Advertisment

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍‌ ।

author-image
Pallipuspa Samal
ଅଦ୍ୟତନ ହୋଇଛି

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍‌ । ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ।  ସୁପରଭାଇଜର ମଲ୍ଲୀ ଲତା ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ । ଘର ସମେତ ୩ଟି ସ୍ଥାନରେ ମଧ୍ୟ ରେଡ୍ କରାଯାଇଛି ।

Advertisment
Vigilance Raid Bhadrak
Advertisment
Advertisment