• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Devara part 1 streaming on OTT Know 5 Things Before You Watch
Devara OTT Release: ଅପେକ୍ଷାର ଅନ୍ତ ଘଟିଲା; OTT ପ୍ଲାଟଫର୍ମରେ ରିଲିଜ୍ ହେଲା ‘ଦେବରା ପାର୍ଟ ୧’

‘ଦେବରା ପାର୍ଟ ୧’ ବର୍ତ୍ତମାନ OTT ରେ ରିଲିଜ୍ ହୋଇଛି। Jr NTR ଏବଂ ଜାହ୍ନଭୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହା ରିଲିଜ୍ ହୋଇଛି।

Nagma ready to marry top hero at age of 49
Nagma: ୪୯ ବର୍ଷରେ ବାହାହେବେ ବଡିଉଡ୍‌ର ଏହି ନାୟିକା ! ୩ ଜଣ ବିବାହିତଙ୍କ ସହ ଥିଲା ଚକ୍କର

ଇଣ୍ଡଷ୍ଟ୍ରିରେ ଏମିତି କିଛି ବ୍ୟାଚଲର ଅଛନ୍ତି, ଯଦି ସେମାନେ ଠିକ୍ ସମୟରେ ବିବାହ କରିଥାନ୍ତେ, ତେବେ ଆଜି ଜେଜେବାପା କି ଜେଜେମା ହୋଇଥାନ୍ତେ। ସେମିତି ଜଣେ ହେଲେ ନଗମା। ୪୯ ବର୍ଷୀୟ ଏହି ସୁନ୍ଦରୀ ଯିଏ ପୂର୍ବରୁ ୩ ଜଣ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ବିବାହ...

Birth anniversary of CV Raman know some unknown fact about great scientist
CV Raman Birth Anniversary 2024: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଭାବରେ ଇତିହାସ ସୃଷ୍ଟି କରିଥିଲେ ସିଭି ରମଣ

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

In India cancer patients are on the rise know how to prevent it
National Cancer Awareness Day 2024: ଭାରତରେ ବଢୁଛନ୍ତି କର୍କଟ ରୋଗୀ; ଜାଣନ୍ତୁ କିପରି ଏହାକୁ ରୋକାଯାଇ ପାରିବ

ଭାରତରେ ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ନୂତନ କର୍କଟ ରୋଗ ରିପୋର୍ଟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ୦୭ ନଭେମ୍ବରରେ ‘ଜାତୀୟ କର୍କଟ ସଚେତନତା ଦିବସ’ ପାଳନ କରାଯାଏ।

Infant Protection Day 2024 how to care Infant in winter
Infant Protection Day 2024: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ

ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେବେ ଗୋଟେ ଛୋଟ ପିଲାକୁ ପାଳି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ବାପାମାଆଙ୍କୁ ଅନେକ କଷ୍ଟ କରିବାକୁ ପଡେ। ଅନେକ ବାପାମାଆ ଏ ଦିଗରେ ଯତ୍ନବାନ ହୋଇଥିବା ବେଳେ କେତେକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି।

Ten useless degrees do not have guarantee jobs
Career Tips For Students: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯଦି ଆପଣ ଏକ ଡିଗ୍ରୀ ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ରିସର୍ଚ୍ଚ କରିବା ପରେ ନିଷ୍ପତ୍ତି ନେବା ଭଲ ହେବ। ବାସ୍ତବରେ, ଏମିତି ଅନେକ ପୁରାତନ ପାଠ୍ୟକ୍ରମ ଅଛି ଯାହାର ମୂଲ୍ୟ ହ୍ରାସ ପାଇଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।

Ranbir kapoor sai pallavi yash Ramayana first poster out
Ramayana Movie Release Date: ଆସିଲା ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ; ଏହି ଦିନ ହେବ ପ୍ରଥମ ଭାଗ ରିଲିଜ୍

ଫିଲ୍ମ 'ରାମାୟଣ'ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି ଏବଂ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ରଣବୀର କପୁରଙ୍କ 'ରାମାୟଣ' ଦେଖିବାକୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

Sharda Sinha Died worked in salman khan bhagyashree blockbuster film
Sharda Sinha Passes Away: ଆଉ ନାହାନ୍ତି ଛଠ୍ ଗାୟିକା ଶାରଦା ସିହ୍ନା; ପାଇଥିଲେ ‘ପଦ୍ମଶ୍ରୀ’ ଏବଂ ‘ପଦ୍ମ ଭୂଷଣ’

ଅନେକ ପ୍ରସିଦ୍ଧ ଛଠ୍ ଗୀତ ଗାଇଥିବା ଗାୟିକା ଶାରଦା ସିହ୍ନାଙ୍କର ଦେହାନ୍ତ ହୋଇଯାଇଛି। ଗାୟିକାଙ୍କ ପୁଅ ଅଂଶୁମାନ ସିହ୍ନା କହିଥିଲେ ଯେ ତାଙ୍କ ମା’ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ବଲିଉଡ୍‌ରେ ତାଙ୍କ ଗୀତ ମଧ୍ୟ ହିଟ୍ ହୋଇଥିଲା।

international day for preventing environmental exploitation during armed conflict
Environment in War and Armed Conflict: ଯୁଦ୍ଧ ଯୋଗୁଁ ନଷ୍ଟ ହେଉଛି ପର୍ଯ୍ୟାବରଣ; ରୋକିବାରେ କ’ଣ ହେବ ଆପଣଙ୍କ ଭୂମିକା

ଯୁଦ୍ଧ ସମୟରେ ଏହା ଦୂଷିତ ଜଳ, ଜଙ୍ଗଲ ଜାଳିବା, ପଶୁମାନଙ୍କୁ ମାରିବା ଇତ୍ୟାଦି ପରିବେଶକୁ ପ୍ରଭାବିତ କରିଥାଏ। ଏହାକୁ ଏଡାଇବା ପାଇଁ ଆପଣ କି ପଦକ୍ଷେପ ନେବେ ଜାଣନ୍ତୁ।

Disadvantages of modern dating trends know its emotional impact
Relationship Tips: ଏଭଳି ସଂପର୍କ କେବଳ ଫ୍ଲର୍ଟିଂ ଆଉ ଟାଇମ୍ ପାସ୍; ଜାଣିବା ପାଇଁ ଟିପ୍ସ

ଅନେକ ଯୋଡି ପରସ୍ପର ସହ କଥାବାର୍ତ୍ତା କରିବା କିମ୍ବା ଏକାଠି ସମୟ ବିତାଇବା ପରିବର୍ତ୍ତେ ଟେକ୍ସଟ୍ ଉପରେ ସମ୍ପର୍କ ବଜାୟ ରଖିବା ଆରମ୍ଭ କରିଛନ୍ତି। ଏହାକୁ “ଟେକ୍ସଟେସନ୍‌ସିପ୍” କୁହାଯାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଭାବପ୍ରବଣ ହୋଇ ଫସି ରହିଥିବାର ଅନୁଭବ କରନ୍ତି। ଆସନ୍ତୁ ଏହାର ଲକ୍ଷଣଗୁଡିକ ଜାଣିବା।

Best courses that can land you high salary jobs in google
How To Get Job In Google: ଗୁଗୁଲ ଅଫିସ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି…କରନ୍ତୁ ଏହି Courses, ମିଳିବ ହାଇ ସାଲାରୀ

ଯଦି ଆପଣ ଗୁଗୁଲରେ କାମ କରିବାକୁ ଆଗ୍ରହୀ, ତେବେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଧ୍ୟୟନ କରିବା କିମ୍ବା IIT, IIM ପରି ଅନୁଷ୍ଠାନରୁ ଡିଗ୍ରୀ ନେବାର ଆବଶ୍ୟକ ନାହିଁ। ଏଥିପାଇଁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା।

Khushi kapoor birthday celebration pyjama party with girl gang
Happy Birthday Khushi Kapoor: ପାଇଜାମା ପାର୍ଟି ଦେଇ ଜନ୍ମଦିନ ପାଳିଲେ ଖୁସି କପୁର

ବଲିଉଡ୍‌ ଅଭିନେତ୍ରୀ ଖୁସି କପୁରଙ୍କୁ ଆଜି ୨୪ ବର୍ଷ ହୋଇଛି। ତାଙ୍କ ଜନ୍ମଦିନରେ ସେ ଏକ ପାଇଜାମା ପାର୍ଟି କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁସି କପୁର ତାଙ୍କ ଗାର୍ଲ ଗ୍ୟାଙ୍ଗ୍‌ ସହିତ ତାଙ୍କର ଏହି ପାଇଜାମା ପାର୍ଟିରେ ଖୁବ୍ ମସ୍ତି କରିଛନ୍ତି।

Salman khan shot for sikandar movie in Hyderabad amid tight security
Salman Khan Begins Sikandar Shooting: ମିଳୁଛି ଲଗାତର ଧମକ, ଡର ନାହିଁ: ହାଇଦ୍ରାବାଦରେ 'ସିକନ୍ଦର' ପାଇଁ ସୁଟିଂ କଲେ ସଲମାନ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ମୃତ୍ୟୁ ଧମକ ମିଳିଛି। ତେବେ ଏହି ସମୟରେ ହାଇଦ୍ରାବାଦରେ କଡା ସୁରକ୍ଷା ମଧ୍ୟରେ ଭାଇଜାନ ତାଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ କରିଛନ୍ତି।

kl rahul and athiya shetty love story timeline
Happy Birthday Athiya Shetty: ଆଥିଆ ଶେଟ୍ଟୀଙ୍କ ପ୍ରେମ କାହାଣୀ: ବନ୍ଧୁତାରୁ ଆରମ୍ଭ ପ୍ରେମ, ଇନ୍‌ଷ୍ଟାଗ୍ରାମ୍‌ରେ ହେଲା ଲିକ୍

ଆଜି ଅଭିନେତ୍ରୀ ଆଥିଆ ଶେଟ୍ଟୀ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କ୍ରିକେଟର୍ କେଏଲ୍ ରାହୁଲଙ୍କ ସହ ସୁଖମୟ ବୈବାହୀକ ଜୀବନ ଜୀଉଁଛନ୍ତି। ଆସନ୍ତୁ ଜାଣିବା କିପରି ସେମାନଙ୍କ ପ୍ରେମ ହୋଇଥିଲା।

tsunami
World Tsunami Awareness Day 2024: ସୁନାମି ପରି ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ୫ଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

ଏହି ସୁନାମି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୫ ନଭେମ୍ବରରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ‘ବିଶ୍ୱ ସୁନାମି ସଚେତନତା ଦିବସ’ରେ, ଆପଣ ୫ଟି ଜିନିଷ କିମ୍ବା ଶିକ୍ଷାକୁ ମନେ ରଖିବା ଉଚିତ ଯାହାର ଆଧାରରେ ଏକ ବଡ଼ ସୁନାମିକୁ ମଧ୍ୟ ଏଡ଼ାଯାଇପାରିବ।

Garasiya tribe culture unmarried couples
Ajab Gajab: ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ !

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍‌ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।

If children are using social media then make these settings in the phone
Technology: ଆପଣଙ୍କ ପିଲା ବ୍ୟବହାର କରୁଛନ୍ତି କି ସୋସିଆଲ ମିଡିଆ… ଫୋନ୍‌ରେ କରନ୍ତୁ ଏହି ୫ ସେଟିଂ

ଟେକ୍ କମ୍ପାନୀଗୁଡିକ ସେମାନଙ୍କ ଫୋନ୍ ଏବଂ ଆପ୍‌ରେ ଏହିପରି ସୁବିଧା ଯୋଗାଇ ଦେଇଛନ୍ତି। ଏହି ସୁବିଧା ମାଧ୍ୟମରେ ବାପାମାଆ ସେମାନଙ୍କ ପିଲାମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖିପାରିବେ ଏବଂ ଫୋନ୍‌ରେ ଆବଶ୍ୟକ ସେଟିଂ ମଧ୍ୟ କରିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

Sunny leone Daniel weber renew their wedding vows
Sunny Leone: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବୋଲ୍ଡ କ୍ୱିନ୍ ସନ୍ନି ଲିଓନ; ଦ୍ୱିତୀୟ ଥର ବାହାହେଲେ

ଦ୍ୱିତୀୟ ଥର ବାହା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବୋଲ୍ଡ କ୍ୱିନ୍ ସନ୍ନି ଲିଓନ। ଏକ ସୂତ୍ରରୁ ପ୍ରକାଶ ଯେ ସନ୍ନି ଲିଓନ ଏବଂ ଡାନିଏଲ ୱେବର ଦୀର୍ଘ ଦିନ ଧରି ବିବାହ ଶପଥକୁ ପୁନରାବୃତ୍ତି କରିବାକୁ ଚାହୁଁଥିଲେ। ସେମାନଙ୍କର ପିଲାମାନେ ନିଶା, ନେହା ଏବଂ ଅଶର ଏହାର...

38 year old actress got married for second time to baba kriss venugopal
Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଦିବ୍ୟା ଶ୍ରୀଧର। ଦିବ୍ୟାଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ କ୍ରିସ୍ ତାଙ୍କ ଠାରୁ ୧୧ ବର୍ଷ ବଡ। ଏହି ବିବାହର ଫଟୋ ସେମାନଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର ହୋଇଛି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Mobile Phones
Yogasana: ଯେତେ ଚେଷ୍ଟା କଲେ ଛାଡ଼ି ହେଉନି କି ସ୍ମାର୍ଟଫୋନ୍ ନିଶା; କରନ୍ତୁ ଏହି ଯୋଗ, ଆପେ ଆପେ ଛାଡ଼ିଯିବ

ଧୀରେ ଧୀରେ ସ୍ମାର୍ଟଫୋନ୍ ସହିତ ଆମେ ଏମିତି ଅଭ୍ୟସ୍ତ ହୋଇଗଲୁଣି ଯେ ଫୋନ୍ ବ୍ୟବହାର କରିବାରେ ଆମର ପୂରା ଦିନ ଚାଲିଯାଉଛି। ଅନ୍ୟ କାମରେ ହେଳା ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଯାଇଛି। ଏହି ନିଶା ଛଡେଇବା ପାଇଁ କରନ୍ତୁ ଏହି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।