• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୬ ରବିବାର,ଚନ୍ଦ୍ର- କନ୍ୟା ରାତ୍ରି ୧୨.୩୪ ଗତେ ତୁଳା,ତିଥି- ୧୦ମୀ ନିଶାନ୍ତ ୦୪.୪୩ ଗତେ ୧୧ଶୀ,ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୨.୩୪ ପର୍ଯ୍ୟନ୍ତ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ- ୦୬.୫୭ ରୁ ୦୯.୩୫

ଦିବା-୦୧.୨୬ ରୁ ୦୨.୫୨

ଦିବା - ୦୪.୩୭ ରୁ ୦୪.୪୪

ସନ୍ଧ୍ୟା- ୦୬.୨୩ ରୁ ୦୭.୪୯

ରାତ୍ରି- ୧୦.୪୨ ରୁ ୧୨.୫୨

ଅଶୁଭ ସମୟ:

ରାହୁକାଳ- ଦିବା- ୦୪.୪୪ ରୁ ୦୬.୨୩

କାଳବେଳା- ଦିବା ୧୧.୪୭ ରୁ ୦୧.୨୬

ବାରବେଳା- ଦିବା- ୧୦.୦୮ ରୁ ୧୧.୪୭

କାଳରାତ୍ରି- ସନ୍ଧ୍ୟା- ୦୧.୦୮ ରୁ ୦୨.୨୯

OTV is now on Whatsapp

Join and get latest news update delivered to you via whatsapp

Join Now