• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

teacher protest
ରାଜଧାନୀରେ ଗୁରୁ ଗର୍ଜନ ! ଦାବି ପୂରଣ କର, ନହେଲେ ପଦ୍ମପୁରରେ ପରିଣାମ ଭୋଗିବ

ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନର ତୃତୀୟ ଦିନ, ରାଜଧାନୀରେ ଜାରି ରହିଛି ହଜାର ହଜାର ଶିକ୍ଷକଙ୍କ ଗର୍ଜନ ।

WhatsApp data leak
WhatsApp Data Leak : କିପରି ଜାଣିବେ ଆପଣଙ୍କ ତଥ୍ୟ ଚୋରି ହୋଇଛି କି ନାହିଁ ?

ହ୍ୱାଟସଆପ୍‌ ତଥ୍ୟ ବିକ୍ରି ଖବର ଭିତରେ କିପରି ସୁରକ୍ଷିତ ରଖିବେ ତଥ୍ୟ ?

rape
ଲଜ୍ଜା ! ଆଖିରେ ଦେଖିଲେ ଛାତ୍ରୀଙ୍କ ଦୁଷ୍କର୍ମ, ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ

Special story
ଅପହୃତ ବିଜେପି ନେତା ଉଦ୍ଧାର ! ଶରୀରରେ ଲାଗିଛି ଆଘାତ

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

Panchang
Today Panchang 29th Nov 2022: ଆଜିର ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା . . .

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର ।

ragging
ରାଗିଂ ଭୟ !!! ଦୁଇ ମହଲା ଛାତ ଉପରୁ ଡେଇଁ ପଡ଼ିଲେ ଛାତ୍ର

ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଲେ ସୁଦ୍ଧା ରାଗିଂ କମୁନି କାହିଁକି ?

risky boat ride
ଗାଁରୁ ସହରକୁ ଯିବାକୁ ଭରସା ଡଙ୍ଗା ! ଭରା ନଦୀ ପାର ହେବାକୁ ବାଜିରେ ଲାଗୁଛି ଜୀବନ

ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।

WhatsApp
ସାବଧାନ୍ ହ୍ୱାଟସଆପ୍‌ ୟୁଜର୍‌ !!! ୫୦୦ ମିଲିୟନ୍‌ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍‌

୮୪ଟି ଦେଶରେ ଭାଳେଣି ! ରିପୋର୍ଟ ଅନୁସାରେ, ବିକ୍ରି ହୋଇଯାଇଛି ୟୁଜରଙ୍କ ତଥ୍ୟ

Lady Blackmailer
କାଲିଠୁ କାହା ପାଳି ? ଅର୍ଚ୍ଚନା ମାମଲାରେ ଜେରା ହେବେ ଜମି ମାଲିକ, ସୁନା ବ୍ୟବସାୟୀ

ଶ୍ରଦ୍ଧାଞ୍ଜଳି, ଡ୍ରାଇଭର ଚନ୍ଦନ ଓ ଖଗେଶ୍ୱରର ବୟାନ ଆଧାରରେ ତାଲିକା ପ୍ରସ୍ତୁତ

Odisha Assembly
ଶିକ୍ଷକଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ବାଚସ୍ପତିଙ୍କ ରୁଲିଂ

ଶିକ୍ଷକଙ୍କ ବିଶାଳ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଚଳ ରହିଥିଲା ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିରୋଧୀ କରିଥିଲେ ନାରାବାଜି, ହୋହଲ୍ଲା

Supreme Court
Big Breaking : ‘ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କର’

ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ

Special story
ମଣ୍ଡପରେ ମନେ ପଡ଼ିଲା ପ୍ରେମିକା ! ଅଧା ବାହାଘରରେ କନ୍ୟାକୁ ଛାଡ଼ି ଛୁ ମାରିଲା ବର

ନାଚି ନାଚି କନ୍ୟା ଘରେ ପହଞ୍ଚିଲେ ବରଯାତ୍ରୀ ! ମଣ୍ଡପରେ ପ୍ରେମିକା କଥା ମନେ ପଡ଼ିବାରୁ ଛୁ ମାରିଲା ବର

accident
ଡାକ୍ତରାଣୀ ମା’ କୋଳରେ ଜୀବନ ହାରିଲା ଝିଅ ! ହେଲେ ଜାଣି ପାରିଲେନି ଜନ୍ମଦାତ୍ରୀ . .

ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ

murder
ବୀଭତ୍ସ ! ! ମୁଣ୍ଡରେ ପଥର ଛେଚି ଇଟା ଭାଟି ମାଲିକଙ୍କୁ ହତ୍ୟା

ମୃତକ ପାତାପାଟ ଗାଁର, ହତ୍ୟାର କାରଣ ଅସ୍ପଷ୍ଟ ରହିଛି

snake bite
ଜ୍ୟୋତିଷ କଥାରେ ସାପ ସାମ୍ନାରେ ଜିଭ ଦେଖାଇଲେ ଚାଷୀ ! ଏମିତି ଜାଗାରେ ଚୋଟ ମାରିଲା . . .

ସତ ହୋଇଗଲା ସ୍ୱପ୍ନ । ସାପ ସାମ୍ନାରେ କୃଷକ ଜିଭ ଦେଖାଇ . .

foot-over bridge collapse
ଖସିପଡ଼ିଲା ରେଲୱେ ଫୁଟ୍ ଓଭରବ୍ରିଜ ସ୍ଲାବ୍ ! ୨୦ରୁ ଅଧିକ ଯାତ୍ରୀ ଆହତ

ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।