ପାଠ ପଢ଼ିବାର କିଛି ବୟସ ନାହିଁ। କେବଳ ଇଚ୍ଛାଶକ୍ତି ରହିବା ଦରକାର। ଯେମିତି ଏହି ବରିଷ୍ଠ ନେତା ଜଣକ। ବୟସ ଷାଠିଏ ପାର ହେଲାଣି। କିନ୍ତୁ କଲେଜ ପିଲାଙ୍କ ସହ ହଲରେ ବସି ପରୀକ୍ଷା ଦେଇଥିଲେ।
Published: Pallipuspa Samal
Last updated: 04 May 2022, 08:16 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।