Advertisment

ସେତୁ ନିର୍ମାଣ ନେଇ ଦାବି ଜୋର ଧରିଛି

ଗଞ୍ଜାମ ଧରାକୋଟ ବ୍ଲକ ମୁଣ୍ତମରାଇ ଠାରେ ପ୍ରସ୍ତାବିତ ସେତୁ ଶୀଘ୍ର ନିର୍ମାଣ ପାଇଁ ଦାବି ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ। ଅତ୍ୟାବଶ୍ୟକ ସେବା ପଇପାରୁ ନାହାନ୍ତି ଗ୍ରାମବାସୀ।

author-image
Pallipuspa Samal
ଅଦ୍ୟତନ ହୋଇଛି

ଗଞ୍ଜାମ ଧରାକୋଟ ବ୍ଲକ ମୁଣ୍ତମରାଇ ଠାରେ ପ୍ରସ୍ତାବିତ ସେତୁ ଶୀଘ୍ର ନିର୍ମାଣ ପାଇଁ ଦାବି ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ। ଅତ୍ୟାବଶ୍ୟକ ସେବା ତଥା ଗ୍ରୋସରି,ପରିବା,ମେଡିକାଲ୍ ଆଦି ସେବା ପାଇପାରୁ ନାହାନ୍ତି ଗ୍ରାମବାସୀ। ଆଖପାଖ ଗ୍ରାମର  ୫୦,୦୦୦ଲୋକ ମୁଣ୍ତମରାଇ ବଜାର ଉପରେ ସମ୍ପୁର୍ଣ ଭାବରେ ନିର୍ଭର କରିଥାନ୍ତି। 

Advertisment
Odisha Bridge Ganjam
Advertisment
Advertisment