କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ।
ଆଜି ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ
ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି
ସରକାରୀ ବଡ଼ ପଣ୍ଡାମାନେ ସବୁ ଖେଳ କରିଛନ୍ତି ।
ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି
ବୃଦ୍ଧାଙ୍କ ଦୋଷ କ’ଣ , ଯେଉଁଥିପାଇଁ ବଞ୍ଚି ଥାଉ ଥାଉ ଶ୍ମଶାନରେ ଛାଡିଦେଲେ ପୁଅମାନେ
ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ
ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।
ବାପା ଜେଲରେ ଥିବା ବେଳେ କୋହ ସମ୍ଭାଳି ପାରୁନି କୁନି ଝିଅ । ସ୍ୱାଧୀନତା ଦିବସ ଅବସରରେ ନିଜ ଦୁଃଖ ବଖାଣିଛି ।
ଭାରତକୁ ୧ନଂ କରିବା ପାଇଁ କେଜ୍ରିଓ୍ୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳକୁ ତାଙ୍କ ମିଶନରେ ସାମିଲ ହେବାକୁ ନିମନ୍ତ୍ରଣ କରଛନ୍ତିଁ ।
ଗରିବ ବାପାର ଝିଅ ଆଜି ବାପାଙ୍କର ଟେକ ରଖିଛି । ମନିସା ଟପ୍ପର ହେବା ପରେ ଘରେ ଖୁସିର ମାହୋଲ ।
ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ
ସିକ୍ ଲିଭ୍ ଦାବି କରି ଚାଲିଗଲା ଚାକିରି । ରାଗ ଶୁଝାଇଲା କି କମ୍ପାନୀ ?
କବାଡ଼ି ଖେଳୁଥିବା ବେଳେ ବେକ ମୋଡ଼ି ହୋଇ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି ।
ବନ୍ୟା ହେବା ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ପ୍ରଭାବିତ ହୋଇଛି
ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ବେଳେ ପାଣିଆ ଡାଲି ଓ ରୁଟି ଦେଖି ମେନପୁରୀର ଏସପିଙ୍କ ରାଗ କହିଲେ ନସରେ ।
ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ ।