ମଲାଇକାଙ୍କୁ ଡେନିମ୍ ଜିନ୍ସ ଏବଂ ଗୋଲାପୀ ରଙ୍ଗର ଓଭର ସାଇଜ୍ ସାର୍ଟରେ ଦେଖିବାକୁ ମିଳିଥିଲା।
ସେ ଏହି ଲୁକ୍କୁ ଏକ ସରଳ ଢଙ୍ଗରେ କ୍ୟାରି କରିଥିଲେ। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ।
ସେ ହାଲୁକା ମେକ୍ଅପ୍ ସହିତ କଳା ଚଷମା ପିନ୍ଧିଥିଲେ ଓ ସେ ମିଡିଲ୍ ପାର୍ଟେଡ୍ ବନ୍ ସହିତ ଲୁକ୍ ସମାପ୍ତ କରିଥିଲେ।
ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ ପୋଷାକ ମଲାଇକା ଆରୋରା ପ୍ରତ୍ୟେକ ଲୁକ୍ରେ ଲୋକଙ୍କ ମନ ମୋହନ୍ତି।
ମଲାଇକା ଆରୋରା ନିକଟରେ ଏକ ମରାଠୀ ଚଳଚ୍ଚିତ୍ରରେ ଏକ ଆଇଟମ୍ ଗୀତ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଡ୍ୟାନ୍ସକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
ବ୍ୟକ୍ତିଗତ ଜୀବନରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିଲେ। ତେବେ ବର୍ତ୍ତମାନ ଦୁହିଁ ବ୍ରେକ୍ଅପ୍ ହୋଇଛି।