Advertisment

ହତ୍ୟାର ଛାତିଥରା ଦୃଶ୍ୟ, ସାଙ୍ଗକୁ ହତ୍ୟା କଲେ, ଜାଳିଲେ

ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

author-image
Pallipuspa Samal

CCTV Footage Of Horrific Murder Bolangir
Advertisment
Advertisment