India\'s New World Record | Over 2.5 Crore Vaccinated On PM Modi’s Birthday
ଟିକାକରଣରେ ବିଶ୍ୱରେକର୍ଡ

ଟିକାକରଣରେ ବିଶ୍ୱରେକର୍ଡ। ଗୋଟିଏ ଦିନରେ ୨କୋଟି ୫୦ଲକ୍ଷରୁ ଅଧିକ ଟିକାକରଣ।

Bar In Bhubaneswar Raided For Flouting Covid Norms
ବାରରେ ରେଡ୍

ରାଜଧାନୀରେ ବାର୍ ଉପରେ ପୋଲିସର ଚଢାଉ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବାରରେ ପୋଲିସ ରେଡ୍।

Aadhaar-PAN Linking Deadline Extended Till March 31, 2022
୬ମାସ ବଢିଲା ପାନ୍ ଆଧାର ଲିଙ୍କ୍

ଆଉ ୬ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିଲା ସମୟସୀମା। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି।

Migrant Labourer From Odisha Dies In Oman, Family Heartbroken
ଓମାନରେ ଚାଲିଗଲା ଓଡ଼ିଆ ପୁଅର ଜୀବନ, ଘରେ ପଡ଼ିଛି କାନ୍ଦ ବୋବାଳି

ମସ୍କଟରେ ଦିନରାତିକୁ ଏକ କରି ଖଟୁଥିଲେ। ଦରମା ମିଳିଲେ ଘରକୁ ପଠାଇବେ। ପରିବାର ଭଲରେ ଚଳିବ।

Water Level Stable At Mundali
ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ

ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ। ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି। ହୀରାକୁଦର ବନ୍ୟା ଜଳ ପହଞ୍ଚି ସାରିଥିଲେ ବି ଜଳସ୍ତର ସ୍ଥିର।

Youth Found Hanging Inside Kalyan Mandap In Bhubaneswar
'ମୋ ପୁଅକୁ ମାରି ଦେଇଛନ୍ତି'

କଲ୍ୟାଣୀ ମଣ୍ଡପରେ କର୍ମଚାରୀଙ୍କର ମିଳିଲା ଝୁଲାନ୍ତ ଅବସ୍ଥାରେ ମୃତଦେହ। ତାଙ୍କ ନାଁ ହେଉଛି ପ୍ରକାଶ ବଳ। ସେ ଯାଜପୁର ଅଞ୍ଚଳର ହୋଇଥିବା ବେଳେ, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ।

Special Story | Marriage Is Valid Only After 7 Rounds Around Fire, Says Gwalior High Court
ମାଳା ପିନ୍ଧାଇଦେଲେ ବାହାଘର ହୁଏ ନାହିଁ, ବିଧି ବିଧାନ ଅନୁସାରେ ସାତ ଫେରା ନେବା ଜରୁରୀ

କେବଳ ମାଳ ଅଦଳ ବଦଳ କଲେ ହୁଏନାହିଁ ବାହାଘର। ରୀତିନୀତି ଅନୁସାରେ ସାତ ଫେରା ନେବା ଜରୁରୀ

Bactrian gold treasure
ଆଫଗାନିସ୍ତାନରୁ ଗାୟବ ହେଲା ୨ ହଜାର ବର୍ଷ ପୁରୁଣା ଖଜାନା ! ପାଗଳ ପରି ଖୋଜୁଛନ୍ତି ତାଲିବାନୀ

ଖଜାନା ଖୋଜି ଖୋଜି ତାଲିବାନୀଙ୍କ ଅବସ୍ଥା ବେହାର ହୋଇଗଲାଣି । ଆଫଗାନିସ୍ତାନ ନିୟନ୍ତ୍ରଣ ପରେ ତାଲିବାନ୍‌ ସରକାର ପାଇଁ ଦେଶ ଚଳାଇବା କୌଣସି ଚ୍ୟାଲେଞ୍ଜ୍ ଠାରୁ କମ୍ ନୁହେଁ । ତେବେ ଏପରି ସ୍ଥିତିରେ ୨ ହଜାର ବର୍ଷ ପୂରୁଣା ଖଜାନା କୁଆଡ଼େ ଉଭାନ୍ ହୋଇଯିବା ଏବେ ଚର୍ଚ୍ଚାର...

vishwas-saini
୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍ : ୧୩୦ ଦିନର ସଂଗ୍ରାମ ପରେ ଭାଇରସକୁ ହରାଇଲେ ବିଶ୍ୱାସ ସୈନି

ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି...

sonu sood
ଅକଳରେ ଅଭିନେତା ସୋନୁ ସୁଦ୍‌ ! ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।