ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ମଙ୍ଗଳବାର,ଚନ୍ଦ୍ର- ଧନୁ ଦିବା ୧୦.୩୫ ଗତେ ମକର,ତିଥି-୬ଷ୍ଠୀ ପ୍ରାତଃ ୦୭.୦୫ ଗତେ ୭ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୩୫ ଗତେ ସିଂହ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶ ହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୦୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୦୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Also Read
ଶୁଭ ସମୟ:
ଦିବା-୦୮.୩୨ ରୁ ୧୦.୨୭
ଦିବା-୦୧.୦୦ ରୁ ୦୧.୧୯
ଦିବା-୦୪.୩୦ ରୁ ୦୫.୧୫
ସନ୍ଧ୍ୟା-୦୬.୦୫ ରୁ ୦୬.୫୧
ରାତ୍ରି-୦୯.୦୬ ରୁ ୧୧.୨୧
ରାତ୍ରି- ୦୧.୩୬ ରୁ ୦୩.୦୬
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ -ଦିବା ୦୨.୫୪ ରୁ ୦୪.୩୦
କାଳବେଳା- ଦିବା ୦୧.୧୯ ରୁ ୦୨.୫୪
ବାରବେଳା- ପ୍ରାତଃ ୦୬.୫୭ ରୁ ୦୮.୩୨
କାଳରାତ୍ରି- ରାତ୍ରି ୦୭.୩୦ ରୁ ୦୮.୫୪