• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Kanguva director siva explains the meaning of kanguva
ନିର୍ମାତା ଫିଲ୍ମର ଟାଇଟଲ୍ କାହିଁକି ରଖିଲେ ‘କଙ୍ଗୁଭା’; କ’ଣ ଏହାର ମାନେ

ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍‌’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍‌ର ଜବରଦସ୍ତ ଷ୍ଟାଇଲ୍‌ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ...

Viral video a village woman speak English fluently
Viral Video: ଏହି ଗାଉଁଲି ମହିଳାଙ୍କ ଇଂରାଜୀ ଶୁଣି ଲାଜରେ ନଇଁଯିବେ ପ୍ରଫେସର୍

ଭାଇରାଲ୍ ହେଉଛି ଗାଉଁଲି ମହିଳାଙ୍କ ଭିଡିଓ। ଏହି ଭିଡିଓରେ ମୁଣ୍ଡରେ ଓଢଣୀ ଦେଇଥିବା ଏହି ଗ୍ରାମୀଣ ମହିଳା କେବଳ ଇଂରାଜୀ କୁହନ୍ତି ନାହିଁ ବରଂ ଇଂରାଜୀ କିପରି କହିବାକୁ ହୁଏ ତାହା ମଧ୍ୟ ଲୋକଙ୍କୁ ଶିଖାନ୍ତି। କୁହାଯାଉଛି ଯେ ମହିଳା ଜଣକ ମାତ୍ର ଦ୍ୱାଦଶ ପାଶ୍‌ କରିଛନ୍ତି, ଏହା...

Signs that a boy likes you secretly but is hiding
Relationship Tips: ପ୍ରେମର ୫ ସଂକେତ; ଜାଣନ୍ତୁ ପୁଅଟି ଆପଣଙ୍କୁ ଭଲ ପାଉଛି କି ନାହିଁ

ଅନେକ ଅଛନ୍ତି ନିଜ ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ। ତେବେ କାହା ପ୍ରତି ନିଜର ଭାବନା ପ୍ରକାଶ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏପରି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ କିଛି ନ କହି ବି ଜଣଙ୍କର ମନକୁ ଜାଣିପାରିବେ, ସେ ପ୍ରକୃତରେ କ’ଣ...

Yoga mudras for hair growth that reduce hair fall
Yogasana: ଦୈନିକ କରନ୍ତୁ ଏହି ଚାରି ଯୋଗାସନ; ଚୁଟି ଝଡ଼ିବନି କି ପାଚିବନି

ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ କିଛି ବିଶେଷ ଯୋଗାସନ ଜାଣିବା ଦରକାର, ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଚୁଟି...

oicl recruitment 2024 Applied for administrative officer
OICL Recruitment 2024: OICLରେ ପୂରଣ ହେବ ପ୍ରଶାସନିକ ଅଧିକାରୀ ପଦବୀ; ଦରମା ୮୦ ହଜାରରୁ ଅଧିକ

ଆପଣ ଯଦି କୌଣସି ପ୍ରଶାସନିକ ଅଧିକାରୀ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ (OICL) ଏହି ସୁଯୋଗ ନେଇଆସିଛି। ପ୍ରଶାସନିକ ଅଧିକାରୀ ପଦବୀ ପାଇଁ ଏହା ଏକ ବିଜ୍ଞପ୍ତି ଜାରି କରିଛି।

ram charan fans are get three big surprises on superstar birthday
ରାମ ଚରଣଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମିଳିବ ତିନି ସର୍ପ୍ରାଇଜ୍; ଜାଣନ୍ତୁ କ’ଣ…

ଆଗାମୀ ଦିନରେ ରାମ ଚରଣଙ୍କ ଅନେକ ବଡ ବଡ ଫିଲ୍ମ ଦେଖିବାର ମଧ୍ୟ ସୁଯୋଗ ମିଳିବ, ଯେଉଁଥିପାଇଁ ଫିଲ୍ମର ନିର୍ମାତା ତାଙ୍କ ଜନ୍ମଦିନରେ ଅଭିନେତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ଦିନ ରାମ ଚରଣଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ନିର୍ମାତା ଗୋଟିଏ ନୁହେଁ ବରଂ...

actress Cameron diaz welcomes baby boy at the age of 51
୫୧ ବର୍ଷରେ ମା’ ହେଲେ ଏହି ଅଭିନେତ୍ରୀ, ଖୁସି କହିଲେ ନ ସରେ

ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସଙ୍ଗୀତକାର ସ୍ୱାମୀ ବେନ୍‌ଜୀ ମ୍ୟାଡେନ୍ କହିଛନ୍ତି ଯେ ପୁଅ କାର୍ଡିନାଲ୍ ମ୍ୟାଡେନ୍‌ଙ୍କୁ ପରିବାରରେ ସ୍ୱାଗତ କରିଥିବାରୁ ପାଇଁ ସେମାନେ ଧନ୍ୟ ଏବଂ କୃତଜ୍ଞ। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

World meteorological day 2024 know career option in field of meteorology
World Meteorological Day 2024: ପାଣିପାଗ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି… କରନ୍ତୁ ଏହି କୋର୍ସ

ପାଣିପାଗ ବିଜ୍ଞାନରେ ବିଶେଷଜ୍ଞ ଥିବା ବୃତ୍ତିଗତମାନଙ୍କୁ ପାଣିପାଗ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ ଏବଂ ବାୟୁମଣ୍ଡଳୀୟ ବୈଜ୍ଞାନିକ କୁହାଯାଏ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର ମଧ୍ୟ କରିପାରିବେ।

Shaheed Divas 2024 why do we celebrate martyrs day
Shaheed Divas 2024: ଭାରତରେ କାହିଁକି ପାଳିତ ହୁଏ ଦୁଇଟି ‘ଶହୀଦ ଦିବସ’

ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

These opposite food combinations is harmful avoid eating together
Health Tips: କେବେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟର ମିଶ୍ରଣ; ହଜମ ପ୍ରକ୍ରିୟା ହୋଇପାରେ ଦୁର୍ବଳ

ବିଭିନ୍ନ ଖାଦ୍ୟର ପ୍ରକୃତି ଭିନ୍ନ ହୋଇଥାଏ। କିଛି ଖାଦ୍ୟ ଥଣ୍ଡା ପ୍ରକୃତିର ହୋଇଥିବା ବେଳେ କିଛି ଗରମ ପ୍ରକୃତିର ହୋଇଥାଏ। ଏପରି ପରିସ୍ଥିତିରେ ଥଣ୍ଡା ଏବଂ ଗରମ ଖାଦ୍ୟକୁ ଏକାଠି ଖାଇବା ଲାଭଦାୟକ ନୁହେଁ। ଆୟୁର୍ବେଦ ମତରେ ବିପରୀତ ଖାଦ୍ୟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅନେକ ହାନୀକାରକ।

Want manager job with 220000 salary apply at sail
SAIL Recruitment 2024: ଆପଣ ୨ଲକ୍ଷ ଟଙ୍କା ପରେ ଦରମା ବାଲା ଚାକିରି ଚାହୁଁଛନ୍ତି କି… SAIL ରେ କରନ୍ତୁ ଆବେଦନ

ଅନେକ ଉଚ୍ଚଶିକ୍ଷିତଙ୍କ ଲକ୍ଷ ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା। ଆପଣ ଯଦି ଏହି ଲକ୍ଷରେ ଅଛନ୍ତି ତେବେ ସୁଯୋଗ ଆପଣଙ୍କ ହାତରେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏହି ସୁଯୋଗ ନେଇଆସିଛି।

Some amazing foods to gain weight in just 7 days
Health Tips: ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି, ଯାହା ଖାଇଲେ ଦେହରେ ଲାଗୁନି… ମାନନ୍ତୁ ଏହି ଟିପ୍ସ… ହେଇଯିବେ ସୁସ୍ଥ-ଶବଳ

ଯଦି ଆପଣ ଯଦି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ...

Tridha choudhary shared video in black swimsuit on beach
ସମୁଦ୍ର କୂଳରେ ମନ ମୋହିଲେ ‘ଆଶ୍ରମ’ର ବବିତା ଭାବି; ପ୍ରଶଂସକ କହିଲେ…

‘ଆଶ୍ରମ’ରେ ବବିତାଙ୍କ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି। ବବିତା ଭାବି ସମୁଦ୍ର କୂଳରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

Ten easy way how to save your own water
World Water Day 2024: ନିଜ ଘରର ପାଣିକୁ ସଂରକ୍ଷଣ କରିବା ନେଇ ୧୦ଟି ସହଜ ଉପାୟ

ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ...

World Down Syndrome Day 2024 This year theme is
World Down Syndrome Day 2024: ଆସ ଏକ ହେବା, ଡାଉନ୍ ସିଣ୍ଡ୍ରୋମ ସହିତ ଜଡ଼ିତ ଭେଦଭାବ ବିରୋଧରେ ଲଢ଼ିବା

ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।

World Poetry Day 2024: a strong poem can oscillates the power
World Poetry Day 2024: ଇଣ୍ଟର୍‌ନେଟ୍‌ ଯୁଗରେ ବି ଏକ ସୁନ୍ଦର କବିତା କଠୋର ହୃଦୟକୁ ତରଳେଇଦିଏ

କବିତା ହୃଦୟର ସବୁଠାରୁ ନିକଟତମ ଅଂଶ। ଆମେ ଯେତେବେଳେ କୌଣସି କଥାକୁ ଅନେକ ପୃଷ୍ଠାରେ ବି ପ୍ରକାଶ କରିପାରିବୁ ନାହିଁ, କବିତାର ଗୋଟିଏ ଧାଡିରେ ଏହାକୁ କହିଦେଇ ପାରୁ। ଇତିହାସ ଏହାର ସାକ୍ଷୀ ଯେ କବିତାରେ କ୍ଷମତାର ଶକ୍ତି ମଧ୍ୟ ଦୋହଲିଯାଏ ଏବଂ ହୃଦୟ ମଧ୍ୟ ତରଳିଯାଏ।

bsf recruitment 2024 for 82 group b-c posts
BSF Recruitment 2024: ସୀମା ସୁରକ୍ଷା ବଳରେ ଚାକିରି ସୁଯୋଗ; ଏକ ଲକ୍ଷ ପରେ ଦରମା

ଆପଣ ଯଦି ସେନା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ସୀମା ସୁରକ୍ଷା ବଳ(BSF) । ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

Mukesh khanna rejects akshay kumar shah rukh khan as shaktimaan
ଶାହରୁଖ-ଅଜୟ-ଅକ୍ଷୟ-ଟାଇଗର୍‌ଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; ଶକ୍ତିମାନ ହେବାକୁ ଚେହେରା ନାହିଁ

‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ...

Kanguva sizzle teaser whopping 12 million plus views in 18 hours
Kanguva Teaser Release: ଆସିଲା ‘କଙ୍ଗୁଭା’ର ଟିଜର୍; ଭୟଙ୍କର ଭୂମିକାରେ ବବି ଦେଓଲଙ୍କ ଜଲୱା

ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍...

Know 4 secret to be happy from lord krishna
International Day of Happiness 2024: ଜୀବନରେ ଯଦି ଖୁସି ରହିବାକୁ ଚାହାନ୍ତି, ଆଜିଠାରୁ ଛାଡନ୍ତୁ ଏହି ୪ ଅଭ୍ୟାସ

ସମଗ୍ର ଜୀବନ ଖୁସିରେ ବିତିଯାଉ କିଏ ବା ନ ଚାହେଁ। ଜୀବନରେ ଟିକିଏ ଖୁସି ପାଇଁ ସମସ୍ତେ ଲାଗିପଡନ୍ତି। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଏହା ସାତ ସପନ ପରି ହୋଇଯାଇଛି। ଲାଗୁଛି ସମସ୍ତଙ୍କ ପାଖରେ ଖୁସିର ଅଭାବ ଅଛି। ତେବେ ଆସନ୍ତୁ ଜଣେ ମଣିଷ ଖୁସି ରହିବାକୁ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।