UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।
ଯେତେବେଳେ ବି ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ। ତାଙ୍କର ସବୁ ଫଟୋ ତାଙ୍କ ପ୍ରଶଂସକଙ୍କୁ ବେଶ ଆକର୍ଷିତ କରେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି।
ବର୍ତ୍ତମାନ ଏ. ଆର୍. ରହମାନଙ୍କ ଜୀବନରେ ଶାନ୍ତି ନାହିଁ। କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।
ନଭେମ୍ବର ମାସରେ ଥରେ ନୁହେଁ ଦୁଇଥର ‘ଶିଶୁ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଶିଶୁ ଅଧିକାର ଘୋଷଣା ସହିତ ଦ୍ୱିତୀୟ ଶିଶୁ ଦିବସ ଆରମ୍ଭ ହୋଇଥିଲା।
ଚାଲିବା ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଚାପକୁ ହ୍ରାସ କରିଥାଏ। ଏନେଇ ଆଜିକାଲି ଅନେକ ଏହାକୁ ନିଜ ଦୈନନ୍ଦିନ ଅଭ୍ୟାସରେ ଯୋଡୁଛନ୍ତି। କିନ୍ତୁ ଚାଲିବାର ସଠିକ୍ ମାର୍ଗ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଡଗଲସ୍ ୧୯୬୦ ଦଶକରେ "ଅନ୍ଲାଇନ୍ ସିଷ୍ଟମ୍" ରେ କାମ କରିବା ଆରମ୍ଭ କରିଥିଲେ। ଉପଭୋକ୍ତାମାନଙ୍କୁ କମ୍ପ୍ୟୁଟର ସହିତ ସହଜରେ ଯୋଗାଯୋଗ କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା। ଏହି ସମୟରେ, ସେ ଏକ ଡିଭାଇସ୍ ତିଆରି କରିଥିଲେ ଯାହା ମାଧ୍ୟମରେ ପରଦାରେ କର୍ସର୍ ନିୟନ୍ତ୍ରଣ ହୋଇପାରିବ।
ଆଜିକାଲି, ବିଗ୍ ବସ୍ର ୧୮ତମ ସିଜନ୍ରେ ୱାଇଲ୍ଡ କାର୍ଡର ପ୍ରବେଶକୁ ନେଇ ଅନେକ ଆଲୋଚନା ହେଉଛି। ଦିଗ୍ବିଜୟ ସିଂହ ରାଠୀ ଏବଂ କାଶୀଶ କପୁରଙ୍କ ପରେ ଆଉ ଜଣେ ନୂଆ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଘରେ ପ୍ରବେଶ କରିବାକୁ ନେଇ ଆଲୋଚନା ହେଉଛି। ଆସନ୍ତୁ ଜାଣିବା ଏହି ପ୍ରତିଯୋଗୀ...
ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଏହି ଯୋଡିଙ୍କ ପ୍ରତ୍ୟେକ ଅପ୍ଡେଟ୍ ପାଇବା ପାଇଁ ସେମାନଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଆସନ୍ତୁ ଜାଣିବା ଅଭିଷେକଙ୍କ ପୂର୍ବରୁ କାହାକୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା।
‘ବିଶ୍ୱ ଶୌଚାଳୟ ଦିବସ’ର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତା ବିଶ୍ୱ ବିକାଶ ଓ ସମାଜର ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସଫାସୁତୁରାକୁ ନେଇ ସଚେତନତା ସୃଷ୍ଟି କରିବା। ତେବେ ଆସନ୍ତୁ ବାହାରେ ଶୌଚ ହେଉଥିଲେ କେଉଁସବୁ ରୋଗର ସାମ୍ନା କରିବାକୁ ପଡେ ଜାଣିବା।
ପ୍ରତିବର୍ଷ ୧୯ ନଭେମ୍ବରରେ ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଏ। ଜଣେ ପୁରୁଷ ଏ ସମାଜ ପାଇଁ ଆଦର୍ଶ ହୋଇଥାଏ। ତେବେ ଏହି ଆଦର୍ଶ ପୁରୁଷ ହେବା ପାଇଁ ଜଣଙ୍କ ପାଖରେ କେଉଁସବୁ ସକାରାତ୍ମକ ଗୁଣ ରହିବା ଜରୁରୀ ଆସନ୍ତୁ ଜାଣିବା।
ଆଜି ଆମେ ଆପଣଙ୍କୁ ଏମିତି ୫ଟି କଥା କହିବି ଯାହା ବିଷୟରେ ଆପଣ ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ କଥା ହେବା ଉଚିତ। ଏହି ପ୍ରଶ୍ନଗୁଡ଼ିକ ଆପଣଙ୍କ ସମ୍ପର୍କକୁ ବୃଢ କରିବାରେ ସାହାଯ୍ୟ କରିବ।
ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ପୂର୍ବ ରେଳବାଇ (ER) ଏହି ସୁଯୋଗ ନେଇଆସିଛି। ଏନେଇ ER ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ୫୦ ବର୍ଷ ହୋଇଛି, କିନ୍ତୁ ଆଜି ବି ସେ ନିଜ ସୌନ୍ଦର୍ଯ୍ୟରେ ଝିଅମାନଙ୍କୁ ପ୍ରେରଣା ଦିଅନ୍ତି। ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ସେ ସବୁବେଳେ ଚର୍ଚ୍ଚିତ। ତାଙ୍କର ଷ୍ଟାଇଲିସ୍ ଡ୍ରେସିଂ ଲୁକ୍...
'ପୁଷ୍ପା ୨'ର ଟ୍ରେଲର ଲଞ୍ଚ୍ ବେଳେ ଖୁବ୍ ଭିଡ ହୋଇଥିଲା। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ପ୍ରଶଂସକମାନେ ଟ୍ରେଲର ଦେଖିବା ପାଇଁ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। କିନ୍ତୁ ପ୍ରଶଂସକଙ୍କ ଠାରୁ ସେ ପାଇଥିବା ପ୍ରେମ ମଧ୍ୟରେ ଅଲ୍ଲୁ ଅର୍ଜୁନ ବିହାରର ଲୋକଙ୍କୁ କ୍ଷମା ମାଗିଛନ୍ତି। କାହିଁକି ଜାଣନ୍ତୁ…
କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ପ୍ରାଚୀନ ପରମ୍ପରା ଉପରେ ଆଧାର କରି ପ୍ରାକୃତିକ ଚିକିତ୍ସା ଏକ ରୋଗ ନିରାକରଣ ପଦ୍ଧତି। ପ୍ରକୃତିର ପାଞ୍ଚ ଉପାଦାନ ମୃତ୍ତିକା(ମାଟି), ଜଳ(ପାଣି), ସୂର୍ଯ୍ୟ କିରଣ(ଅଗ୍ନି), ବାୟୁ ଏବଂ ଆକାଶ ଭଳି ଉପାଦାନ ଦ୍ୱାରା ଶରୀରକୁ ଶୁଦ୍ଧ ଏବଂ ଠିକ୍ କରିବା ଉପଯୁକ୍ତ ଉପାୟ।
ପ୍ରତ୍ୟେକ ଛାତ୍ର ଏହି ୧୦ଟି ଅଧିକାରକୁ ଉପଭୋଗ କରିବା ଉଚିତ। ଏଥିରୁ ବଞ୍ଚିତ ହେଲେ ସେମାନେ କରିପାରିବେ ସ୍ୱର ଉତ୍ତୋଳନ। ଆସନ୍ତୁ ସେସବୁ ଅଧିକାର ବିଷୟରେ ଜାଣିବା।
ଅପସ୍ମାର ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷ୍ମଣ କିପରି ଆସନ୍ତୁ ଜାଣିବା।
ଭୋଜପୁରୀ ଅଭିନେତ୍ରୀ ନେହା ମଲିକ ପ୍ରତିଦିନ ନିଜର ଆକର୍ଷଣୀୟ ପୋଷ୍ଟ ଦ୍ୱାରା ସୋସିଆଲ ମିଡିଆର ତାପମାତ୍ରା ବଢାଇ ଚାଲିଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ଯେତେବେଳେ ବି ସେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରନ୍ତି, ଏହା ଭାଇରାଲ ହେବା ଆରମ୍ଭ...
ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ତେବେ ଆସନ୍ତୁ ୩ ଦିନରେ ସାରା ଦେଶରେ ଫିଲ୍ମ କେତେ କୋଟି ରୋଜଗାର କରିଛି ସେ ବିଷୟରେ ଜାଣିବା।
ରେଳ ବିଭାଗର RITES ନେଇ ଆସିଛି ଚାକିରି ସୁଯୋଗ। ଏନେଇ RITES ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।