ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ ।
Published: Pallipuspa Samal
Last updated: 25 August 2021, 01:22 PM IST
ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮