Advertisment

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮

author-image
Pallipuspa Samal
ଅଦ୍ୟତନ ହୋଇଛି

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬, ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଂଜରୁ ୨ ଲେଖାଏଁ, କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି। 

Advertisment
COVID-19 COVID Death Factors
Advertisment
Advertisment