ଛାଡ଼ଖାଇ, ଓଡ଼ିଶାରେ ପାଳନ ହେଉଥିବା ଏକ ସାମାଜିକ ଚଳଣି। ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ଼। ତେବେ ଏହିଦିନ ଆମିଷ...
ଆଜିକାଲି ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଚୁଟି ଝଡ଼ିବା ରୋକିବା ପାଇଁ ଘରୋଇ ଶାମ୍ପୁ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ। ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା…
ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ବର୍ତ୍ତମାନ ୫୯ ବର୍ଷୀୟ ଆମୀର ଖାନ୍ ତାଙ୍କ ଜୀବନକୁ ନେଇ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ ଏବେ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ଥିବା ବେଳେ ଏମିତି କ’ଣ କହିଛନ୍ତି ଆସନ୍ତୁ ଜାଣିବା।
'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିଛି। ୨୦୨୪ ବର୍ଷର ଏହା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସ୍ରେ ଆଶା କରାଯାଉଥିବା ରୋଜଗାର ଠାରୁ ଏହା କମ୍ ଆୟ କରିଛି।
ଅଭିନେତ୍ରୀ ପଲକ ତିୱାରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବହୁତ କମ୍ ବୟସରେ ଲୋକମାନଙ୍କ ମଧ୍ୟରେ ଏକ ଭଲ ନାଁ କରିଛନ୍ତି। ପଲକ ତିୱାରୀ ସର୍ବଦା ନିଜର ହଟ୍ ଲୁକ୍ ସହିତ ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରନ୍ତି।
ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।
ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ
ପିଲାମାନଙ୍କ ପ୍ରତି ନେହେରୁଙ୍କ ଭଲପାଇବା ଏବଂ ଉତ୍ସର୍ଗୀକୃତ ଭାବନା କାରଣରୁ ତାଙ୍କ ଜନ୍ମ ବାର୍ଷିକୀକୁ ‘ଶିଶୁ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ତେବେ ଶିଶୁ ଦିବସ କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା।
GAIL ଇଣ୍ଡିଆ ଲିମିଟେଡ୍ ନିଯୁକ୍ତି ଘୋଷଣା କରିଛି। ଏନେଇ GAIL ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଭିକି କୌଶଲଙ୍କ ପରବର୍ତ୍ତୀ ଫିଲ୍ମ ‘ମହାବତାର’ ଘୋଷଣା କରିଦିଆଯାଇଛି। ‘ମହାବତାର’ର କିଛି ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି ଯେଉଁଥିରେ ଭିକି କୌଶଲଙ୍କୁ ପର୍ଶୁରାମ ଭୂମିକାରେ ଦେଖିବାକୁ ମିଳେ। ତାଙ୍କର ଏମିତି ଅବତାର ଭୟଙ୍କର ଲାଗୁଥିବା ବେଳେ ତାଙ୍କୁ ଏମିତି ଲୁକ୍ରେ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି।
'କଙ୍ଗୁଭା'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ ହାଇପ୍ ରହିଛି। ବର୍ତ୍ତମାନ ଫିଲ୍ମଟି ଆଡ୍ଭାନ୍ସ ବୁକିଂରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ୍ କିଣୁଛନ୍ତି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ଆଗୁଆ ବୁକିଂରେ...
ଆଜି ତୁଳସୀ ବିବାହ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।
ଦୟା ଭାବନା ପ୍ରତ୍ୟେକ ମଣିଷର ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଛୋଟ ଛୋଟ ସାହାଯ୍ୟ ଅନେକଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହା କରିବା ଦ୍ୱାରା ଆପଣଙ୍କୁ ଅନେକ ମାନସିକ ଶାନ୍ତି ମିଳିବ।
ମିସ୍ ଟିନ୍ ୟୁନିଭର୍ସରେ ଚମକିଲେ ଓଡ଼ିଆ ଝିଅ। ଭାରତକୁ ଆସିଲା ମୁକୁଟ। ଭାରତକୁ ଏହି ମୁକୁଟ ଦେଇଛନ୍ତି ତୃଷ୍ଣା ରୟ। ଆସନ୍ତୁ ଜାଣିବା ସେ କିଏ?
ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଶ୍ରଦ୍ଧା ଦାସ ଅଭିନୟ ସହିତ ଏବେ ସଂଗୀତରେ ମଧ୍ୟ ନିଜର ପରିଚୟ ତିଆରି କଲେଣି। ସେ ଫିଲ୍ମ କଙ୍ଗୁଭାରେ ଏକ ଦମଦାର ଗୀତ ଗାଇଛନ୍ତି ଯାହା ବର୍ତ୍ତମାନ ୟୁଟ୍ୟୁବ୍ରେ ଲକ୍ଷାଧିକ ଭିୟୁ ପାଇବାରେ ଲାଗିଛି। ଶ୍ରଦ୍ଧା ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ବୋଲ୍ଡ ଲୁକ୍ ପାଇଁ ଲୋକମାନଙ୍କ...
ମନୋଜ ମିତ୍ର ମଙ୍ଗଳବାର ସକାଳେ ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ସକାଳ ୮:୫୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜାଣନ୍ତୁ ଅଭିନୟରେ ତାଙ୍କର ଅବଦାନ…
ନିମୋନିଆ ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା କାରଣରୁ ଶ୍ୱାସ ନେବାରେ କଷ୍ଟ ହୁଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ ପାଇଁ ଏହା ବହୁତ କଷ୍ଟଦାୟକ ହେବା ସହ ସାଂଘାତିକ ମଧ୍ୟ ହୋଇପାରେ। ଏମିତି କିଛି ସରଳ ଟିପ୍ସ ଅଛି ଯାହା...
ଭୀଷ୍ମ ପଞ୍ଚକ ସମୟରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ କେବଳ କ୍ଷୀର କିମ୍ବା ପାଣି ଖାଇବାର ବିଧି ଅଛି। ଭୀଷ୍ମ ପଞ୍ଚକକୁ ବିଷ୍ଣୁ ପଞ୍ଚକ ମଧ୍ୟ କୁହାଯାଏ।