Advertisment

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଚାଲିଛି ଘୋର ନୀତି ବିଭ୍ରାଟ

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି।

author-image
Prangyan Parimita

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି। 

Advertisment
Srimandir Rituals Puri SJTA
Advertisment
Advertisment