Advertisment

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏବେ ଭଲ ଅଛି

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏବେ ଭଲ ଅଛି। ଏ କଥା ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । କାରଣ ନିର୍ବାଚନ ହାରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ବେଶ ଚଳଚଞ୍ଚଳ ଥିବା ପରି ମନେ ହେଉଛନ୍ତି। ପାଣ୍ଡିଆନଙ୍କୁ ଆଉ ପାଖେ ପାଖେ ଛିଡା ହେଉଥିବା ଦେଖିବାକୁ ମିଳୁନି। ସେ ଏବେ ସବୁଠିକୁ ଯାଉଛନ୍ତି, ସମସ୍ତଙ୍କ ସହ ମିଶୁଛନ୍ତି। ଯାହାର ଭିଡିଓ ମଧ୍ୟ ଆପଣ ଦେଖିଥିବେ।

author-image
Pallipuspa Samal
Naveen Patnaik BJD
Advertisment
Advertisment