ଓଡ଼ିଶା ଖଦି ମେଳାରେ ଭିଡ଼ ଜମିବାରେ ଲାଗିଛି। ଲୋକେ ବିଭିନ୍ନ ଷ୍ଟଲ୍କୁ ଯାଉଛନ୍ତି ଆଉ ନିଜ ମନ ପସନ୍ଦର ଜିନିଷ କିଣି ନେଉଛନ୍ତି। କାରିଗରମାନେ ମଧ୍ୟ ଲୋକଙ୍କ ମନ ଜାଣି ଦେଖେଇ ଚାଲିଛନ୍ତି ସେମାନଙ୍କ ପ୍ରସ୍ତୁତ ଜିନିଷ।
Published By: Pramod Behera
Last updated: 21 March 2023, 11:33 AM IST
ଓଡିଶା ଖଦି ମେଳାରେ ଦର୍ଶକ ଭିଡ
ଅରଟରେ ମାଉସୀଙ୍କ କଣ୍ଡା ବଳା
ନିଜ ମନ ମୁତାବକ ହସ୍ତତନ୍ତ ଶାଢୀ ବାଛିବାରେ ବ୍ୟସ୍ତ ଗ୍ରାହକ
ଗ୍ରାହକଙ୍କୁ ନିଜ କଳାକୁ ପ୍ରଦର୍ଶନ କରୁଛନ୍ତି କାରିଗର