Advertisment

ICAR IARI Recruitment 2024: ମାଷ୍ଟର ଡିଗ୍ରୀ କରିଥିଲେ ICAR ରେ ଚାକିରି; ଦରମା ୫୪ ହଜାର

ICARରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏନେଇ ICAR ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଏକ ବଡ଼ ସୁଯୋଗ ଅପେକ୍ଷା କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
ICAR IARI Recruitment 2024

ICAR IARI Recruitment appy for 15 posts

ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ICAR) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏନେଇ ICAR ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଏକ ବଡ଼ ସୁଯୋଗ ଅପେକ୍ଷା କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ICAR IARI ରେ ରିସର୍ଚ୍ଚ ଆସୋସିଏଟ୍ (RA), ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ୟଙ୍ଗ୍‌ ପ୍ରଫେସନାଲ୍ II (YP) ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୫ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ୬୫୦ରୁ ଅଧିକ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ICAR IARI ର ଅଫିସିଆଲ୍ ୱେବ୍‌ସାଇଟ୍‌ iari.res.inକୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ICAR IARI Recruitment appy for 15 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱାକ୍-ଇନ୍-ଇଣ୍ଟରଭିୟୁ ଆରମ୍ଭ – ୨୯ ଏପ୍ରିଲ୍ ୦୨୪
  • ୱାକ୍-ଇନ୍-ଇଣ୍ଟରଭିୟୁ ଶେଷ – ୨୪ ମେ ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ରିସର୍ଚ୍ଚ ଆସୋସିଏଟ୍ (RA) – ୦୪ଟି ପୋଷ୍ଟ
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୦୬ଟି ପୋଷ୍ଟ
  • ୟଙ୍ଗ୍‌ ପ୍ରଫେସନାଲ୍ II (YP) – ୦୪ଟି ପୋଷ୍ଟ
  • ୟଙ୍ଗ୍‌ ପ୍ରଫେସନାଲ୍ II (IT) – ୦୧ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ରିସର୍ଚ୍ଚ ଆସୋସିଏଟ୍ (RA) – Phd ଡିଗ୍ରୀ
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ
  • ୟଙ୍ଗ୍‌ ପ୍ରଫେସନାଲ୍ II – ପୋଷ୍ଟ୍ ଗ୍ରାଜୁଏଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ରିସର୍ଚ୍ଚ ଆସୋସିଏଟ୍ (RA) – ୪୦ରୁ ୪୫ ବର୍ଷ
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫ରୁ ୪୦ ବର୍ଷ
  • ୟଙ୍ଗ୍‌ ପ୍ରଫେସନାଲ୍ II – ୨୧ରୁ ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: UPSC ଜାରି କଲା ବାର୍ଷିକ କ୍ୟାଲେଣ୍ଡର ୨୦୨୫; ଦେଖନ୍ତୁ କେଉଁ ପରୀକ୍ଷା କେବେ…

ଦରମା:

  • ରିସର୍ଚ୍ଚ ଆସୋସିଏଟ୍ (RA) – ୫୪,୦୦୦ ଟଙ୍କା
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫,୦୦୦ ଟଙ୍କା
  • ୟଙ୍ଗ୍‌ ପ୍ରଫେସନାଲ୍ II – ୪୨,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Govt Jobs ICAR
Advertisment
Advertisment