Advertisment

ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ରାଜଧାନୀ; କାହାକୁ ନାହିଁ ନିସ୍ତାର

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍‌ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ସମସ୍ତେ ଆତଙ୍କିତ। ତେବେ ଆସନ୍ତୁ ଭୁବନେଶ୍ୱରର କିଛି ଦୃଶ୍ୟକୁ ଦେଖିନେବା ଫଟୋ ମାଧ୍ୟମରେ।

author-image
Pramod Behera
Severe heat wave in Bhubaneswar

Severe heat wave in Bhubaneswar

Advertisment
Advertisment