gulapjamun
ଗୋଲାପଜାମୁର ସହରର ରସାଳ କାହାଣୀ
ଏହି ଗୋଲ ଗୋଲ ଜିନିଷଟିକୁ ତେଲ କିମ୍ୱା ଘିଅରେ ହାଲକା ବାଦାମୀ କରି ଛାଣିବା ପରେ ଶିରାରେ ପକାଇଦେବେ। ଏବେ ଏଥିରୁ ଗୋଟିଏ ନେଇ ପାଟିରେ ରଖିବେ, ଓଃ.. ପାଟିରେ ତ ମିଳାଇଯିବ ଓ ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ। ଦର୍ଶକବନ୍ଧୁ ଏହାଥିଲା ସମସ୍ତଙ୍କ ପ୍ରିୟ ଗୋଲାପଜାମୁର ଏକ ବର୍ଣ୍ଣନା। କାରଣ ଆଜିର ଏହି ରସାଳ କାହାଣୀ ଗୋଲାପଜାମୁ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏକ ସହରର।
gulapjamun
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)