• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Monalisa look so beautiful in simple saree see her stunning poses
ନିଦ ହଜେଇଲା ମୋନାଲିସାଙ୍କ ଶାଢି ଲୁକ୍; ହେଉଛି ଭାଇରାଲ୍

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଖବରରେ ରହିଥା’ନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ୍‌ କରନ୍ତି, ପ୍ରଶଂସକଙ୍କ ଆଖିରୁ ତାଙ୍କ ଠାରେ ଲାଖିଯାଏ। ତାଙ୍କ ଚେହେରା ସମସ୍ତଙ୍କୁ ବଶୀଭୂତ କରିଦିଏ।

South superstar Chiranjeevi will make a fuss
Vishwambhara Teaser: ଆସିଲା ‘ବିଶ୍ୱମ୍ଭରା’ର ଟିଜର୍; ହଙ୍ଗାମା କରିବେ ସାଉଥ୍ ସୁପର୍‌ଷ୍ଟାର୍ ଚିରଞ୍ଜୀବୀ

ଲାଗୁଛି ୨୦୨୫ ଏକ ଧମାକାଦାର ଆରମ୍ଭ ହେବାକୁ ଯାଉଛି। ଏହା ଆମେ କହୁନାହୁଁ ବରଂ କିଛି ସମୟ ପୂର୍ବରୁ ନିର୍ମାତା ରିଲିଜ୍ କରିଥିବା ସାଉଥ୍ ମେଗାଷ୍ଟାରଙ୍କ ଆଗାମୀ ଫିଲ୍ମ ‘ବିଶ୍ୱମ୍ଭରା’ର ଟିଜର୍‌ କହୁଛି। ଏହି ଫିଲ୍ମରେ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀଙ୍କ ଏକ ଚମତ୍କାର ଅବତାର ଦେଖିବାକୁ ମିଳୁଛି।

Hair Care Tips How to to get smooth and shining hair
Hair Care Tips: ଭେଣ୍ଡିରେ ତିଆରି କରନ୍ତୁ ହେୟାର ସ୍ପା ଜେଲ୍‌; ସବୁବେଳେ ଚକ୍‌ଚକ୍ କରିବ ଚୁଟି

ବଜାରରେ ଉପଲବ୍ଧ ରାସାୟନିକ କେଶ ଉତ୍ପାଦଠାରୁ ଦୂରରେ ରହି, ଲୋକମାନେ ବର୍ତ୍ତମାନ ଘରେ ତିଆରି ହେୟାର ଜେଲ୍‌ କିମ୍ବା ହେୟାର ମାସ୍କ ବ୍ୟବହାର କରୁଛନ୍ତି। ଆଜିକାଲି ଏହିପରି ଗୋଟିଏ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି ଏବଂ ତାହା ହେଉଛି ଭେଣ୍ଡିରୁ ତିଆରି DIY ହେୟାର ସ୍ପା ଜେଲ୍।

Jellyfish parenting is in trend now know its features
Parenting Tips: ଏବେ ଚର୍ଚ୍ଚାରେ ଜେଲିଫିସ୍ ପ୍ୟାରେଣ୍ଟିଂ; ଜାଣନ୍ତୁ ଏଥିରେ କିପରି ନିଆଯାଏ ପିଲାର ଯତ୍ନ

ଜେଲିଫିସ୍ ପ୍ୟାରେଣ୍ଟିଂରେ ପିଲାମାନଙ୍କୁ ନିଜ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦିଆଯାଏ। ବାପାମାଆମାନେ ପିଲାମାନଙ୍କର ପସନ୍ଦ ଏବଂ ଆଗ୍ରହକୁ ସମ୍ମାନ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବିଚାରକୁ ପ୍ରକାଶ କରିବାକୁ ଉତ୍ସାହିତ କରନ୍ତି। ଜାଣନ୍ତୁ ଏହାର ସୁବିଧା ଓ ଅସୁବିଧା।

Why the holy idol of the goddess Durga made of clay in the brothel
Durga Puja 2024: ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୁଏ ଦେବୀଙ୍କ ପବିତ୍ର ପ୍ରତିମା…

ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି।

OSSC LTRT Recruitment 2024 Post apply for 6025 LTR Teacher
OSSC LTRT Recruitment 2024: ଓଡ଼ିଶା ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି।

Disha patani new hot and sizzling look goes viral on social media
ଷ୍ଟାଇଲିସ୍ ଲୁକ୍‌ରେ ଲୋକଙ୍କୁ ଦିବାନା କଲେ ବୋଲ୍ଡ ଅଭିନେତ୍ରୀ ଦିଶା ପାଟନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପାଟନୀ ପୁଣି ଥରେ ନିଜର ଷ୍ଟାଇଲିସ୍ ଲୁକ୍ ସହ ସୋସିଆଲ ମିଡିଆରେ ହେଡ୍‌ଲାଇନ୍‌ ସୃଷ୍ଟି କରିଛନ୍ତି। ଦିଶା ଏହି ଫଟୋ ପୋଷ୍ଟ କରିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଏହା ଏକ ବିରାଟ କ୍ରେଜ୍ ହୋଇଯାଇଛି। ଖୁବ୍ କମ ସମୟ ମଧ୍ୟରେ ତାଙ୍କ ପୋଷ୍ଟରେ...

When amitabh bachchan slept on marine drive with rats
Amitabh Bachchan Birthday: ଅମିତାଭ ବଚ୍ଚନଙ୍କ ସଂଘର୍ଷର କାହାଣୀ; ଦିନେ ଶୋଇବାକୁ ନ ଥିଲା ଯାଗା

ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡର ଗର୍ବ ଏବଂ ଗୌରବ। ସେ କେବଳ ହିନ୍ଦୀ ସିନେମାରେ ନୁହେଁ ସାଉଥ୍‌ରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ଅଭିନୟ ଏବଂ ଗୀତରେ ଲୋକଙ୍କୁ ପ୍ରଭାବିତ କରିଛନ୍ତି। ଆଜି ବଲିଉଡ୍‌ରେ ଚତୁର୍ଥ ଧନୀ ସେଲିବ୍ରେଟି ଭାବେ ଗଣା ହେଉଥିବା ବିଗ୍ ବି’ଙ୍କ ପାଖରେ...

How pandav do tough fasts what they eat in it
Mahabharat Katha: ପାଣ୍ଡବମାନେ କିପରି କରୁଥିଲେ ଉପବାସ; ଭାଙ୍ଗିବା ପରେ କ’ଣ ଖାଉଥିଲେ

ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।

Sharadiya Navratri 2024 Kanya Pujan Vidhi
Navratri 2024: ଗୋଟିଏ ଦିନରେ ଅଷ୍ଟମୀ-ନବମୀ; ଜାଣନ୍ତୁ କେବେ କରିବେ କନ୍ୟା ପୂଜା

ଭକ୍ତମାନେ ନବରାତ୍ରୀର ଅଷ୍ଟମୀରେ ଏବଂ କେତେକ ନବମୀ ତିଥିରେ ମଧ୍ୟ ପୂଜା କରନ୍ତି। କିନ୍ତୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅଷ୍ଟମୀ ଏବଂ ନବମୀ ତିଥି ଗୋଟିଏ ଦିନରେ ପଡୁଛି। ତେଣୁ କନ୍ୟା ପୂଜା କେବେ କରାଯିବା ଉଚିତ ସେନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି।

World Mental Health Day 2024
World Mental Health Day 2024: ବଢି ଚାଲିଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା; ପରିବର୍ତ୍ତନ କରନ୍ତୁ ଏହି ଅଭ୍ୟାସ, ରହିବେ ସୁସ୍ଥ ଏବଂ ଫିଟ୍

ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ...

Odisha Police Driver  Recruitment 2024 Apply for 405 posts
Odisha Police Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ଡ୍ରାଇଭର୍ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି ପାଇଁ ଅନେକ ଯୁବକ ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା...

Sara ali khan snapped at gym in juhu see her latest stunning poses
ସାରା ଅଲି ଖାନଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି ଲାଖିଲା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ ନିଜର କ୍ୟୁଟ୍‌ନେସ୍ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ତାଙ୍କର ଚମତ୍କାର ଚେହେରା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି କ୍ଲାନ୍ତ ହୁଅନ୍ତି ନାହିଁ। ଏହି ସମୟରେ ଅଭିନେତ୍ରୀଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି...

Singham again star cast fees revealed know whose payment highest
Star Cast Fees: ‘ସିଙ୍ଗମ୍ ଏଗେନ୍’ରେ ଖର୍ଚ୍ଚ ହୋଇଛି ୩୫୦ କୋଟି; କିଏ ନେଲେ ବଡ଼ ଫି, ଅକ୍ଷୟ ନା ଅଜୟ

ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍‌ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ...

Man do household chores attract women
Relationship Tips: ଆପଣ ନିଜ ବୈବାହିକ ଜୀବନକୁ ରୋମାନ୍ସରେ ପରିପୂର୍ଣ୍ଣ କରିବାକୁ ଚାହାଁନ୍ତି କି; କରନ୍ତୁ ଏହି କାମ

ଯଦି ଆପଣ ନିଜ ପତ୍ନୀଙ୍କଠାରୁ ଅଧିକ ପ୍ରେମ ପାଇବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ କ’ଣ କରିବେ? ବୈଜ୍ଞାନିକମାନେ ଏହାର ରହସ୍ୟ ଆବିଷ୍କାର କରିଛନ୍ତି। ଜାଣନ୍ତୁ ପତ୍ନୀଙ୍କୁ ଅଧିକ ଆକର୍ଷଣ କରିବାକୁ ହେଲେ କ’ଣ କରିବାକୁ ହେବ…

Shardiya Navratri Day 7 Maa Kalratri Puja
Navratri 2024: ଆଜି ମା’ କାଳରାତ୍ରୀ ପୂଜା; ଜାଣନ୍ତୁ କାହିଁକି ଜନ୍ମ ନେଲେ ଦେବୀ

ସମସ୍ତ ମନ୍ଦ ଶକ୍ତିକୁ ନିଜ ପାଖରୁ ଦୂରେଇ ରଖିବା ନେଇ ନବରାତ୍ରୀର ସପ୍ତମ ଦିନରେ ଦେବୀ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଜାଣନ୍ତୁ ଦେବୀଙ୍କ ରୂପ କିପରି…

Announced Barsha Literature Award 2024
ଘୋଷଣା ହେଲା ବର୍ଷା ସାହିତ୍ୟ ସମ୍ମାନ-୨୦୨୪; ଅଲେଖ ବେହେରାଙ୍କୁ ବର୍ଷା କଥା ସମ୍ମାନ

‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ଦ୍ୱିତୀୟ ବର୍ଷା ସମ୍ମାନ-୨୦୨୪ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ।

ITBP Medical Officer Recruitment 2024 Apply for 345 posts
ITBP Doctor Recruitment 2024: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସରେ ପୂରଣ ହେବ ମେଡିକାଲ୍ ଅଫିସର ପଦବୀ

ଆପଣଙ୍କର ଯଦି ମେଡିକାଲ୍ ଅଫିସର୍‌ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା...

Mithun chakraborty arrived at 70th national film awards
ମୁଁ ଯେତେ କଷ୍ଟ ସହିଛି, ଲାଗୁଛି ଭଗବାନ ମୋତେ ସୁଧ ସହିତ ଫେରାଇ ଦେଇଛନ୍ତି: ମିଥୁନ୍ ଚକ୍ରବର୍ତ୍ତୀ

'ଜାତୀୟ ଚଳଚ୍ଚିତ୍ର ପୁରସ୍କାର' ସମାରୋହରେ ପହଞ୍ଚିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ତାଙ୍କୁ ଆଜି ଦାଦାସାହେବ ଫାଲ’କେ ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମିଥୁନ୍ ଖୁସି ବ୍ୟକ୍ତ କରିଛନ୍ତି।

Ranveer singh deepika padukone life divided in shifts
ଝିଅ ପାଇଁ ଦିନ-ରାତି ବାଣ୍ଟିଲେ ରଣବୀର-ଦୀପିକା; ଜାଣନ୍ତୁ କାହାର କେଉଁ ସିଫ୍ଟ…

‘ସିଙ୍ଘମ୍‌ ଏଗେନ୍’ର ଟ୍ରେଲର୍‌ ଲଞ୍ଚ୍‌ ଇଭେଣ୍ଟ୍‌ରେ ପୁରା ଷ୍ଟାର୍‌ କାଷ୍ଟ୍‌ ଉପସ୍ଥିତ ଥିବାବେଳେ ଦୀପିକା ପାଦୁକୋନ ଯୋଗ ଦେଇପାରି ନ ଥିଲେ। ସେ ଏହି ଫିଲ୍ମରେ ଲେଡି ସିଙ୍ଘମ୍‌ ବା ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ନଜର ଆସିଛନ୍ତି। ତେବେ ସେ କାହିଁକି ଆସିପାରି ନ ଥିଲେ ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।