/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716865296.jpg)
Panchang Today
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଅହୋରାତ୍ର,ତିଥି-୫ମୀ ଦିବା ୦୩.୨୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୫.୧୧ ରୁ ୦୬.୪୯
ଦିବା- ୦୯.୩୩ ରୁ ୧୨.୧୦
ଦିବା- ୦୪.୩୮ ରୁ ୦୫.୨୪
ସନ୍ଧ୍ୟା-୦୬.୧୬ ରୁ ୦୭.୦୦
ରାତ୍ରି- ୦୯.୦୦ ରୁ ୦୯.୫୪
ରାତ୍ରି-୧୨.୦୫ ରୁ ୦୨.୧୬
ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍
ଅଶୁଭ ସମୟ:
ରାହୁକାଳ- ଦିବା ୦୩.୦୦ ରୁ ୦୪.୩୮
କାଳବେଳା- ଦିବା ୦୧.୨୨ ରୁ ୦୩.୦୦
ବାରବେଳା- ପ୍ରାତଃ ୦୬.୪୯ ରୁ ୦୮.୨୭
କାଳରାତ୍ରି- ରାତ୍ରି ୦୭.୩୮ ରୁ ୦୯.୦୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)