• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World meteorological day 2024 know career option in field of meteorology
World Meteorological Day 2024: ପାଣିପାଗ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି… କରନ୍ତୁ ଏହି କୋର୍ସ

ପାଣିପାଗ ବିଜ୍ଞାନରେ ବିଶେଷଜ୍ଞ ଥିବା ବୃତ୍ତିଗତମାନଙ୍କୁ ପାଣିପାଗ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ ଏବଂ ବାୟୁମଣ୍ଡଳୀୟ ବୈଜ୍ଞାନିକ କୁହାଯାଏ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର ମଧ୍ୟ କରିପାରିବେ।

Shaheed Divas 2024 why do we celebrate martyrs day
Shaheed Divas 2024: ଭାରତରେ କାହିଁକି ପାଳିତ ହୁଏ ଦୁଇଟି ‘ଶହୀଦ ଦିବସ’

ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

These opposite food combinations is harmful avoid eating together
Health Tips: କେବେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟର ମିଶ୍ରଣ; ହଜମ ପ୍ରକ୍ରିୟା ହୋଇପାରେ ଦୁର୍ବଳ

ବିଭିନ୍ନ ଖାଦ୍ୟର ପ୍ରକୃତି ଭିନ୍ନ ହୋଇଥାଏ। କିଛି ଖାଦ୍ୟ ଥଣ୍ଡା ପ୍ରକୃତିର ହୋଇଥିବା ବେଳେ କିଛି ଗରମ ପ୍ରକୃତିର ହୋଇଥାଏ। ଏପରି ପରିସ୍ଥିତିରେ ଥଣ୍ଡା ଏବଂ ଗରମ ଖାଦ୍ୟକୁ ଏକାଠି ଖାଇବା ଲାଭଦାୟକ ନୁହେଁ। ଆୟୁର୍ବେଦ ମତରେ ବିପରୀତ ଖାଦ୍ୟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅନେକ ହାନୀକାରକ।

Want manager job with 220000 salary apply at sail
SAIL Recruitment 2024: ଆପଣ ୨ଲକ୍ଷ ଟଙ୍କା ପରେ ଦରମା ବାଲା ଚାକିରି ଚାହୁଁଛନ୍ତି କି… SAIL ରେ କରନ୍ତୁ ଆବେଦନ

ଅନେକ ଉଚ୍ଚଶିକ୍ଷିତଙ୍କ ଲକ୍ଷ ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା। ଆପଣ ଯଦି ଏହି ଲକ୍ଷରେ ଅଛନ୍ତି ତେବେ ସୁଯୋଗ ଆପଣଙ୍କ ହାତରେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏହି ସୁଯୋଗ ନେଇଆସିଛି।

Some amazing foods to gain weight in just 7 days
Health Tips: ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି, ଯାହା ଖାଇଲେ ଦେହରେ ଲାଗୁନି… ମାନନ୍ତୁ ଏହି ଟିପ୍ସ… ହେଇଯିବେ ସୁସ୍ଥ-ଶବଳ

ଯଦି ଆପଣ ଯଦି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ...

Tridha choudhary shared video in black swimsuit on beach
ସମୁଦ୍ର କୂଳରେ ମନ ମୋହିଲେ ‘ଆଶ୍ରମ’ର ବବିତା ଭାବି; ପ୍ରଶଂସକ କହିଲେ…

‘ଆଶ୍ରମ’ରେ ବବିତାଙ୍କ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି। ବବିତା ଭାବି ସମୁଦ୍ର କୂଳରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

Ten easy way how to save your own water
World Water Day 2024: ନିଜ ଘରର ପାଣିକୁ ସଂରକ୍ଷଣ କରିବା ନେଇ ୧୦ଟି ସହଜ ଉପାୟ

ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ...

World Down Syndrome Day 2024 This year theme is
World Down Syndrome Day 2024: ଆସ ଏକ ହେବା, ଡାଉନ୍ ସିଣ୍ଡ୍ରୋମ ସହିତ ଜଡ଼ିତ ଭେଦଭାବ ବିରୋଧରେ ଲଢ଼ିବା

ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।

World Poetry Day 2024: a strong poem can oscillates the power
World Poetry Day 2024: ଇଣ୍ଟର୍‌ନେଟ୍‌ ଯୁଗରେ ବି ଏକ ସୁନ୍ଦର କବିତା କଠୋର ହୃଦୟକୁ ତରଳେଇଦିଏ

କବିତା ହୃଦୟର ସବୁଠାରୁ ନିକଟତମ ଅଂଶ। ଆମେ ଯେତେବେଳେ କୌଣସି କଥାକୁ ଅନେକ ପୃଷ୍ଠାରେ ବି ପ୍ରକାଶ କରିପାରିବୁ ନାହିଁ, କବିତାର ଗୋଟିଏ ଧାଡିରେ ଏହାକୁ କହିଦେଇ ପାରୁ। ଇତିହାସ ଏହାର ସାକ୍ଷୀ ଯେ କବିତାରେ କ୍ଷମତାର ଶକ୍ତି ମଧ୍ୟ ଦୋହଲିଯାଏ ଏବଂ ହୃଦୟ ମଧ୍ୟ ତରଳିଯାଏ।

bsf recruitment 2024 for 82 group b-c posts
BSF Recruitment 2024: ସୀମା ସୁରକ୍ଷା ବଳରେ ଚାକିରି ସୁଯୋଗ; ଏକ ଲକ୍ଷ ପରେ ଦରମା

ଆପଣ ଯଦି ସେନା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ସୀମା ସୁରକ୍ଷା ବଳ(BSF) । ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

Mukesh khanna rejects akshay kumar shah rukh khan as shaktimaan
ଶାହରୁଖ-ଅଜୟ-ଅକ୍ଷୟ-ଟାଇଗର୍‌ଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; ଶକ୍ତିମାନ ହେବାକୁ ଚେହେରା ନାହିଁ

‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ...

Kanguva sizzle teaser whopping 12 million plus views in 18 hours
Kanguva Teaser Release: ଆସିଲା ‘କଙ୍ଗୁଭା’ର ଟିଜର୍; ଭୟଙ୍କର ଭୂମିକାରେ ବବି ଦେଓଲଙ୍କ ଜଲୱା

ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍...

Know 4 secret to be happy from lord krishna
International Day of Happiness 2024: ଜୀବନରେ ଯଦି ଖୁସି ରହିବାକୁ ଚାହାନ୍ତି, ଆଜିଠାରୁ ଛାଡନ୍ତୁ ଏହି ୪ ଅଭ୍ୟାସ

ସମଗ୍ର ଜୀବନ ଖୁସିରେ ବିତିଯାଉ କିଏ ବା ନ ଚାହେଁ। ଜୀବନରେ ଟିକିଏ ଖୁସି ପାଇଁ ସମସ୍ତେ ଲାଗିପଡନ୍ତି। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଏହା ସାତ ସପନ ପରି ହୋଇଯାଇଛି। ଲାଗୁଛି ସମସ୍ତଙ୍କ ପାଖରେ ଖୁସିର ଅଭାବ ଅଛି। ତେବେ ଆସନ୍ତୁ ଜଣେ ମଣିଷ ଖୁସି ରହିବାକୁ...

Meaning and importance of nightmares and dreams seeing
Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ

ସ୍ୱପ୍ନର ଦୁନିଆ ବାସ୍ତବରେ ଭିନ୍ନ ହୋଇଥାଏ। ସ୍ୱପ୍ନ ଦେଖିବା ଶୋଇବା ପରି ସ୍ୱାଭାବିକ ହୋଇଥାଏ। ଅନେକ ସମୟରେ ଏମିତି ହୁଏ ଯେ ଆମେ ସ୍ୱପ୍ନ ଦେଖି ଡରିଯିବା, ଦ୍ୱନ୍ଦ୍ୱରେ କିମ୍ବା ବିବ୍ରତ ହୋଇ ଉଠିପଡିବା। ତେବେ ଏହି ସ୍ୱପ୍ନ କେବଳ ତୁଚ୍ଛାଟାରେ ଘଟେ ନାହିଁ, ଏସବୁ ମଧ୍ୟ ଅନେକ...

Ranu mondal new singing video viral in bridal dress
Viral Video: କନିଆଁ ସାଜି ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ; ଲୋକେ କହୁଛନ୍ତି ଏମିତି….

ଏବେ ରାନୁ ମଣ୍ଡଳଙ୍କର ଆଉ ଏକ ଗୀତ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଥର ସେ ପ୍ରଶଂସକଙ୍କ ପ୍ରଶଂସା ପାଉନାହାଁନ୍ତି। ଅପରପକ୍ଷେ, ପ୍ରଶଂସକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।

Holi Festival 2024 Who played the worlds first holi
Holi Festival 2024: ହିନ୍ଦୁ ଧର୍ମର ଏହି ଶ୍ରେଷ୍ଠ ଦେବତା ପ୍ରଥମେ ଖେଳିଥିଲେ ହୋଲି

ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠିଲେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣିକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ...

Dola Jatra sharing love and affection among villages
Dola Jatra 2024: ଫଗୁ ଦଶମୀରୁ ଦୋଳଯାତ୍ରାର ଉତ୍ସାହରେ ଝୁମିଉଠେ ଓଡ଼ିଶାର ପୁରପଲ୍ଲୀ, ବାଣ୍ଟେ ସ୍ନେହ-ପ୍ରେମ

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ।

Holi festival 2024 tips to remove holi colors
Holi Festival 2024: ରଙ୍ଗ ଛଡେଇବା ଭୟରେ ହୋଲି ଖେଳୁ ନାହାନ୍ତି କି… ଜାଣନ୍ତୁ ରଙ୍ଗ ଛଡେଇବାର ସହଜ ଉପାୟ

ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ...

For happy life 5 things to bring home this holi
Holi Festival 2024: ହୋଲିର ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ଏହି ୫ ଜିନିଷ; ହୋଇଯିବେ ଧନୀ

ଅନେକ ସମୟରେ, ଅନେକ ଚେଷ୍ଟା ସତ୍ତ୍ୱେ ଜଣେ ଜୀବନରେ ସଫଳତା ପାଏ ନାହିଁ କି ଶୁଭ ମୁହୂର୍ତ୍ତ ଘରକୁ ଆସେ ନାହିଁ। ଏଭଳି ପରିସ୍ଥିତିରେ ହୋଲି ଦିନ କିଛି ଜିନିଷ ଘରକୁ ଆଣି ଜୀବନରୁ ଅନେକ ନକାରାତ୍ମକ ଚିନ୍ତାକୁ ହଟାଯାଇପାରିବ। ତେବେ ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ବିସ୍ତୃତ...

Special dola jatra in Puri temple
Dola Jatra 2024: ଦୋଳମଣ୍ଡପରେ କାହିଁକି ପୂଜା ପାଆନ୍ତି ଦୋଳଗୋବିନ୍ଦ ଓ ଭୂଦେବୀ-ଶ୍ରୀଦେବୀ

ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।