• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ।ଚନ୍ଦ୍ର- ତୁଳା ଦିବା ୧୧.୦୪ ଗତେ ବିଛା ,ତିଥି- ୧୨ଶୀ ପ୍ରାତଃ ୦୭.୨୮ ଗତେ ୧୩ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୨୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ସନ୍ଧ୍ୟା ୦୫.୨୩ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ -୦୭.୫୦ ରୁ ୦୮.୩୦

ଦିବା -୧୦.୦୯ ରୁ ୧୧.୨୧

ଦିବା -୦୨.୦୦ ରୁ ୦୫.୫୧

ସନ୍ଧ୍ୟା -୦୬.୨୪ ରୁ ୧୦.୦୦

ରାତ୍ରି -୧୨.୦୯ ରୁ ୦୧.୩୬

ଅଶୁଭସମୟ:

ରାହୁକାଳ- ଦିବା-୧୧.୪୮ ରୁ ୦୧.୨୭

କାଳବେଳା- ଦିବା-୦୮.୩୦ ରୁ ୧୦.୦୯

ବାରବେଳା- ଦିବା-୧୧.୪୮ରୁ ୦୧.୨୭

କାଳରାତ୍ରି- ରାତ୍ରି -୦୨.୩୦ ରୁ ୦୩.୫୧

OTV is now on Whatsapp

Join and get latest news update delivered to you via whatsapp

Join Now