/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718849725.jpg)
Panchang Today
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୩ଶୀ ପ୍ରାତଃ ୦୭.୫୦ ଗତେ ୧୪ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭସମୟ:
ପ୍ରାତଃ -୦୫.୧୨ ରୁ ୦୬.୦୫
ଦିବା -୦୯.୩୬ ରୁ ୧୧.୨୧
ସନ୍ଧ୍ୟା -୦୭.୦୭ ରୁ ୦୯.୧୭
ରାତ୍ରି -୦୧.୦୯ ରୁ ୦୨.୧୯
ରାର୍ତ୍ର -୦୩.୪୬ ରୁ ୦୫.୧୨
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭସମୟ:
ରାହୁକାଳ- ଦିବା-୦୧.୨୭ ରୁ ୦୩.୦୬
କାଳବେଳା- ଦିବା-୦୩.୦୬ ରୁ ୦୪.୪୫
ବାରବେଳା- ଦିବା-୦୪.୪୫ ରୁ ୦୬.୨୪
କାଳରାତ୍ରି- ରାତ୍ରି -୧୧.୪୮ ରୁ ୦୧.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)