• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Debo Uthani Ekadashi 2024
Debo Uthani Ekadashi 2024: ଆଜି ଦେବ ଉଠନୀ ଏକାଦଶୀ; ଜାଣନ୍ତୁ କିପରି ପାଳନ ହୁଏ ଏହି ବ୍ରତ

ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

Passengers bid adieu to Vistara airlines
Vistara Last Flight: ଆଜି ଶେଷ ହେଲା ମିଶ୍ରଣ ପ୍ରକ୍ରିୟା; ଆଉ ଉଡ଼ିବ ନାହିଁ ଭିସ୍ତାରା ବିମାନ

ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ। ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ୍ ସର୍ଭିସ୍ ଏୟାର୍‌ଲାଇନ୍‌ରେ ବିମାନ ସଂଖ୍ୟା ଗୋଟିଏକୁ ହ୍ରାସ ପାଇବ।

Zaheer iqbal annoys wife sonakshi sinha actress shared video
Sonakshi Sinha Videos: ଜହୀର୍‌ ଇକ୍‌ବାଲ୍‌ଙ୍କ ନଖରାମୀ; ଟେନିସ୍ କୋର୍ଟରେ ଯାହା କଲେ, ଭିଡିଓ ଦେଖି ଆପଣ ଲାଜେଇ ଯିବେ

ବିବାହ ପରେ ସୋନାକ୍ଷୀ ତାଙ୍କ ସ୍ୱାମୀ ଜହୀର ଇକ୍‌ବାଲ୍‌ଙ୍କ ସହ ମଜାଳିଆ ଭିଡିଓ ଶେୟାର କରି ଚାଲିଛନ୍ତି। ନିକଟରେ ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୁବ୍ ମଜା କରୁଥିବା ଦେଖିବାକୁ ମିଳେ।

Follow the tips tooth sensitivity and pain in cold weather
Health Tips: ଶୀତଦିନ ଆସିଲେ ବଢିଯାଏ ଦାନ୍ତ ସମସ୍ୟା; ଘରୋଇ ଉପାୟରେ କରନ୍ତୁ ସମାଧାନ

ଆଜିକାଲି ଦାନ୍ତ ସମସ୍ୟା ସାଧାରଣ ହୋଇଗଲାଣି। ଅନେକ ଲୋକ ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳତା ଅନୁଭବ କରନ୍ତି, ଏବଂ ଶୀତଦିନ ଆସିବା ମାତ୍ରେ ଏହି ସମସ୍ୟା ବଢିଯାଏ। ଥଣ୍ଡା ପାଣି ପିଇବା, ଆଇସ୍କ୍ରିମ୍ ଖାଇବା କିମ୍ବା ଥଣ୍ଡା ପାଗରେ ବାହାରକୁ ଯିବା ମଧ୍ୟ ଦାନ୍ତରେ ଯନ୍ତ୍ରଣା ଦେଇପାରେ। ତେବେ...

Kanguva trailer suriya promises massive electric entertainer before 3 days
Kanguva 2nd Trailer Release: ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଦ୍ୱିତୀୟ ଟ୍ରେଲର୍‌; ଥରେଇଲା ସୂର୍ଯ୍ୟାଙ୍କ ଗର୍ଜନ

ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ୩ ଦିନ ପୂର୍ବରୁ ଏହାର ଏକ ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି, ଯାହା ସୂର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଦମଦାର ମନୋରଞ୍ଜନ ଏବଂ ଆକ୍ସନ୍ ଦେଖେଇବାର ପ୍ରମାଣ ଦେଇଛି।

National Education Day 2024 Birth Day of Maulana Abul Kalam Azad
National Education Day 2024: ମୌଲାନା ଅବୁଲ କଲାମ ଆଜାଦଙ୍କ ମହାନ ଦାନ; UGC ଏବଂ IIT

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ‘ଜାତୀୟ ଶିକ୍ଷା ଦିବସ’ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା। ଆସନ୍ତୁ ଜାଣିବା ତାଙ୍କର ଅବଦାନ।

Don’t make these mistakes after sunset
Vastu Tips: ସୂର୍ଯ୍ୟାସ୍ତ ପରେ କରୁଛନ୍ତି କି ଏହି ୧୦ କାମ, ହୋଇପାରନ୍ତି ଗରିବ

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ କିଛି କାମ ଅଛି ଯାହା କରିବା ଅଶୁଭ। ଏହି କାରଣକୁ ଅନେକ ସମୟରେ ଘରର ବୟସ୍କମାନେ ସୂର୍ଯ୍ୟାସ୍ତ ପରେ ଅନେକ କାମ କରିବାକୁ ବାରଣ କରନ୍ତି। ତେବେ ଏହା କ’ଣ ଆସନ୍ତୁ ଜାଣିବା।

BEL Engineering  Recruitment 2024 Post apply for 78 post
BEL Engineering Recruitment 2024: BELରେ ଚାକିରି ସୁଯୋଗ; ପୂରଣ ହେବ ଇଂଜିନିୟର୍ ପଦବୀ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL)ରେ ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ BEL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Sophie choudry shared latest photos in lehanga see her sizzling poses
Sophie Choudry: ନିଜ ଗ୍ଲାମର ଲୁକ୍‌ରେ ଲୋକଙ୍କୁ ପାଗଳ କଲେ ସୋଫି ଚୌଧୁରୀ

ବଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ତାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଲୁକ୍ ଯୋଗୁଁ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ କେବଳ ତାଙ୍କ ଅଭିନୟ ନୁହେଁ ବରଂ ତାଙ୍କ ଗୀତ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ ସୋସିଆଲ୍ ମିଡିଆରେ...

Kanguva 2024 most expensive film releasing on 10000 screens
Kanguva Record: 'କଙ୍ଗୁଭା' ରିଲିଜ୍ ହେବା ପୂର୍ବରୁ କଲା ପ୍ରଥମ ରେକର୍ଡ; ଆଗରୁ କୋଉ ଫିଲ୍ମ କରିନି

ବବି ଦେଓଲ୍ ପୁଣି ଥରେ ଭୟଙ୍କର ଖଳନାୟନ ହୋଇ 'କଙ୍ଗୁଭା'ରେ ଦର୍ଶକଙ୍କ ମନରେ କ୍ରୋଧ ସୃଷ୍ଟିକରିବାକୁ ପ୍ରସ୍ତୁତ। ଏହି ଫିଲ୍ମ ଦେଶ ତଥା ବିଦେଶର ପ୍ରେକ୍ଷାଳୟରେ ଏକ ବଡ଼ ହିଟ୍ ହୋଇପାରେ ବୋଲି ଆଶା କରାଯାଏ। ଏହା ୧୦,୦୦୦ ପରଦାରେ ଗ୍ଲୋବାଲ୍ ରିଲିଜ୍ ମାଧ୍ୟମରେ ଏକ ନୂଆ ରେକର୍ଡ଼...

World Public Transport Day 2024
World Public Transport Day 2024: କାହିଁକି ବ୍ୟବହାର କରିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା; ଜାଣନ୍ତୁ ୧୦ ଫାଇଦା

‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ବ୍ୟକ୍ତିଗତ କାର୍‌ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରେ। ଜାଣନ୍ତୁ ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ।

Significance of Anla Navami; Know how the amla tree was born
Anla Navami 2024: ଅଁଳା ନବମୀର ମହତ୍ତ୍ୱ; ଜାଣନ୍ତୁ କିପରି ସୃଷ୍ଟି ହେଲା ଅଁଳା ଗଛ

ଅଁଳା ନବମୀରେ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁ ନଥିବା ଭିଡ ଲାଗେ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହିଦିନ ଶ୍ରୀରାଧାଙ୍କ ପାଦ ଦର୍ଶନର ମାହାତ୍ମ୍ୟ।

disabled person born without hand use their legs for everything
Viral Video: ଦୁଇ ହାତ ନ ଥିଲେ ବି ହାର ମାନି ନାହାନ୍ତି ରମେଶ; ଗୋଡରେ ଗାଧାନ୍ତି, ବୋଲିଂ ବି କରନ୍ତି

ଯଦି ଆପଣଙ୍କ ହାତ କିମ୍ବା ଗୋଡ ନ ଥିବ ଆପଣ କ’ଣ ବାଟରେ ଛାତି ଫୁଲେଇ, ମୁଣ୍ଡ ଟେକି ଚାଲି ପାରିବେ? ସାଧାରଣତଃ ଆମ ଶରୀରରେ ସାମାନ୍ୟ ଅଭାବ ଦେଖାଗଲେ ଆମେ ନିଜକୁ ଅସହାୟ ମନେ କରୁ। କିନ୍ତୁ ରମେଶ ବିଷ୍ଣୋଇ ହଜାର ହଜାର ଲୋକଙ୍କ ପାଇଁ ପ୍ରେରଣାର...

Janhvi kapoor said she wore kasata instead of eating some
Janhvi Kapoor: କିଛି କସାଟା ଖାଇବାକୁ ମନ ହେଲା, କିନ୍ତୁ ମୁଁ ଏହାକୁ ପିନ୍ଧିଦେଲି: ଜାହ୍ନଭୀ କପୁର

ଜାହ୍ନଭୀ କପୁର ଅନେକ କଥାକୁ ନେଇ ବେଶ ଜଣାଶୁଣା। ଅଭିନୟ ଅପେକ୍ଷା ଅଭିନେତ୍ରୀ ନିଜର ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ତାଙ୍କର ଶାଢି ଲୁକ୍ ଶୀର୍ଷ ତାଲିକାରେ ଅଛି। ଜାହ୍ନଭୀ କପୁର ତାଙ୍କ ଚମତ୍କାର ଆଉଟ୍‌ଫିଟ୍‌କୁ "କସାଟା" ଆଇସ୍କ୍ରିମ ବୋଲି ବର୍ଣ୍ଣନା କରି କ୍ୟାପ୍‌ସନ୍‌ ଖେଳ...

Arjun kapoor have hashimoto thyroiditis know what this disease
Arjun Kapoor: ଅଭିନେତା ଅର୍ଜୁନ କପୁରଙ୍କୁ ହୋଇଛି ଏମିତି ରୋଗ; ଜାଣନ୍ତୁ କେମିତି ହେଲା…

ଏକ ବାର୍ତ୍ତାଳାପରେ ଅର୍ଜୁନ କପୁର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଛନ୍ତି। ଅଭିନେତା ‘ହାସିମଟୋ ଥାଇରୋଡାଇଟିସ୍’ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ତେବେ ଆସନ୍ତୁ ଏହି ରୋଗ କ’ଣ ଏବଂ ଅଭିନେତା କିପରି ଏହି ରୋଗର ଶିକାର ହେଲେ ସେ ବିଷୟରେ ଜାଣିବା।

 Naval massage with oil for healing dry and getting soft and glowing skin
Naval massage with oil: ନାଭିରେ କରନ୍ତୁ ଏହି ତେଲ ମାସିଲ, ଜମା ବି ଫାଟିବ ନାହିଁ ଚର୍ମ

ଆୟୁର୍ବେଦରେ ନାଭି ଆମ ଶରୀରର ଶକ୍ତି କେନ୍ଦ୍ର ଭାବରେ ବିବେଚନା କରାଯାଏ। ରାତିରେ ନାଭିରେ ତେଲ ଲଗାଇବାର ଅନେକ ଲାଭ ଅଛି। ବିଶେଷକରି ଶୀତଦିନେ ନାଭିରେ ତେଲ ମାଲିସ୍ କରିବା ଦ୍ୱାରା ଚର୍ମ କୋମଳ ଏବଂ ଚକଚକ୍ ହୋଇଯାଏ। ଶୀତଦିନେ ଚର୍ମ ଅଧିକ ଶୁଷ୍କ ହୋଇଯାଏ ଏବଂ ଫାଟିବା...

National legal services day 2024 history significance
National Legal Services Day 2024: ଦେଶରେ ରହିଛି ୫ ନିଃଶୁଳ୍କ ଆଇନ ସେବା; ଆପଣ ଜାଣିଛନ୍ତି କି…

ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।

Mistakes to Avoid in Long Distance Relationships
Relationships Tips: ଆପଣଙ୍କ ପାର୍ଟନର ଦୂରରେ ରହୁଛନ୍ତି କି… କରନ୍ତୁ ନାହିଁ ଏହି ୭ ଭୁଲ୍, ହୋଇପାରେ ଛାଡପତ୍ର

ଏମିତି ୭ଟି ଭୁଲ୍ ଅଛି ଯାହା ଦୂରରେ ଥିବା ସମ୍ପର୍କକୁ ଦୁର୍ବଳ କରିପାରେ ଓ ପରେ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରରେ ରହୁଛନ୍ତି ଆଉ ଆପଣ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲ ଜାଣନ୍ତୁ ଆଉ କରନ୍ତୁ ନାହିଁ।

NFR Apprentice Recruitment 2024 Post apply for 5647 Apprentice post
NFR Apprentice Recruitment 2024: ରେଳବାଇରେ ପୂରଣ ହେବ ୫,୬୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶେଷ ତାରିଖ

ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏକ ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ୍ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ। ଏନେଇ NFR ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Nushrat bharucha look gorgeous in pink lehanga
Nushrat Bharucha: ପିଙ୍କ୍ ଲେହେଙ୍ଗାରେ ପ୍ରଶଂସକଙ୍କ ମନ କିଣିଲେ ବଡିଉଡ୍ ସୁନ୍ଦରୀ ନୁସରତ

ବଲିଉଡ୍‌ ଇଣ୍ଡଷ୍ଟୀର ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ସୋସିଆଲ ମିଡିଆରେ ନିଜ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ ତାଙ୍କର ପ୍ରତ୍ୟେକ ଲୁକ୍ ଟ୍ରେଣ୍ଡ୍‌ ହେବା ଆରମ୍ଭ କରେ। ଅଭିନେତ୍ରୀ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି।...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।