• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

News Fuse
ରାଜ୍ୟସଭା ସିନା ଏମାନେ ଗଲେ କିନ୍ତୁ ବାବା ଆଶୀର୍ବାଦ ନଦେଲେ କ’ଣ ହେବ?

ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍‌ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ

music world paid tribute to K.K
କେକେଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ପୂରା ସଙ୍ଗୀତ ଦୁନିଆ...

ଗୀତ ଗାଉ ଗାଉ ଆଖି ବୁଜିଲେ କେକେ। ଶ୍ମଶାନରେ ଶବ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏମିତି ଦିଆଯାଉଥିଲା ଶ୍ରଦ୍ଧାଞ୍ଜଳି....

Singer KK
ଗୀତ ଗାଉ ଗାଉ ଚାଲିଗଲେ....

ସବୁଦିନ ପରି ଷ୍ଟେଜ୍‌ରେ ଗୀତ ଗାଉଥିଲେ କିନ୍ତୁ ଏଇ ଗୀତ ଯେ, ତାଙ୍କର ଶେଷ ଗୀତ ହେବ କେହି ବି ଜାଣିନଥିଲେ। ଗୀତ ଗାଉ ଗାଉ ହଠାତ୍‌ ଆଖି ବୁଜିଲେ କେକେ....ଆପଣ ବି ଶୁଣିନିଅନ୍ତୁ ତାଙ୍କର ଶେଷ ଗୀତକୁ

Listening to Keke's song
କେକେଙ୍କ ଗୀତ ଶୁଣିଲେ....ଅନ୍ୟ ଦୁନିଆରେ ହଜି ଯାଉଥିଲେ ସ୍ରୋତା...

କେକେଙ୍କ ଗୀତକୁ ନେଇ ଥମୁନି ଚର୍ଚ୍ଚା। ଥରେ ତାଙ୍କ ଗୀତ ଯିଏ ଶୁଣିଛି ସିଏ ଅଲଗା ଦୁନିଆରେ ହିଁ ହଜିଯାଇଛି....ଲଭ ଆଉ ରୋମାନ୍ସର ଥିଲେ ମାଷ୍ଟର

singer k.k die
ପୂରା ଫିଟ୍‌ ଥିବା ପରେ ବି କେମିତି ପ୍ରାଣ ହରାଇଲେ କେକେ?

ସଂପୂର୍ଣ୍ଣ ଫିଟ୍‌ ଥିଲେ...କିନ୍ତୁ ହଠାତ୍‌ ଗୀତ ଗାଉ ଗାଉ କାହିଁକି ଟଳିପଡ଼ିଲେ କେକେ? କ’ଣ ଥିଲା କେକେଙ୍କ ମୃତ୍ୟୁର କାରଣ?

The Great Odisha Political Circus
ଅଧା ବାଟରେ ଅଟକିଗଲେ କ’ଣ ହେବ? ଟିକିଏ ବଳ ଖର୍ଚ୍ଚ କର....

ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍‌ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....

Divyang girl in Keonjhar
ଭାଇ-ଭାଉଜ ପର କରିଦେଲେ...କିନ୍ତୁ ବୁଢା ବାପା-ମାଆଙ୍କୁ ଆପଣାଇ ନେଲା ଦିବ୍ୟାଙ୍ଗ ଝିଅ...

ଅଜଣାରେ ରୋଗର ଯନ୍ତ୍ରଣା, ପୁଣି ପେଟରେ ଥିବା ଭୋକର ଚିନ୍ତା। ଦିବ୍ୟାଙ୍ଗ ହେଲେ ବି ବାପା-ମାଆଙ୍କ ସେବା କରିବାରେ କେବେ ବି ଦେଇନାହାନ୍ତି ଖିଲାପ୍‌। ଦିନରେ ଦୋକାନ କରୁଛନ୍ତି ଆଉ ଅଟୋ ଚଲାଇ ରୋଜଗାର ବି କରୁଛନ୍ତି। ସେତିକିରେ ଚଳୁଛି ପୂରା ପରିବାର....

Love triangle
ପ୍ରେମିକା ବରଗାଡ଼ି ସାମ୍ନାରେ ପହଞ୍ଚିଗଲା ପ୍ରେମିକ

ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ...

Married man ditches wife
ଭଉଣୀ ବାହାଘର ଦିନ ବର ହେଲା ଭାଇ

ଭଉଣୀ ବାହାଘର ଦିନ ବର ହେଲା ଭାଇ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଭଉଣୀ ବାହାଘରରେ ସାଜିଥିଲା ବର। ଖବର ପାଇବା ପରେ ଶ୍ୱଶୁର ଘରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ-ପୁଅ। ଆଉ ତା’ପରେ ହେଲା କ’ଣ...ଦେଖନ୍ତୁ ଏଇ ଭିଡ଼ିଓ....

News Fuse
ଏ ଡ୍ରାଇଭର ତଳକୁ ଓହ୍ଲା...ତୁ ଏଇଠିକି କାହିଁକି ଆସିଲୁ?

ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍‌? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....

Khola Katha
ବିଧାୟକ ରାହୁଲଙ୍କୁ କଣ କହିଲେ ତାହା ଶୁଣିଛି କିଏ?

ଆମ ନେତା ଯାହା କହିବେ ଆମେ ସେଇଆ କରିବୁ। ବିଜେଡ଼ି ପରି ଆମ ନେତା ଏକଛତ୍ରବାଦୀ ନୁହେଁ। ପୂର୍ବ ଭୁଲ ଆମେ ଦୋହରାଇବୁ ନାହିଁ। ଉଦୟପୁରରେ ଯାହା ହେଲା ଆମ ରାଜ୍ୟରେ ତାହା ହେବ....୧୯୯୦ରେ ହାରିଥିଲୁ କିନ୍ତୁ ୯୫ରେ ପୁଣି ଫେରିଲୁ....

Lovebirds in Odisha seek police protection
ପ୍ରେମକୁ ସମର୍ଥନ ଦେଲା ପୋଲିସ୍‌....ପ୍ରେମୀଯୁଗଳଙ୍କୁ ସାଥ୍‌ ଦେଇ ଥାନାକୁ ନେଇଗଲା ପୋଲିସ୍‌। ପରେ.....

ପ୍ରେମକୁ ସ୍ୱୀକାର କଲାନି ପରିବାର। ପ୍ରେମୀଯୁଗଳଙ୍କ ସାଥ୍‌ ଦେଲା ପୋଲିସ୍‌। ଏୟାରପୋର୍ଟରେ ପହଞ୍ଚି ପୋଲିସ୍‌ର ସୁରକ୍ଷା ମାଗିବା ପରେ ଏସ୍କର୍ଟରେ ଗଲେ ଏଇ ପ୍ରେମୀଯୁଗଳ। ପୁଅ ଘର ଲୋକ ସମର୍ଥନ ଦେଉଥିବା ବେଳେ ସମ୍ପର୍କକୁ ବିରୋଧ କରୁଛନ୍ତି ଝିଅ ଘର ଲୋକ। ଏବେ ହେବ କ’ଣ?

Apana Eka Nuhanti
୧୮ ବର୍ଷ ହେଲାଣି ବିଛଣାରେ ପଡ଼ିଛି ସ୍ୱାମୀ...କଇଁ କଇଁ କାନ୍ଦୁଛି ସ୍ତ୍ରୀ....

ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର

CYBER CRIME
ନ୍ୟୁଡ୍‌ ଫଟୋ ଦେଖାଇ ଲୁଟିନେଲେ ଟଙ୍କା....

ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍‌ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍‌ ଏହା ପରେ ଦେଖନ୍ତୁ ହେଲା କ’ଣ?

Bolangir man desperately searching ailing younger brother
ହଜିଗଲା ଅସୁସ୍ଥ ସାନଭାଇ...ଘର ଭଡ଼ା ନେଇ ଖୋଜୁଛି ବଡ଼ ଭାଇ...

ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର....କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜୁଛି...ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର...

Retired jawan
ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ...କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ବସାଇ ଖୁବ୍‌ ନାଚିଲେ...

ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ...ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ....ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍‌ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର...

Leti diwas held in Bargarh
ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ....

ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ

News Fuse
ଛି ଛି ଛି....ଏ ମାଛି ଚଖା ଗୁପ୍‌ଚୁପ୍‌ ଖାଇବେ କି?

ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍‌ଚୁପ୍‌। ଇଲୋ ଦେଈ....ତୁ ଗୁପ୍‌ଚୁପ୍‌ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....

ENews
ଅଭିନେତ୍ରୀଙ୍କୁ ପାଖରେ ପାଇ ଏମିତି ଝାଳରେ ଗାଧୋଇଲେ ଗୁଡ୍ଡୁ...ହେଲେ କାହିଁକି?

କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍‌ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍‌। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...

3 eminent Singers Passed away
ସଙ୍ଗୀନ ଦୁନିଆକୁ ଶକ୍ତ ଝଟ୍‌କା...ମାତ୍ର ୭ ଦିନରେ ଆଖି ବୁଜିଲେ ୩ ଗାୟକ

ସଙ୍ଗୀନ ଜଗତକୁ ଶକ୍ତ ଝଟ୍‌କା। ମାତ୍ର ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି...ଜାଣନ୍ତୁ କେବେ କିଏ ବୁଜିଛନ୍ତି ଆଖି....

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।